ଏସୀୟ କ୍ରୀଡ଼ା: ମହିଳା ହକି ଦଳକୁ ମିଳିଲା ରୌପ୍ୟ ପଦକ
ଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଅନୁଷ୍ଠିତ ହେଉଥିବା ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ରୌପ୍ୟ ପଦକ ହାସଲ କରିଛି । ଫାଇନାଲରେ ଜାପାନ ଭାରତକୁ ୨-୧ ଗୋଲରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତି ପାରିଛି ।
ଆଜିର ଏହି ମ୍ୟାଚଟିକୁ କୋଟି କୋଟି ଭାରତୀୟ ହକିପ୍ରେମୀ…