ଯୁବତୀ ଜଣଙ୍କୁ ବାଃ ବାଃ ! ଏ ସିଂହ ନା ପୋଷା କୁକୁର !
ନୂଆଦିଲ୍ଲୀ : ଅନେକ ସମୟରେ ସୋଶିଆଲ ମିଡିଆରେ ବନ୍ୟ ଜନ୍ତୁଙ୍କ ସହ ଜଡ଼ିତ ଭିଡିଓ ଦେଖିବାକୁ ମିଳିଥାଏ । କେତେବେଳେ ଏହି ଭିଡିଓ ଦେଖି ମଜା ଲାଗିଥାଏ ତ କେତେବେଳେ ଭୟ ବି ଲାଗିଥାଏ । ସେହିଭଳି ଏକ ଭିଡିଓ ଆମ ନଜରକୁ ଆସିଛି । ଯାହାକୁ ଦେଖି ଆପଣ ଚକିତ ହୋଇଯିବେ । ନିକଟରେ ଏକ ସୋଶିଆଲ…