Latest Odisha News

BREAKING NEWS

Browsing Tag

Woman

ବିରିୟାନି ଖାଇ ଚାଲିଗଲା ଯୁବତୀଙ୍କ ଜୀବନ, ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବିରିୟାନି ଖାଇବା ହେଲା କାଳ । ଅନଲାଇନ୍‌ରେ ବିରିୟାନି ମଗାଇ ଖାଇବା ଯୁବତୀଙ୍କୁ ଭାରି ପଡ଼ିଲା । ବିରିୟାନି ଖାଇ ମୃତ୍ୟୁବରଣ କଲେ ୨୦ ବର୍ଷୀୟ ଯୁବତୀ । ଏଭଳି ଘଟଣା ବେଙ୍ଗାଲୁରୁର କସରଗଡ଼ ନିକଟସ୍ଥ ପେରୁମ୍ବାଲା ଅଞ୍ଚଳରେ ଘଟିଛି । ମୃତ ଯୁବତୀଙ୍କ ଜଣକ ହେଲେ ଅଞ୍ଜୁ ଶ୍ରୀପାର୍ବତୀ…

ଷ୍ଟେସନ୍‌ରେ ପ୍ଲାଷ୍ଟିକ୍‌ ଡ୍ରମ୍‌ରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ

ବେଙ୍ଗାଲୁରୁ : ଯଶବନ୍ତପୁର ରେଳ ଷ୍ଟେସନ୍‌ରୁ ସମ୍ନାକୁ ଆସିଲା ଚାଞ୍ଚଲ୍ୟକର ଘଟଣା । ପ୍ଲାଷ୍ଟିକ୍‌ ଡ୍ରମ୍‌ରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର । ଯଶବନ୍ତପୁର ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ସଫେଇ କରୁଥିବା ବେଳେ ଗୋଟିଏ ଡ୍ରମରେ ଗଳିତ ମୃତଦେହ ଘୋଡ଼ା ହୋଇ ରହିଥିବାର ଦେଖିଥିଲେ…

ମା’ ନା ରାକ୍ଷସୀ; ସନ୍ତାନକୁ ବାରମ୍ବାର ରୋଗ ହେବାରୁ ତଣ୍ଟିଚିପି ଫେପାଡ଼ିଦେଲା ମା’

ଅହମ୍ମଦାବାଦ : ମା’ ଏମିତି ଏକ ଶବ୍ଦ, ଯାହା ଦୁନିଆର ସବୁଠାରୁ ଅତି ଆପଣାର । ପିଲାର ଖୁସି ପାଇଁ ଯିଏ ନିଜକୁ ଜଳାଞ୍ଜଳି ଦେଇପାରେ ସେ ହେଉଛି ମା’ । ହେଲେ ଏହି ମା’ କେବେ କ’ଣ କୌଣସି ପିଲା ପାଇଁ ରାକ୍ଷସୀ ସାଜିପାରେ ।କିନ୍ତୁ ଅହମଦାବାଦରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଯାଇଛି ଯାହା ଆପଣ…

ହତ୍ୟାର ୭ ବର୍ଷ ପରେ ଜୀବିତ ଫେରିଲେ ମହିଳା, ସଜ୍ଜା କାଟିଲେ୨ ନିର୍ଦୋଷ  

ରାଜସ୍ଥାନ : ହତ୍ୟାର ସାତବର୍ଷ ପରେ ଜୀବିତ ଅବସ୍ଥାରେ ପୋଲିସକୁ ମିଳିଲେ ମହିଳା । ଜେଲ୍‌ରେ ସଜ୍ଜା କାଟିଲେ ୨ନିର୍ଦୋଷ । ଏଭଳି ଆଶ୍ଚର୍ଯ୍ୟକର ଘଟଣା ରାଜସ୍ଥାନର ଦୌସା ଅଞ୍ଚଳରେ ଘଟିଛି  । ସୂଚନା ଅନୁଯାୟୀ, ଜଣେ ମହିଳାଙ୍କ ହତ୍ୟା ଘଟଣା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା  । ଏହି ଘଟଣାରେ…

