Latest Odisha News

BREAKING NEWS

Browsing Tag

viral video

ଭିନ୍ନକ୍ଷମ ହେଲେ ଜୀବନ ସଂଘର୍ଷରେ ସକ୍ଷମ

ବେଳେବେଳେ ସାମାନ୍ୟ ପ୍ରତିବନ୍ଧକ ଆସିଲେ ମଣିଷ ଭାଙ୍ଗିଯାଏ। ହେଲେ ନା ସେ ଭାଙ୍ଗିଛନ୍ତି ନା ସେ ହାରିଛନ୍ତି। ସେ ଜଣେ ଭିନ୍ନକ୍ଷମ ହୋଇ ମଧ୍ୟ ସବୁଥିରେ ସକ୍ଷମ ପାଲଟିଛନ୍ତି। ଜୀବନ ଯୁଦ୍ଧରେ ଅଭାବ ଅନଟନ ସହ ସଂଘର୍ଷ କରି ବଞ୍ଚୁଛନ୍ତି। ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।…

ଇଚ୍ଛାଶକ୍ତି ଆଗରେ ହାର ମାନିଲା ବୟସ, ୮୩ ବର୍ଷରେ ଜିତିଲେ ପଦକ

ପୁଣେ: କଥାରେ ଅଛି ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁକିଛି ସମ୍ଭବ। ଅନେକ ଲୋକଙ୍କ ମନରେ ଧାରଣା ଅଛି ଯେ କୌଣସି କାର୍ଯ୍ୟ କରିବାକୁ ହେଲେ ଏକ ନିର୍ଦ୍ଧିଷ୍ଟ ବୟସ ସୀମା ରହିଥାଏ।ହେଲେ ଏ ସବୁ କଥାକୁ ଭୁଲ ପ୍ରମାଣିତ କରିଛନ୍ତି ଜଣେ ୮୩ ବର୍ଷୀୟା ବୃଦ୍ଧା। ଯେଉଁ ବୟସରେ ହାତ ଥରିବା କଥା ସେହି ବୟସରେ ସେ…

ବଳକା ଖାଦ୍ୟ ଫିଙ୍ଗୁଥିଲେ ଥରେ ଦେଖନ୍ତୁ ଏହି ଭିଡିଓ….ଆଖିରେ ଲୁହ ଆସିଯିବ…

ନୂଆଦିଲ୍ଲୀ : ଅଦ୍ଭୁତ ଏ ଦୁନିଆ । ମଣିଷ ବଞ୍ଚିବା ପାଇଁ ହେଲେ ଖାଦ୍ୟ, ପୋଷାକ ଏବଂ ଘର ଆବଶ୍ୟକତା ରହିଛି । କିଛି ଲୋକଙ୍କ ପାଖରେ ଏସବୁ ଦରକାର ଠୁ ବି ଅଧିକା ଥିବା ବେଳେ କିଛି ଲୋକ ଏସବୁରୁ ବଞ୍ଚିତ ଅଛନ୍ତି। ଏ ଦେଶରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ପାଇଁ ରୁଟି ଏକ ସ୍ୱପ୍ନ ।ସେଭଳି…

ପିନ୍ଧିଛି ଡାଇପର, ଧରିଛି ବନ୍ଧୁକ..ଟ୍ରିଗାର ଉପରେ ଆଙ୍ଗୁଠି

ପିନ୍ଧିଛି ଡାଇପର । ଛିଡା ହେବାବେଳେ ଟଳଟଳ ହେଉଛି । ହେଲେ ହାତରେ ଧରିଛି ଏ କ’ଣ ? ଟିକି ହାତରେ ଏତେ ବଡ ଭୟଙ୍କର ଜିନିଷ ? ହଁ, ଆଜ୍ଞା, ଠିକ ଦେଖିଛନ୍ତି । କୁନି ଛୁଆଟି ହାତରେ ଧରିଛି ବନ୍ଧୁକ । ଆଙ୍ଗୁଠି ପୁଣି ପୁରା ଟ୍ରିଗାର ଉପରେ। ଦେଖିଲେ ତ ଛାତି ଥରି ଯାଉଛି । ପିଲାଙ୍କୁ ଚୁପ…

ବିଚିତ୍ର ଦୃଶ୍ୟ: ଗରମ ତେଲରେ ପଡ଼ିବା କ୍ଷଣି ବଞ୍ଚି ଉଠିଲା ମଲା ମାଛ

ବିଚିତ୍ର ଏ ବିଶ୍ୱ । ବିଚିତ୍ର ବିଶ୍ୱର ବିଚିତ୍ର ଦୃଶ୍ୟ ଏବେ ସମସ୍ତଙ୍କ ଆଖି ସାମ୍ନାରେ । ବିଶ୍ୱରେ ଏମିତି କିଛି ଜିନିଷ ନାହିଁ ଯାହା ଇଣ୍ଟରନେଟ ସହାୟତାରେ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ଏମିତି ଏକ ବିଚିତ୍ର ଦୃଶ୍ୟ ଆପଣଙ୍କୁ ଦେଖାଇବୁ ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।…

