୨୦୧୮ ରେ ଯେଉଁ କ୍ରୀଡ଼ାବିତମାନେ ଓଡ଼ିଶାକୁ କରିଛନ୍ତି ଗୌରବାନ୍ୱିତ, ଜାଣନ୍ତୁ…
ଭୁବନେଶ୍ୱର: ଓଡ଼ିଶାର ପ୍ରତିଭାବାନ କ୍ରିଡ଼ାବିତମାନେ ୨୦୧୮ ମସିହାରେ ଓଡ଼ିଶା କ୍ରୀଡ଼ା ଇତିହାସରେ ନୂଆ କୀର୍ତ୍ତିମାନ ରଚନା କରିଛନ୍ତି । ସେହିପରି ଓଡ଼ିଶା ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ବିଶ୍ୱକପ ହକି ପ୍ରତିଯୋଗିତା ଭାରତୀୟ କ୍ରୀଡ଼ା ଇତିହାସ ତଥା ଓଡ଼ିଶା କ୍ରୀଡ଼ା ଜଗତ ଲାଗି ଏକ ସ୍ୱର୍ଣ୍ଣିମ…