ସୁନାବେଶର ରହସ୍ୟ: ମହାପ୍ରଭୁ କାହିଁକି ଓ କି କି ସ୍ୱର୍ଣ୍ଣାଳଙ୍କାର ପିନ୍ଧନ୍ତି ରଥରେ
ପୁରୀ : ପରମାତ୍ମା ସେ ପରମବ୍ରହ୍ମ ସେ, ସେ ଅନାଦି ସେ ଅନ୍ତ । ଶ୍ରୀଜଗନ୍ନାଥ ହିଁ ଆରମ୍ଭ ସେହି ଶେଷ । ସେ କୃପାମୟ ସେ ଲୀଳାମୟ ମହାପ୍ରଭୁ ଅନ୍ତର୍ଯ୍ୟାମୀ । ଜୀବର ପରମ ଗତିର ଅନ୍ତିମସ୍ଥଳୀ ସେହି ପରମାତ୍ମା ଦାରୁବ୍ରହ୍ମ ରୂପୀ ଶ୍ରୀଜଗନ୍ନାଥ ।
ଜୀବାତ୍ମାର ପରମ ଉଦ୍ଦେଶ୍ୟ ପରମାତ୍ମାରେ ଲୀନ…