Latest Odisha News
Browsing Tag

White Paper

ବିଜେପିର ଶ୍ୱେତ ପତ୍ର ବନାମ କଂଗ୍ରେସର କଳା ପତ୍ର

ନୂଆଦିଲ୍ଲୀ:ଶାସକ ଦଳର ଶ୍ୱେତ ପତ୍ର ବିପକ୍ଷରେ ବିରୋଧି ଆଣିବେ କଳା ପତ୍ର। ଗୃହରେ ଉପସ୍ଥାପନ ହେବ ନିଜ ନିଜର ପାରିବାପଣିଆ ଓ ଅନ୍ୟର ଦୋଷ ଦୁର୍ବଳତା। ଗୋଟେ ପଟେ ଦଶନ୍ଧି ଧରି କାର୍ଯ୍ୟ କରିଥିବା ମୋଦି ସରକାର ଏକ 'ହ୍ୱାଇଟ୍ ପେପର୍' ବା ଶ୍ବେତ ପତ୍ର ଆଣିବାକୁ ଯାଉଛି। ଅନ୍ୟ ପଟେ ଏହାର ବିପକ୍ଷରେ…

କଣ ଏହି ଶ୍ୱେତ ପତ୍ର? ସଂସଦରେ କାହିଁକି ଏହାକୁ ନେଇ ହେଉଛି ଚର୍ଚ୍ଚା? 

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ବେଳେ ଶ୍ୱେତ ପତ୍ରକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ଯାହାକୁ ନେଇ ଶାସକ ଦଳ ବାଃ ବାଃ ନେବା ପାଇଁ ବେଶ୍ ଉତ୍ସୁକ। ତେବେ ଏହି ଶ୍ୱେତ ପତ୍ର କଣ? କଣ ଏହାର ବିଶେଷତ୍ଵ? ଏହାରି ସମ୍ବନ୍ଧ ସଂସଦ ଅଧିବେଶନର କାର୍ଯ୍ୟକାଳ ବୃଦ୍ଧି ପାଇବା ସହ ଜଡ଼ିତ କି? ମିଳିଥିଲା…

୨୦୨୨ରେ ରାଜ୍ୟରେ ବଢିଛି ୧୪.୬୫% ଧର୍ତ୍ତବ୍ୟ ଅପରାଧ, ତେବେ ଆଇନଶୃଙ୍ଖଳା ସ୍ଥିତି ଶାନ୍ତିପୂର୍ଣ୍ଣ

ଭୁବନେଶ୍ୱର : ଗୃହ ବିଭାଗ ଶ୍ୱେତପତ୍ର ଅନୁସାରେ ରାଜ୍ୟରେ ୨୦୨୨ ମସିହାରେ ଧର୍ତ୍ତବ୍ୟ ଅପରାଧ ହାର ପ୍ରାୟ ୧୪.୬୫% ବୃଦ୍ଧି ପାଇଛି । ୨୦୨୧ ମସିହାରେ ରାଜ୍ୟରେ ମୋଟ ୧ଲକ୍ଷ ୫୫ହଜାର ୪୨୦ଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଥିବାବେଳେ ୨୦୨୨ ମସିହାରେ ଏହି ସଂଖ୍ୟା ୧ଲକ୍ଷ ୭୮ହଜାର ଛୁଇଁଛି ।…