Latest Odisha News

BREAKING NEWS

Browsing

Video

ବାପାଙ୍କ ମୃତ୍ୟୁକୁ ନେଇ ନ ହେଉ ରାଜନୀତି, ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଶା ଅଛି, ନ୍ୟାୟ ମିଳିବ: ଦିପାଳୀ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟାକୁ ନେଇ କୌଣସି ରାଜନୀତି ନ ହେଉ । ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉପରେ ମୋର ଓ ମୋ ପରିବାରର ଆଶା ଅଛି, ନ୍ୟାୟ ମିଳିବ ବୋଲ କହିଛନ୍ତି ନବଙ୍କ ଝିଅ ଦିପାଳୀ ଦାସ । ଦିପାଳୀ କହିଛନ୍ତି,…

ବଲିଉଡ ଗାୟକ ସୋନୁ ନିଗମଙ୍କ ଉପରେ ଆକ୍ରମଣ ଅଭିଯୋଗ

ମୁମ୍ବାଇ: ବଲିଉଡ ଗାୟକ ତଥା କିମ୍ବଦନ୍ତୀ କଣ୍ଠଶିଳ୍ପୀ ସୋନୁ ନିଗମ ଏବଂ ତାଙ୍କ ବନ୍ଧୁ ରବାନୀ ମୁସ୍ତଫା ଖାନଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ଏକ ଶୋ ’ କରୁଥିବା ସମୟରେ ଏହି ଆକ୍ରମଣ ହୋଇଛି। ସୋନୁ ନିଗମଙ୍କ ବନ୍ଧୁ ରବାନୀ ମୁସ୍ତଫା ଖାନ ଏଥିରେ ଆହତ…

ଭୁବନେଶ୍ୱରରୁ ଲଢ଼ିବେ ତିନି ପ୍ରଶାସକ !

ଭୁବନେଶ୍ୱର: ଭୁବନେଶ୍ୱରରେ ମୁହାଁମୁହିଁ ହେବେ କି ତିନି ପ୍ରଶାସକ। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ତିନି ପ୍ରଶାସକ ଅପରାଜିତା, ଅରୂପ ଓ ବିଜୟଙ୍କୁ ଦେଖିବାକୁ ମିଳିବ କି ? ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି ବିଜେପି କଂଗ୍ରେସରେ ଏବେ ପୂର୍ବତନ ପ୍ରଶାସକ…

କ୍ୟାବିନେଟ୍ ନିଷ୍ପତ୍ତିକୁ ବିରୋଧ, ଯୁକ୍ତ ୨ ପରୀକ୍ଷା ବର୍ଜନ ପାଇଁ ୬୬୨ ବର୍ଗ ଶିକ୍ଷକଙ୍କ ଚେତାବନୀ

ଭୁବନେଶ୍ୱର: ଆସନ୍ତାକାଲିଠୁ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହେବ । ଏହା ପୂର୍ବରୁ ଲୋୟର ପିଏମଜିରେ ବିଭିନ୍ନ ସଂଗଠନ ସେମାନଙ୍କ ଦାବି ପୂରଣ ପାଇଁ ଧାରଣା ଦେଇଛନ୍ତି । ବିଧାନସଭା ଆରମ୍ଭର ଠିକ୍ ଦିନକ ପୂର୍ବରୁ ବିଶାଳ ରାଲି କରି ପ୍ରତିବାଦ କରିଛି ୬୬୨ ବର୍ଗ ଯୁକ୍ତ ୨, ୩ ବେସରକାରୀ ଅଧ୍ୟାପକ…

ପଦ୍ମପୁର ବାସୀଙ୍କୁ ଧୋକା ଦେଲେ ମୁଖ୍ୟମନ୍ତ୍ରୀ, ନୃସିଂହନାଥ ସଦବୁଦ୍ଧି ଦିଅନ୍ତୁ : ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କୁ ଧୋକା ଦେଇ ଦେଲେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଗସ୍ତରେ ଯାଇ ତିନି ତିନୋଟି ସଭା କରିଛନ୍ତି । ବର୍ଷକ ମଧ୍ୟରେ ପଦ୍ମପୁର ଜିଲ୍ଲା ମାନ୍ୟତା ପାଇବ ବୋଲି ସଭାରେ କହିଥିବା ବେଳେ ବିଜେପି ପ୍ରଦୀପ ପୁରୋହିତ କହିଛନ୍ତି…

ରାଜନୀତିରେ ମହିଳା ଅସ୍ତ୍ର !

