Latest Odisha News

BREAKING NEWS

ଟ୍ରାଫିକ୍ ଚେକିଂ: ୨ ବିଏମ୍‌ସି ଗାଡିକୁ ୩୨ ହଜାର ଟଙ୍କାର ଫାଇନ୍‌

ଭୁବନେଶ୍ୱର: ତୃତୀୟ ଦିନରେ ମଧ୍ୟ ଟ୍ରାଫିକ ପୋଲିସର ଧରପଗଡ ଜାରି ରହିଛି । ରାଜଧାନୀ ଭୁବନେଶ୍ୱରେ ଗାଡି ମୋଟର ଯାଂଚ କଡାକଡି ଚାଲିଛି । ତେବେ ଆଜି ବିଏମ୍‌ସିର ଆଳିଆ ବୁହା ୨ ଗାଡିରୁ ୩୨ ହଜାର ୫ଶହ ଟଙ୍କାର ଫାଇନ୍ ଆଦାୟ ହୋଇଛି ।
ବୀମା, ପରମିଟ୍ ଓ ପଲ୍ୟୁସନ ପାଇଁ ଗୋଟିଏ ଗାଡିକୁ ୨୨ ହଜାର ଟଙ୍କା ପାଇନ ହୋଇଛି । ସେହିପରି ପଲ୍ୟୁସନ ଓ ସାଧାରଣ ଅପରାଧ ପାଇଁ ଅନ୍ୟ ଗାଡିଟିକୁ ୧୦ ହଜାର ୫ଶହ ଟଙ୍କାର ପୋଲିସ ଚାଲାଣ କାଟିଥିବା ସୂଚନା ମିଳିଛି ।

Leave A Reply

Your email address will not be published.