Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ପାକିସ୍ତାନ ଅଧିକୃତ ପଂଜାବ ବିଧାନସଭାରେ ମହିଳା ସଦସ୍ୟଙ୍କ ମାରପିଟ୍

ଭୁବନେଶ୍ୱର: ପାକିସ୍ତାନୀ ମହିଳା ବି ମାରପିଟ୍‌ରେ କିଛି କମ୍ ନାହାନ୍ତି । ଏ କଥା ସୋସିଆଲ୍ ମିଡିଆରେ ଘୁରିବୁଲିଥିବା ଏକ ଭିଡିଓ ପ୍ରମାଣିତ କରିଛି । ପାକିସ୍ତାନ ଅଧିକୃତ ପଂଜାବ ବିଧାନସଭାରୁ ଏକ ପଲିଟିକାଲ୍ ଡ୍ରାମା ଭିଡିଓ ବହୁଳ ମାତ୍ରାରେ ଚର୍ଚ୍ଚା ସାଉଣ୍ଟିଛି ।

ପବିତ୍ର ରମଜାନ୍ ମାସର ପ୍ରଥମ ଦିନରେ ଏହି ଘଟଣାଟି ସାମ୍ନାକୁ ଆସିଛି । ଏହି ଭିଡିଓଟିକୁ ଜଣେ ପାକିସ୍ତାନୀ ସାମ୍ବାଦିକ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ପଂଜାବ ବିଧାନସଭାର ମହିଳା ସଦସ୍ୟମାନେ ପରସ୍ପର ମଧ୍ୟରେ ମାରପିଟ କରିବାରେ ମସଗୁଲ ଅଛନ୍ତି । ଏପରିକି କେହିକେହି ମୁଥ ମାରିବାକୁ ବି ପଛାଇନଥିଲେ ।

Leave A Reply

Your email address will not be published.