Latest Odisha News

BREAKING NEWS

Browsing Tag

viral video

ପାକ କ୍ରିକେଟରଙ୍କୁ ଚିଅର କରିବା ମହଙ୍ଗା ପଡିଲା, କାନ ଧରି କ୍ଷମା ମାଗିଲେ, ଭାରତ ମାତୀ କୀ ଜୟ କହିଲେ

ପାଣାଜୀ: କିଛି ଦିନ ତଳେ ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଭିଡିଓରେ ଗୋଆର ଜଣେ ବ୍ୟକ୍ତି ପାକିସ୍ତାନ କ୍ରିକେଟ ଟିମ ପାଇଁ ଚିଅର  କରୁଥିବା ଦେଖିବାକୁ ମିଳିଥିଲା । ହେଲେ ଏପରି ଚିଅର ଅପ କରିବା ତାଙ୍କୁ ମହଙ୍ଗା ପଡିଛି । ଭିଡିଓ ଭାଇରାଲ ହେବା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ…

ବିଚ୍‌ ରାସ୍ତାରେ ସ୍କୁଟି ଉପରେ ପ୍ରେମୀଯୁଗଳଙ୍କ ରୋମାନ୍ସ, ଭିଡିଓ ହେଉଛି ଭାଇରାଲ

ଲକ୍ଷ୍ନୌ : ସବୁ ସୀମା ପାର୍‌ କଲେ ପ୍ରେମୀ ଯୁଗଳ । ନାଁ ମୁହଁରେ ଲଜ୍ଜା ଅଛି ନାଁ ରହିଛି ଟ୍ରାଫିକ୍‌ ନିୟମର ଭୟ । ବିଚ୍‌ ରାସ୍ତାରେ, ସେ ପୁଣି ସ୍କୁଟି ଉପରେ ପ୍ରେମିକ କୋଳରେ ବସିଛି ପ୍ରେମିକା । ଦ୍ରୁତ ଗତିରେ ଚାଲିଛି ବାଇକ୍‌  । ଏଭଳି ରୋମାନ୍ସ କରୁଥିବା ଏହି ପ୍ରେମୀ ଯୁଗଳଙ୍କ ଭିଡିଓ…

ଚାରି ବର୍ଷର ଶିଶୁକୁ ଝୁଣି ଖାଇଲେ କୁକୁର ପଲ

ହାଇଦ୍ରାବାଦ: କୁକୁରଙ୍କ ଆକ୍ରମଣରେ ନିଷ୍ପାପ ଶିଶୁର ମୃତ୍ୟୁ ଘଟିଛି । ମୃତ ଶିଶୁ ଜଣଙ୍କ ହେଉଛନ୍ତି ୪ ବର୍ଷୀୟ ପ୍ରଦୀପ । ରବିବାର ଦିନ ହାଇଦ୍ରାବାଦରେ ଏପରି ଅଭାବନୀୟ ଘଟିଥିବା ଜଣାପଡିଛି । ଆକ୍ରମଣ ସମୟର ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ପୋଲିସର ସୂଚନା ମୁତାବକ, ଜଣେ ୪ ବର୍ଷର…

ଅଖାରେ ତିଆରି ପ୍ଲାଜୋ ପ୍ୟାଣ୍ଟ, ଦାମ୍‌ ଜାଣିଲେ ଉଡ଼ିଯିବ ହୋସ୍‌

ନିଜର ଖାଇବା, ରହିବା ଓ ପିନ୍ଧିବାକୁ ନେଇ ପ୍ରାୟ ସମସ୍ତଙ୍କର ରୁଚି ରହିଛି । ଫ୍ୟାସନ୍‌ ଡ୍ରେସ୍‌ ସମସ୍ତଙ୍କର ପସନ୍ଦ ।  ଫ୍ୟାସନର କଥା କହିଲେ ଆପଣ ବିଭନ୍ନ ପ୍ରକାର ସାର୍ଟ, ଲେହେଙ୍ଗା, ଶାଢ଼ି ଓ ଅନେକ ଡିଜାଇନର ପୋଷାକ କିଣିଥିବେ ଏବଂ ପିନ୍ଧିବି ଥିବେ ନିଶ୍ଚୟ । ପ୍ଲାଜୋ ନାମକ ପୋଷାକର…

ଗାଁ ବାସିନ୍ଦା ଭଳି ଗାଁରେ ବୁଲୁଛନ୍ତି ସିଂହ ; ଭିଡିଓ ହେଉଛି ଭାଇରାଲ୍‌

ଆମ୍ରେଲି : ଗାଁ ଭିତରେ ବୁଲୁଛନ୍ତି ସିଂହ । ବିଶ୍ବାସ ନ ହେଉଥିଲେ ମଧ୍ୟ ସତ । ଆଖିରେ ନଦେଖିଲେ ସହଜରେ ବିଶ୍ବାସ କରିବା ଅସମ୍ଭବ ଆଉ ଥରେ ଯଦି ଦେଖିଦେବେ ତାହେଲେ ଭୟରେ ରାତିରେ ଆଉ ଘରୁ ବାହାରକୁ ବାହାରିବେନି । ଗୁଜରାଟ ଆମ୍ରେଲି ଜିଲ୍ଲା ଅନ୍ତର୍ଗତ ରାମପଡ଼ା ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ…

