ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ
ବାରିପଦା : ମୟୁରଭଞ୍ଜ ଜିଲ୍ଲା ଚାଉଳାସୁଲି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଥିସହିତ ଅତ୍ୟନ୍ତ ବିପଦଜନକ ଭାବେ ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୁହାଇ ନଈ ପାର ହେବା ଘଟଣା ପୁଣିଥରେ ନଜରକୁ ଆସିଛି ।
ସୂଚନା ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ…