ଆଜି ଓଡିଶାରେ ବାତିଲ ହୋଇଥିବା ଟ୍ରେନର ତାଲିକା
ଭୁବନେଶ୍ୱର : ଝାଡଖଣ୍ଡ ଓ ପଶ୍ଚିମବଙ୍ଗର କେତେକ ସ୍ଥାନରେ ଶାନ୍ତାଳି ଭାଷା ତଥା ବିଭିନ୍ନ ସମସ୍ୟାକୁ ନେଇ ହୋଇଥିବା ଆନ୍ଦୋଳନ ପରିପ୍ରେକ୍ଷୀରେ ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରିବା ସହିତ ରେଳ ରୋକ କରିଛନ୍ତି । ତେଣୁ ଏହାଯୋଗୁଁ ଆଜି ରାଜ୍ୟରେ ଏକାଧିକ ଟ୍ରେନ ବାତିଲ ହେବାସହିତ ଟ୍ରେନ…