Latest Odisha News

BREAKING NEWS

Yearly Archives

2018

ଦେଶବ୍ୟାପୀ ଟ୍ରାନ୍ସପୋର୍ଟ ସଂଗଠନ ପକ୍ଷରୁ ଧର୍ମଘଟ, ଓଡିଶାରେ ଯାତ୍ରୀ ପ୍ରଭାବିତ

ଭୁବନେଶ୍ୱର : ଦେଶବ୍ୟାପୀ ଟ୍ରାନପୋର୍ଟ ଫେଡ଼େରେସନ ପକ୍ଷରୁ ଚକାବନ୍ଦ ଧର୍ମଘଟ ଚାଲିଥିବା ବେଳେ ଓଡ଼ିଶାରେ ଅଲ ଓଡ଼ିଶା ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡ଼େରେସନ (ଏଓଟିଡ଼ବ୍ଲ୍ୟୁଏଫ) ମଧ୍ୟ ବନ୍ଦ ଡ଼ାକରା ଦେଇଛି । ଫଳରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବସ, ଟ୍ରକ, ଅଟୋ, ଟ୍ୟାକ୍ସି ବନ୍ଦ ଯୋଗୁଁ ଯାତ୍ରୀମାନେ…

ବଲିଉଡରେ ଡେବ୍ୟୁ କରୁଛନ୍ତି ସଲମାନ ଖାନଙ୍କ ଭିଣୋଇ ଆୟୁଷ

ଭାଇଜାନ୍ ସଲମାନ ଖାନଙ୍କ ଭିଣୋଇ ଆୟୁଷ ଶର୍ମା ପ୍ରଥମ ଥର ପାଇଁ ବଲିଉଡ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଆୟୁଷ ହେଉଛନ୍ତି ସଲମାନଙ୍କ ଭଉଣୀ ଅର୍ପିତାଙ୍କ ସ୍ୱାମୀ । ତାଙ୍କ ଅଭିନୀତ ପ୍ରଥମ ଫିଲ୍ମ ‘ଲଭରାତ୍ରୀ’ର ଟ୍ରେଲର୍ ନିକଟରେ ରିଲିଜ ହୋଇଛି । ସୋସିଆଲ୍ ମିଡିଆରେ…

ଲଗାଣ ବର୍ଷାରେ ବେହାଲ୍ ଓଡ଼ିଶା: ୨ ଦିନ ଆହୁରି ବର୍ଷିବ, ୧୦ରେ ପୁଣି ଲଘୁଚାପ

ଭୁବନେଶ୍ୱର : ଭାରତୀୟ ପାଣିପାଗ କେନ୍ଦ୍ରର ସତର୍କ ସୂଚନାନୁଯାୟୀ ଆଗାମୀ ୨୪ ଘଣ୍ଟା ଧରି ଏହି ଲଗାଣ ବର୍ଷା ଲାଗିରହିବ । ଗତକାଲି ଠାରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ବୃଷ୍ଟିପାତ ଜାରି ରହିଛି । ତେବେ ରାଜ୍ୟରେ ଏହି ଲଗାଣ ଯୋଗୁଁ ବିଭିନ୍ନ ଜିଲ୍ଲାର ଅନେକ ସ୍ଥାନ ଜଳାର୍ଣ୍ଣବ…

ଥାଇଲାଣ୍ଡ ‘ଆନ୍ତର୍ଜାତିକ ପ୍ରିନ୍ସ ଏଣ୍ଡ ପ୍ରିନ୍ସେସ’ ପ୍ରତିଯୋଗିତା: ଓଡ଼ିଆ ଝିଅ ଲାବଣ୍ୟା ଜିତିଲେ ୩ଟି ପୁରସ୍କାର

ଭୁବନେଶ୍ୱର : ଲାବଣ୍ୟା ଦାସ । କୁନି ଝିଅଟିଏ । ଏପଟେ ପାଠପଢା ସେପଟେ ଦୁନିଆକୁ ଜିତିବାର ପଣ । ଭୁବନେଶ୍ୱର ଡ଼ିଏଭି ପବ୍ଲିକ ସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢୁଥିବା ଲାବଣ୍ୟା ଆଖିରେ ଅନେକ ସ୍ୱପ୍ନ । ଓଡ଼ିଶୀ ନୃତ୍ୟର ମଙ୍ଗଳାଚରଣରୁ ଆରମ୍ଭ କରି ରକ୍ ହିପହପ୍ ଡ଼୍ୟାନ୍ସରେ ଏହି କୁନି ଝିଅଟିର…

ଡିଏଭି ପବ୍ଲିକ୍ ସ୍କୁଲରେ କ୍ୱିଜ୍ ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ୱର : ସମାଜରେ ଛାତ୍ରଛାତ୍ରୀ, ମହିଳା ଏବଂ ଅର୍ଥନୈତିକ ଦୂର୍ବଳ ଶ୍ରେଣୀର ଲୋକମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିଆସୁଥିବା ସଂସ୍ଥା ଶ୍ରୀ ସାଇ ନିକେତନ ଟ୍ରଷ୍ଟ, ପକ୍ଷରୁ ଉଡ୍ ଆପଲ୍ ବିଦ୍ୟାଳୟ ଦ୍ୱାରା ଏକ ମୁକ୍ତ କୁଇଜ୍ ପ୍ରତିଯୋଗିତା କେଡବ୍ଲ୍ୟୁଆଇଜେଡ-ବେଲ୍ ୨୦୧୮ ଅନୁଷ୍ଠିତ…

