ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଜାରି, ସିଂହଦ୍ୱାର ଥାନା ଉପରେ ଆକ୍ରମଣ କଲେ ବିକ୍ଷୋଭକାରୀ
ପୁରୀ: ଶ୍ରୀମନ୍ଦିର ମଧ୍ୟରେ ଧାଡି ଦର୍ଶନର ବ୍ୟବସ୍ଥାକୁ ବିରୋଧ କରି ଆଜି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡ଼ାକରା ଦିଆଯାଇଛି । ତେବେ ଏହି ବନ୍ଦ ପାଳନ ଉଗ୍ରରୂପ ଧାରଣକରି ହିଂସାତ୍ମକ ଗତି ଆଡ଼କୁ ଅଗ୍ରସର ହୋଇଛି ।
ଆଜି ସମଗ୍ର ପୁରୀ ସହର ଅଶାନ୍ତ ହୋଇ ଉଠିଛି । ପ୍ରଶାସନ ବିରୋଧରେ…