ତୃତୀୟ ଦିନିକିଆ: ଇଂଲଣ୍ଡ ଜିତିଲା, ଭାରତ ୨-୧ରେ ସିରିଜ ହାରିଲା
ଲିଡସ୍ : ଉଭୟ ବ୍ୟାଟିଂ ଓ ବୋଲିଂରେ ଅଲରାଉଣ୍ଡ ଖେଳ ପ୍ରଦର୍ଶନ କରି ଇଂଲଣ୍ଡ ତୃତୀୟ ଦିନିକିଆରେ ଭାରତକୁ ୮ ୱିକେଟରେ ପରାସ୍ତ କରି ସିରିଜ ବିଜୟୀ ହୋଇଛି ।
୮ ୱିକେଟ ହରାଇ ୨୫୬ ରନ କରିଥିଲା । ଦଳୀୟ ସ୍କୋର ମାତ୍ର ୧୩ ରନ ହୋଇଥିବା ବେଳେ ରୋହିତ ଶର୍ମାଙ୍କ ୱିକେଟ ହରାଇଥିଲା ଭାରତ ।…