ମଣିଷ କିନ୍ତୁ ରବର କଣ୍ଢେଇ ପରି ଶରୀରକୁ ଯେମିତି ଚାହାନ୍ତି ସେମିତି ମୋଡନ୍ତି

ଗାବନ: ପତଳା ଶରୀର । ଯୁୃଆଡେ ଚାହିଲେ ସିଆଡେ ମୋଡି ହୋଇ ଯାଉଛି । ମୋଡାମୋଡି ଶରୀରରେ ଯିଏ ତାଙ୍କୁ ଦେଖିବ, ଡରିଯିବ । ଲାଗିବ ବୋଧହୁଏ ଶାରୀରିକ ଭିନ୍ନକ୍ଷମ । କିନ୍ତୁ ନା । ସେ ଶାରୀରିକ ଭାବେ ସୁସ୍ଥ ଏବଂ ସକ୍ଷମ । ଏତେ ସକ୍ଷମ ଯେ ତାଙ୍କର ଶରୀର ତାଙ୍କ ନିୟନ୍ତ୍ରଣରେ । ଯୋଗ ହେଉଛି…

ସାଇକେଲ ହ୍ୟାଣ୍ଡେଲ ଛାଡ଼ି ପତଲି କମରିଆଁ ଗୀତରେ ଡ୍ୟାନ୍ସ କଲେ ଯୁବତୀ….  

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଚାଲିଛି ରିଲ୍‌ସର ଟ୍ରେଣ୍ଡ । ସବୁବେଳେ ବିଭିନ୍ନ ଭିଡିଓ ଭାଇରାଲ ହେଉଛି । କିଛି ଭିଡିଓ ୟୁଜରଙ୍କ ପସନ୍ଦ ହେବା ସହ ଭିଡିଓଟିର ମଜା ଉଠାଉଛନ୍ତି । ଏମିତି ରିଲ୍‌ କରିଥାନ୍ତି, ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି…

ଟ୍ରାଫିକ୍ ଜାମ୍‌ ହେବାରୁ ଗାଡ଼ି ଉପରେ ବସି ମଦ ପିଇଲେ…

ନୂଆଦିଲ୍ଲୀ : ସମସ୍ତେ ଜାଣନ୍ତି ଟ୍ରାଫିକ୍‌ ସମସ୍ୟା ଅନେକ ସମୟରେ ଦେଖାଦେଇଥାଏ  । ଟ୍ରାଫିକ୍‌ରେ ଥରେ ଫସିଲେ, ସେଥିରୁ ମୁକୁଳିବା ମୁସ୍କିଲ । ଟ୍ରାଫିକ୍‌ କେତେବେଳେ ୧୦ ମିନିଟ୍‌ରେ ଛାଡ଼େ ତ କେତେବେଳେ ଘଣ୍ଟାଏ ଦୁଇ ଘଣ୍ଟା ବି ଲାଗେ । ଏହାର କିଛି ଠିକ୍‌ ଠିକଣା ନଥାଏ । ତେବେ ସେହି…

ଝିଅଟିର ଅଭିନବ ଷ୍ଟଣ୍ଟ, ସାଇକେଲିଂ ସହ କରୁଛନ୍ତି ସ୍କିପିଂ

ନୂଆଦିଲ୍ଲୀ : ଆଜିର ଯୁବପିଢ଼ିଙ୍କୁ ଘାରିଛି ସୋଶିଆଲ ମିଡିଆ ନିଶା । ନିଜ ଜୀବନକୁ ଖାତିର ନକରି ବିଭିନ୍ନ ପ୍ରକାର ଷ୍ଟଣ୍ଟ କରି ସୋଶିଆଲ ମିଡିଆରେ ଚର୍ଚ୍ଚାକୁ ଆସିଥାଆନ୍ତି । ଯାହାକୁ ଦେଖିଲେ ଯେ କେହି ବି ଚକିତ ହେବାଟା ସ୍ୱାଭାବିକ । ତେବେ ଏପରି ଏକ ଷ୍ଟଣ୍ଟ ଭିଡିଓ ସୋସିଆଲ ମିଡିଆରେ…

ସାଥିର ମୃତ୍ୟୁରେ ଭାଙ୍ଗି ପଡ଼ିଛି ଶୁଆଟି, ଏବେବି ବଞ୍ଚିଛି ବିଶ୍ବାସ ସେ ଉଠିବ..ଆଉ କଥା କହିବ

କଣ ପାଇଁ ଶୋଇ ରହିଛୁ ? ଉଠ କଥା କହ.. ମୋତେ ଟିକିଏ ଚାହୁଁନୁ… ଏତେ ଚୁପ କାହିଁକି ହେଇଯାଇଛୁ । ତୁ କିଛି କହୁନୁ କାହିଁକି.. ଏମିତି କିଛି ଅକୁହା କଥା ଆମେ କହୁନୁ ଏ ଦୃଶ୍ୟ କହୁଛି । ଥରେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ ଆପଣ ବି ଦେଖିଲେ କିଛି ସମୟ ପାଇଁ ସ୍ତବ୍ଧ ହୋଇଯିବେ । ଶୁଆଟିର ପାଟି…