ଟିଟୋକୁ ଦିନିକିଆ ରିମାଣ୍ଡରେ ନେଲା ମାର୍ଶାଘାଇ ପୋଲିସ

କେନ୍ଦ୍ରାପଡ଼ା : ସୋମବାର ଦିନ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ପୋଲିସ ଗ୍ୟାଙ୍ଗଷ୍ଟର୍ ସୟଦ ଉସମାନ ଅଲ୍ଲୀ ଓରଫ ଟିଟୋକୁ ଦିନିକିଆ ରିମାଣ୍ଡରେ ନେଇଛି । ଟିଟୋକୁ ୨ଟି ହତ୍ୟାକାଣ୍ଡରେ ସଂପୃକ୍ତି ନେଇ ପୋଲିସ କେନ୍ଦ୍ରାପଡ଼ା ଏସଡ଼ିଜିଏମ ଅଦାଲତକୁ ଦିନିକିଆ ରିମାଣ୍ଡରେ ନେବାକୁ ଅନୁରୋଧ…

ପୋଲିସ ଏନକାଉଣ୍ଟରରେ ୧୪ ମାଓବାଦୀ ନିହତ: ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଗୁଳି ବିନିମୟ

ମାଲକାନଗିରି : ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ପୋଲିସ ଏନକାଉଣ୍ଟରରେ ୧୪ ଜଣ ମାଓବାଦୀ ନିହତ ହୋଇଛନ୍ତି । ମାଉବାଦୀଙ୍କ ଠାରୁ ୧୬ଟି ବନ୍ଧୁକ ସମେତ ବିପୁଳ ପରିମାଣର ଗୁଳିଗୋଳା ପୋଲିସ ଜବତ କରିପାରିଛି । ଗୋଟିଏ ଏନକାଉଣ୍ଟରରେ ଏତେ ସଂଖ୍ୟକ ମାଓବାଦୀ ନିହତ ହେବା ଏହା…

ଆନ୍ଧ୍ର ପଥର ଖଣି ଦୁର୍ଘଟଣା: ମୃତ ତିନି ଓଡ଼ିଆ ଶ୍ରମିକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପା ସହାୟତା ଘୋଷଣା

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶର କୁର୍ନଲଠାରେ ପଥର ଖଣି ଦୁର୍ଘଟଣାରେ ତିନିଜଣ ଓଡ଼ିଆ ଶ୍ରମିକ ମୃତ୍ୟୁବରଣ କରିଥିବା ଖବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି ଏବଂ ମୃତକଙ୍କ ନିକଟତମ…

ପୋଖରୀରୁ ଉଦ୍ଧାର ହେଲା ୫ଫୁଟ୍ ଲମ୍ବର କୁମ୍ଭୀର

ମାଲକାନଗିରି: ମାଲକାନଗିରିର ଏକ ପୋଖରୀରୁ ଉଦ୍ଧାର ହେଲା ୫ଫୁଟ୍ ଲମ୍ବର କୁମ୍ଭୀର । ସୂଚନା ଅନୁଯାୟୀ କାଲିମେଲା ବ୍ଲକ୍ ନିକଟସ୍ଥ ଇଗଲ ପଚାଂୟତର ଏମଭି ୭୮ ନାମକ ଏକ ଗାଁ ପୋଖରୀରୁ ଗ୍ରାମବାସୀ ମାନେ ୫ଫୁଟ୍ ଲମ୍ବର କୁମ୍ଭୀରକୁ ଉଦ୍ଧାର କରିଛନ୍ତି । ଏହି ଗାଁକୁ ଲାଗି ସାବେରୀ ନଦୀ…

ସ୍କୁଲ ବସ ଦାବି ନେଇ ବିଧାନସଭା ଅର୍ଥ କମିଟିର ସଦସ୍ୟମାନଙ୍କୁ ଘେରିଲେ ଛାତ୍ରଛାତ୍ରୀ

ପାରାଦୀପ : ସ୍କୁଲ ବସ୍ ଯୋଗାଣ ଦାବିରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପାରାଦୀପର ନେହେରୁ ବଙ୍ଗଳା ଗେଷ୍ଟ୍ ହାଉସକୁ ଘେରାଓ କରିଛନ୍ତି । ସୂଚନା ଅନୁଯାୟୀ ଗେଷ୍ଟହାଉସରେ ଫସିରହିଛନ୍ତି ବିଧାନସଭା ଅର୍ଥ କମିଟିର ସଦସ୍ୟ ମାନେ । ବିଧାୟକ ସରୋଜ ସାମଲଙ୍କ…