ଭୁବନେଶ୍ୱର: ବିଜେଡି ଫୋକସରେ ସବୁବେଳେ ମହିଳା ରହି ଆସିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ମହିଳାଙ୍କୁ ସ୍ୱାବଲମ୍ବୀ କରିବା କଥା ହେଉ କିମ୍ବା ରାଜନୀତି କ୍ଷେତ୍ରରେ ମହିଳାଙ୍କୁ ଅଧିକ ସଂରକ୍ଷଣ କଥା ସବୁଥିରେ ବିଜେଡି ମହିଳାଙ୍କୁ ଗୁରୁତ୍ୱ ଦେଉଥିବା ଚର୍ଚ୍ଚା ହୁଏ। ଏବେ ବିରୋଧୀ ଦଳ ନେତା…

ଅମୃତ କାଳ ବଜେଟରେ ମହିଳା ସଶକ୍ତିକରଣକୁ ସର୍ବାଧିକ ଗୁରୁତ୍ୱ: ନିର୍ମଳା ସୀତାରମଣ

ଭୁବନେଶ୍ୱର: ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ପ୍ରତ୍ୟେକ ବର୍ଷ ଆଗତ ହେଉଥିବା ବାର୍ଷିକ ବଜେଟକୁ ଅଧିକରୁ ଅଧିକ ଜନପ୍ରିୟ କରିବାରେ ଲାଗିଛନ୍ତି । ଚଳିତ ବର୍ଷ ଆଗତ ହୋଇଥିବା ଅମୃତ କାଳ ବଜେଟରେ ମହିଳା ସଶକ୍ତୀକରଣକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ପିଏମ୍ ମୋଦିଙ୍କୁ କାହିଁକି ହଟାଇବାକୁ ଚାହୁଁଛନ୍ତି ଆମେରିକୀୟ ଅରବପତି ଜର୍ଜ ସୋରୋସ ?

ନୂଆଦିଲ୍ଲୀ: ହିଣ୍ଡେନବର୍ଗର ରିପୋର୍ଟ ପରେ ଖସି ଚାଲିଛି ଆଦାନୀଙ୍କ ସମ୍ପତ୍ତି । ଯାହାକୁ ନେଇ ଆମେରିକାର ଅରବପତି ବ୍ୟବସାୟୀ ଜର୍ଜ ସୋରୋସ ପିଏମ୍ ମୋଦିଙ୍କୁ ସମାଲୋଚନା କରିଛନ୍ତି । ଦାବି କରି କହିଛନ୍ତି, ଆଦାନୀଙ୍କ ପ୍ରସଙ୍ଗରେ ଭାରତରେ ଏକ ବଡ଼ ଗଣତାନ୍ତ୍ରିକ ପରିବର୍ତ୍ତନ ହେବ । ଜର୍ଜ…

ବଦଳୁଛି କି ଗୋପାଳର ମନ ? ଜେଲରେ ପଢ଼ୁଛି ଭାଗବତ

କଟକ: ଗୋପାଳର ମନରେ ଆସୁଛି କି ପରିବର୍ତ୍ତନ ? ନବ ଦାସଙ୍କୁ ହତ୍ୟା ପରେ କରୁଛି କି ପଶ୍ଚାତାପ । ନାର୍କୋ ଓ ପଲିଗ୍ରାଫ୍ ଟେଷ୍ଟ ଲାଗି କ୍ରାଇମବ୍ରାଞ୍ଚ ୧୦ ଦିନ ତଳେ ଗୋପାଳକୁ ଗୁଜରାଟ ନେଇଥିଲା । ସେତେବେଳେ ଗୋପାଳର ହସ ହସ ମୁହଁ କହୁଥିଲା ଗୁଳି କରିବା ପରେ ବି ତା ମନରେ ପଶ୍ଚାତାପର…

ନାରାରେ ନାରୀ, ଆନ୍ତରିକତା ଅଛି ତ ?

ଭୁବନେଶ୍ୱର: ରାଜନୈତିକ ରୂପ ନେଉଛି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ପୋଲିସ ଉପରେ ଆକ୍ରମଣ ପ୍ରସଙ୍ଗ। ଶାସକ ବିଜେଡି ଏ ପ୍ରସଙ୍ଗ ନେଇ ବିଜେପିକୁ ଟାର୍ଗେଟ କରିବା ସହ ରାଜରାସ୍ତାକୁ ଓଲ୍ହାଇଛି। ବିଜେଡି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଜେପି ନେତାଙ୍କ ଅସଲ ରୂପ ପଦାରେ…