ଯୌନ ରାକ୍ଷସର ଉନ୍ମତ୍ତ କାଣ୍ଡ; ଚଳନ୍ତା ଗାଡ଼ିରୁ ଫୋପାଡ଼ିଦେଲା ୧୦ ମାସର ଶିଶୁ

ମୁମ୍ବାଇ : ହଜିଗଲା ମାନବିକତା । ନିଜ ଉଦ୍ଦେଶ୍ୟରେ ଅସଫଳ ହେବାରୁ ଚଳନ୍ତା ଗାଡ଼ିରୁ ଫିଙ୍ଗି ଦେଲା ୧୦ ମାସର ଛୁଆ । ଏଭଳି ଅମାନୁଷିକ ଘଟଣା ମୁମ୍ବାଇ ଉପକଣ୍ଠ ପାଲକର ଜିଲ୍ଲାର ମୁମ୍ବାଇ-ଅହମ୍ମଦାବାଦ ଜାତୀୟ ରାଜପଥରେ ଘଟିଛି । ସୂଚନା ଅନୁଯାୟୀ, ନିଜ ଝିଅ ସହ ଏକ କାର୍‌ରେ ଗୁଜୁରାଟ ଯାଉଥିବା…

ସୁଟକେସରୁ ମିଳିଲା ମହିଳାଙ୍କ ମୃତଦେହ

ନୂଆଦିଲ୍ଲୀ : ଶ୍ରଦ୍ଧା ଓ୍ୱାକର ହତ୍ୟାକାଣ୍ଡ ଘଟଣା ଥମି ନଥିବା ବେଳେ ପୁଣି ରାଜଧାନୀରୁ ଆସିଲା ଆଉ ଏକ ଚାଞ୍ଚଲ୍ୟକର ଘଟଣା । ସୁଟକେସ୍‌ରୁ ମିଳିଲା ମହିଳାଙ୍କ ମୃତଦେହ  । ପଞ୍ଜାବୀ ବାଗ ଅଞ୍ଚଳରେ ରିଙ୍ଗ ରୋଡରେ ଏକ ନଳା ନିକଟରୁ ମୃତଦେହ ଉଦ୍ଧାର କରିଛି ପୋଲିସ  । ତେବେ ସୁଟକେସରେ ଥିବା ମହିଳା…

ଶଶୂର ନାଁରେ ସଙ୍ଗୀନ ଅଭିଯୋଗ ଆଣିଲା ବୋହୂ

କଟକ : ନ୍ୟାୟ ପାଇବା ପାଇଁ ସ୍ୱାମୀ ଘର ଆଗରେ ଧାରଣାରେ ବସିଲେ ମହିଳା । ସ୍ବାମୀ ନଥିବା ସମୟରେ ଶଶୂର ଦେଉଥିଲା ନିର୍ଯାତନା । ବୋହୂକୁ ନିଜର କରିବାକୁ ଚଳାଇଥିଲା ପ୍ରୟାସ  । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛି ଜଣେ ବୋହୂ । କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ମାଛୁଆତି ଗାଁର ସନାତନ…

ବେଳାଭୂମିରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର 

ପୁରୀ: ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ବେଳାଭୂମି ନିକଟରୁ ଜଣେ ଅଜଣା ଯୁବତୀଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । କୋଣାର୍କ ମେରାଇନ୍ ଡ୍ରାଇଭ ରୋଡ ସ୍ଥିତ ବାଲିଗୁଆଳି ବେଳାଭୂମିରେ ଜଣେ ଯୁବତୀ ମୁହଁ ମାଡ଼ି ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ  । ମୃତ ଯୁବତୀ ଜଣକ…

ସ୍ୱାମୀ ବେକରେ ଧାରୁଆ ଅସ୍ତ୍ର ରଖି ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ, ୬ ଜଣ ଗିରଫ

ବାଲେଶ୍ୱର: ସ୍ୱାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ । ମଙ୍ଗଳବାର ଭୋର ସମୟରେ ବାଲେଶ୍ୱର ଜିଲ୍ଲାର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଏଭଳି ଅଭାନୀୟ ଘଟଣା ଘଟିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, କିଛି ଦୁର୍ବୃତ୍ତ ସ୍ୱାମୀ ବେକରେ ଧାରୁଆ ଅସ୍ତ୍ର ରଖି ଭୟଭୀତ କରାଇ ସ୍ତ୍ରୀକୁ…

[ଭିଡିଓ] ଜେସିବି ଚଢାଇ ମହିଳାଙ୍କୁ ହତ୍ୟା ଉଦ୍ୟମ

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଯେଉଁଥିରେ ଜେସିବି ଚାଳକ ଜଣେ ମହିଳାଙ୍କୁ ମାରିବାକୁ ଉଦ୍ୟମ କରିଥିଲା । ହେଲେ ସୌଭାଗ୍ୟବଶତଃ ମହିଳା ଜଣକ ବର୍ତ୍ତିଯାଇଥିଲେ । ତେବେ ପରେ ସେ ପ୍ରତି ଆକ୍ରମଣ କରିବାକୁ ପଛାଇନଥିଲେ । ରାଜସ୍ଥାନ ବର୍ମେରରୁ…