ପ୍ରବଳ ବର୍ଷା ଜାରି, ପ୍ରଶାସନ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର : ଗୋପାଳପୁର ଉପକୂଳରେ ଗୁରୁବାର ରାତି ୧୨:୩୦ରେ ବାତ୍ୟା ‘ଡାଏ’ ଅତିକ୍ରମ କରିବା ଯୋଗୁଁ ଏହାର ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି ।
ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱର ଆଞ୍ଚଳିକ ପାଣି ପାଗ ବିଭାଗର ଡ୍ୟୁଟି ଅଫିସର ରମେଶ…