Latest Odisha News
Browsing Tag

world corona update

ବିଶ୍ୱ‌ବ୍ୟାପୀ କରୋନା ସଂକ୍ରମଣ ସଂଖ୍ୟା ୭ କୋଟି ୯୭ ଲକ୍ଷ ପାର୍‌

ନୂଆଦିଲ୍ଲୀ: ବିଶ୍ୱ‌ର ଅନେକ ଦେଶରେ ଟିକା ସତ୍ୱ‌େ କରୋନା ହେବାର ଆଶଙ୍କା ବଢିବାରେ ଲାଗିଛି। ଦୁନିଆର କୋଣ ଅନୁକୋଣରୁ ନୂଆ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬.୪୬ ଲକ୍ଷ ନୂତନ ମାମଲା ରିପୋର୍ଟ ହୋଇଥିବା ବେଳେ ୧୧,୫୧୦ ସଂକ୍ରମିତ ଲୋକ ପ୍ରାଣ ହରାଇଥିଲେ।…

ବିଶ୍ୱବ୍ୟାପୀ କରୋନା ସଂକ୍ରମଣ ସଂଖ୍ୟା ୭ କୋଟି ୮୩ ଲକ୍ଷ ପାର୍‌

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାକୁ ନେଇ ଉତ୍ତେଜନା ଦେଖାଦେଇଛି ଏବଂ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂଖ୍ୟା ସାରା ବିଶ୍ୱରେ ୭ କୋଟି ୮୩ ଲକ୍ଷକୁ ଅତିକ୍ରମ କରିସାରିଲାଣି। ଏଥି ସହିତ, ଏହି ମହାମାରୀରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧୭ ଲକ୍ଷ ୨୨ ହଜାରକୁ ବୃଦ୍ଧି…

ବିଶ୍ୱବ୍ୟାପୀ କରୋନା ସଂକ୍ରମଣ ସଂଖ୍ୟା ୭ କୋଟି ୭୩ ଲକ୍ଷ ପାର୍‌

ୱାଶିଂଟନ୍: ବିଶ୍ୱବ୍ୟାପୀ କରୋନା ସଂକ୍ରମଣ ସଂଖ୍ୟା ୭ କୋଟି ୭୩ଲକ୍ଷରେ ପହଞ୍ଚିଛି। ଏହି ମାରାତ୍ମକ ଭୂତାଣୁ ଯୋଗୁଁ ୧,୭୦୧,୬୫୬ ଜଣଙ୍କର ମୃତ୍ୟୁ ହୋଇଛି। ଯଦିଓ ବହୁ ସଂଖ୍ୟକ ଲୋକ ଏହି ରୋଗରୁ ସୁସ୍ଥ ହେଉଛନ୍ତି ରିପୋର୍ଟ ଅନୁଯାୟୀ ବିଶ୍ୱରେ ୭୭,୩୩୫,୪୪୨ ଲୋକ ସଂକ୍ରମିତ ହୋଇଥିବାବେଳେ କରୋନା…

ବିଶ୍ୱବ୍ୟାପୀ ଗତ ୨୪ ଘଣ୍ଟାରେ ୫.୪୫ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱରେ କରୋନା ଦ୍ୱାରା ପ୍ରଭାବିତ ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୧୭ ଲକ୍ଷ ଲୋକ କରୋନା ଯୋଗୁ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୫.୪୫ ଲକ୍ଷ ନୂତନ ମାମଲା ରିପୋର୍ଟ ହୋଇଥିବା ବେଳେ ୩.୩୨ ଲକ୍ଷ ଲୋକ କରୋନାରୁ…