ଗପ ହେଲା ସତ ; କାଉର ବୁଦ୍ଧି ଦେଖି ହେବେ ଆଶ୍ଚର୍ଯ୍ୟ…

ଶୀତ ଯାଇ ଖରାଦିନ ଆସିଲାଣି । ଧୀରେ ଧୀରେ ବଢ଼ିଲାଣି ତାପମାତ୍ରା  । ଆଉ ଖରା ତାପରୁ ଟିକିଏ ମୁକ୍ତି ପାଇବା ପାଇଁ ରାସ୍ତାରେ ବିକ୍ରି ହେଲାଣି ଥଣ୍ଡା ପାନୀୟ ସାଙ୍ଗକୁ ତଟକା ତରଭୁଜ । ଏହି ଖରାଦିନରେ ଅନେକ କାହାଣୀ ଆମେ ଶୁଣିଛେ ଦେଖିଛେ କିନ୍ତୁ ଆଜିବି ମନେ ଅଛି ପିଲାଦିନର ସେହି କାହାଣୀ  ।…

ଘର ସହ ଜଳି ଯାଉଥିଲେ ମା’-ଝିଅ: ଦେଖୁଥିଲେ ପୋଲିସ, ଅଫିସର

କାନପୁର: ସାମ୍ନାରେ ଥିଲେ ପୁରା ପୋଲିସ ଫୋର୍ସ ଆଉ ପ୍ରଶାସନିକ ଅଧିକାରୀ । ଥୁଆ ହୋଇଥିଲା ବୁଲଡୋଜର । ଝୁପୁଡି ଘର ଭିତରେ ଥିଲେ ମା’ ଆଉ ଝିଅ । ସମସ୍ତଙ୍କ ସାମ୍ନାରେ ଝୁପୁଡି ଜଳୁଥିଲା ଆଉା ତା ଭିତରେ ଜଳି ଯାଉଥିଲେ ମା-ଝିଅ । ତାଙ୍କର କରୁଣ ଚିତ୍କାର ସମସ୍ତେ ଶୁଣୁଥିଲେ, ହେଲେ କେହି ଆଗେଇ…

ପେଟ୍ରୋଲ ପକେଇ କର୍ମଚାରୀଙ୍କ ଉପରକୁ ଟଙ୍କା ବିଡା ଫୋପାଡିଲେ ମର୍ସିଡିଜ ମାଲିକ

ଧନୀ ହେବା..ଅପର୍ଯ୍ୟାପ୍ତ ସମ୍ପତ୍ତିର ମାଲିକ ହେବା ନିଶ୍ଚୟ ଏକ ଭାଗ୍ୟ ।  ଏ ଭାଗ୍ୟ ସମସ୍ତଙ୍କୁ ମିଳେନି । ଧନୀ ହେବା ଭଗବାନଙ୍କର ଏକ ଆଶୀର୍ବାଦ ନିଶ୍ଚୟ ।  ତେବେ ଏ କଥା ସତ ଯେ, ଏହି ଅପର୍ଯ୍ୟାପ୍ତ ସମ୍ପତ୍ତି କେତେବେଳେ କାହା ହାତରୁ ଖସିଯିବ କେହି ଜାଣି ପାରିବେନି ।   ରାଜେନ୍ଦ୍ରାସନରୁ…

ଗୋଡ ନାହିଁ, କିନ୍ତୁ ଦ୍ରୁତ ଗତିରେ ଦୌଡି କଲେ ବିଶ୍ୱ ରେକର୍ଡ

ୱାଶିଂଟନ: ବାସ୍ତବରେ କୁହାଯାଏ, ମନୋବଳ ଥିଲେ ମନୁଷ୍ୟ ପାଇଁ ସବୁ ଅସମ୍ଭବ ସମ୍ଭବ ହୋଇଥାଏ । ନିକଟରେ ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଭିଡିଓଟି ଗିନିସ ବିଶ୍ବ ରେକର୍ଡ ପକ୍ଷରୁ ପୋଷ୍ଟ କରାଯାଇଛି । ଏଥିରେ ଜଣେ ଭିନ୍ନକ୍ଷମ କ୍ରୀଡ଼ାବିତ୍‌ ପ୍ରଶିକ୍ଷଣ ନେଉଥିବାର ଝଲକ…

ଭାଇରାଲ ଭିଡିଓ ଦେଖି ଗାଁ ମହିଳାଙ୍କୁ ସୋନୁ ସୂଦ ଦେଲେ ଚମତ୍କାର ଅଫର

ଅନେକ ସମୟରେ ସୋସିଆଲ ମିଡିଆରେ  ଭିଡିଓ ଭାଇରାଲ ହେଉଛି ।  ସେଥିରୁ କିଛି ଭିଡିଓ ସମସ୍ତଙ୍କୁ ବେଶ ପସନ୍ଦ ଆସିଥାଏ । ହେଲେ ଏମିତି କିଛି ଭିଡ଼ିଓ ମଣିଷର ଭାଗ୍ୟ ବଦଳାଇ ଦେଇଥାଏ, ଯେମିତି ରାନୁ ମଣ୍ଡଳଙ୍କର ବଦଳାଇ ଦେଇଥିଲା। ଏମିତି ଏକ ଭିଡ଼ିଓ ରାନୁ ମଣ୍ଡଳଙ୍କ ପରି ୟାଙ୍କର ମଧ୍ୟ ଭାଗ୍ୟ…