ବିଶ୍ୱବ୍ୟାପୀ ୨୪ ଘଣ୍ଟାରେ ୬.୧୨ ଲକ୍ଷ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ମହାମାରୀ କରୋନା ସାରା ବିଶ୍ୱରେ କାୟା ବିସ୍ତାର କରିଛି। କେତେକ ଦେଶରେ ସଂକ୍ରମଣ ପୂର୍ବ ଅପେକ୍ଷା ଅଧିକ ଦ୍ରୁତ ଗତିରେ ବ୍ୟାପୁଛି। ଲଗାତାର ତିନି ଦିନ ପରେ ବିଶ୍ୱରେ ସାତ ଲକ୍ଷରୁ କମ୍ କରୋନା ମାମଲା ରୁଜୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୬.୧୨ ଲକ୍ଷ ନୂତନ ମାମଲା ରିପୋର୍ଟ ହୋଇଛି…

ବିଶ୍ୱ କରୋନା: ୨୪ ଘଣ୍ଟାରେ ୭ ଲକ୍ଷରୁ ଅଧିକ ନୂଆ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱରେ ୨୧୮ଟି ଦେଶରେ ଏପର୍ଯ୍ୟନ୍ତ ୧୬ ଲକ୍ଷରୁ ଅଧିକ କରୋନା ସଂକ୍ରମଣର ମୃତ୍ୟୁ ହୋଇସାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୭ ଲକ୍ଷ ନୂତନ ମାମଲା ରିପୋର୍ଟ ହୋଇଛି ଏବଂ ୧୨,୨୯୨ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ଆମେରିକା, ଭାରତ ଏବଂ ବ୍ରାଜିଲରେ କରୋନାର ସର୍ବାଧିକ ପ୍ରଭାବ…

ବିଶ୍ୱ କରୋନା; ଗତ ୨୪ ଘଣ୍ଟାରେ ୬.୭୨ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଆମେରିକା, ବ୍ରାଜିଲ୍, ତୁର୍କୀ, ଋଷିଆ ସମେତ ବିଶ୍ୱର ଅନେକ ଦେଶରେ କରୋନା ଭୂତାଣୁ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୬.୭୨ ଲକ୍ଷ ନୂତନ ମାମଲା ରେକର୍ଡ ହୋଇଛି ଏବଂ ୧୨,୦୫୨ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ…

ବିଶ୍ୱ କରୋନା; ୨୪ ଘଣ୍ଟାରେ ୬.୭୫ ଲକ୍ଷ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ରେକର୍ଡ ସ୍ତରରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୬.୭୫ ଲକ୍ଷ ନୂଆ ମାମଲା ରେକର୍ଡ ହୋଇଛି ଏବଂ ୧୨,୬୪୩ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ସର୍ବାଧିକ କ୍ଷତି ସହିଛି।…

କରୋନାର କରାଳ ରୂପ; ବିଶ୍ୱରେ କରୋନା ସଂକ୍ରମଣ ସଂଖ୍ୟା ୬.୪ କୋଟି ପାର୍‌

ନୂଆଦିଲ୍ଲୀ: ସାରା ବିଶ୍ୱରେ ସାଂଘାତିକ ଭାବରେ କରୋନା ଭୂତାଣୁ ସଂକ୍ରମଣ ବଢିବାରେ ଲାଗିଛି। ବିଶ୍ୱର‌େ ଏପର୍ଯ୍ୟନ୍ତ କରୋନା ଜନିତ ସଂକ୍ରମଣ ୬.୪ କୋଟି ପାର୍‌ କରିଥିବା ବେଳେ ଏପର୍ଯ୍ୟନ୍ତ ୧୪.୬ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ବିଶ୍ୱର‌େ ମୋଟ କରୋନା ମାମଲା ୬ କୋଟି ୪୧…

ବିଶ୍ୱ କରୋନା; ଗତ ୨୪ ଘଣ୍ଟାରେ ୪.୯୬ ଲକ୍ଷ ନୂଆ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: କରୋନାଭାଇରସ୍ ସମଗ୍ର ବିଶ୍ୱରେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୬.୩୧ କୋଟି ଲୋକ କରୋନା ସଂକ୍ରମଣରେ ପ୍ରଭାବିତ ହୋଇଛନ୍ତି। ଏହି ମାରାତ୍ମକ ମହାମାରୀ ଯୋଗୁଁ ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୧୪ ଲକ୍ଷ ୬୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।…