Latest Odisha News

BREAKING NEWS

Yearly Archives

2018

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ପ୍ରେସମିଟ୍ ରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର : ଦୀର୍ଘ ୧୮ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଫାଉଣ୍ଡେସନ ଫଣ୍ଡ କମିଟିର ବୈଠକ କେତେ ଥର ହୋଇଛି ଏବଂ କେଉଁ ପରିସ୍ଥିତିରେ ଅଳଙ୍କାର ଗୁଡ଼ିକ ନାଜିର ଖାନା ଏବଂ ପରେ ଷ୍ଟେଟବ୍ୟାଙ୍କରେ ରଖିବାକୁ ଅନୁମତି ଦିଆଗଲା, ତାହା ମୁଖ୍ୟମନ୍ତ୍ରୀ ତୁରନ୍ତ ସ୍ପଷ୍ଟ କରିବାକୁ ବିଜେପି…

ରାଜଧାନୀ ସିନେମା ପ୍ରେମୀ ଦେଖିପାରିବେ ବିଶ୍ୱସିନେମାର ବଛା ବଛା ଫିଲ୍ମ !

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ ସିନେମାପ୍ରେମୀଙ୍କ ଲାଗି ଖୁସିର ଖବର । ପ୍ରେକ୍ଷାଳୟରେ ବସି ତାଙ୍କ ମନପସନ୍ଦର ବିଶ୍ୱସ୍ତରୀୟ ଶ୍ରେଷ୍ଠ ଫିଲ୍ମଗୁଡ଼ିକୁ ବଡ଼ ପରଦାରେ ଉପଭୋଗ କରିପାରିବେ । ଭୁବନେଶ୍ୱର ଫିଲ୍ମ ସୋସାଇଟି ପକ୍ଷରୁ ଆସନ୍ତା ଜୁନ ୨୮ ତାରିଖରେ ସୂଚନାଭବନରେ ୨ଟି…

୨ଜଣ ଯୁବତୀଙ୍କ ଉଲଗ୍ନ ମୃତଦେହ ଉଦ୍ଧାର: ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ବାଲେଶ୍ୱର/ବ୍ରହ୍ମପୁର : ବାଲେଶ୍ୱର ଓ ବ୍ରହ୍ମପୁରରେ ଦୁଇଟି ପୃଥକ ଘଟଣାରେ ୨ଜଣ ଯୁବତୀଙ୍କ ଉଲଗ୍ନ ମୃତଦେହ ଉଦ୍ଧାର କରିଛନ୍ତି ସ୍ଥାନୀୟ ପୋଲିସ । ପ୍ରାଥମିକ ତଦନ୍ତରୁ ଏହି ଦୁଇଟି ଘଟଣାରେ ପ୍ରଥମେ ଯୁବତୀ ଦ୍ୱୟଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମଙ୍ଗଳବାର…

ଓଡ଼ିଆ ଝିଅ ଋତୁପର୍ଣ୍ଣା ଜିତିଲେ ସର୍ବଭାରତୀୟ ସିନିୟର ବ୍ୟାଡ଼ମିଣ୍ଟନ ଡ଼ବଲ୍ସ ଟାଇଟଲ୍

ବେଙ୍ଗାଲୁରୁ : ସର୍ବଭାରତୀୟ ଜୋନେକ୍ସ ସିନିୟର ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣମେଣ୍ଟର ଡ଼ବଲ୍ସ ବିଭାଗରେ ଓଡ଼ିଶାର ମହିଳା ଖେଳାଳି ଋତୁପର୍ଣ୍ଣା ଦାସ ଟାଇଟଲ ହାସଲ କରିଛନ୍ତି । ମହିଳା ଡ଼ବଲ୍ସ ବିଭାଗ ଫାଇନାଲରେ ଋତୁପର୍ଣ୍ଣା କେରଳର ଆରତୀ ସାରା ସୁନୀଲଙ୍କୁ ସାଥିକରି ଖେଳୁଥିଲେ । ଉଭୟ ଫାଇନାଲରେ ଚମକ୍ରାର…

ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ଆସନ୍ତା କିଛି ଘଣ୍ଟା ମଧ୍ୟରେ ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାର ସତର୍କ ସୂଚନା ଦେଇଛନ୍ତି । ଏହି ସତର୍କ ସୂଚନା ରାଜ୍ୟର କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କେନ୍ଦୁଝର, ମୟୁରଭଞ୍ଜ,…

ଛତିଶା ନିଯୋଗର ନିଷ୍ପତ୍ତିରେ ରଥଯାତ୍ରାର ଚୂଡ଼ାନ୍ତ କାର୍ଯ୍ୟସୂଚୀ ଧାର୍ଯ୍ୟ ହେଲା

ପୁରୀ : ଆସନ୍ତା ଜୁଲାଇ ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଚୂଡ଼ାନ୍ତ କାର୍ଯ୍ୟସୂଚୀ ଶ୍ରୀମନ୍ଦିର ଛତିଶା ନିଯୋଗ ସ୍ଥିର କରିଛି । ଏନେଇ ଛତିଶା ନିଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ କାର୍ଯ୍ୟସୂଚୀ ସ୍ଥିରୀକୃତ ହୋଇଥିଲା । ଛତିଶା ନିଯୋଗର ଏହି…

ପୁଣି ଓଡ଼ିଶା ଆସୁଛନ୍ତି ନରେନ୍ଦ୍ର ମୋଦି ଓ ଅମିତ ଶାହା !

ଭୁବନେଶ୍ୱର : ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ଦଳୀୟ କାର୍ଯରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ବୋଲି ଜଣାପଡ଼ିଛି । ତେବେ ଜୁଲାଇ ମାସ ପ୍ରଥମ ସପ୍ତାହରେ ମୋଦି ଓ ଅମିତ ଶାହ ଓଡ଼ିଶା ଗସ୍ତ କରିବାର ସୂଚନା ମିଳିଛି । ଆଗାମୀ…

କଳିଙ୍ଗ ଷ୍ଟାଡ଼ିୟମରେ ‘ହକି ବିଶ୍ୱକପ’ ପ୍ରସ୍ତୁତି ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମରେ ହକି ବିଶ୍ୱକପ ଖେଳାଯିବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାଡ଼ିୟମ ବୁଲି କାର୍ଯ୍ୟ ତଦାରଖ କରିଥିଲେ । ବିଶ୍ୱକପ ହକି ଚଳିତ ବର୍ଷ ନଭେମ୍ବର ୨୮ରୁ ଡ଼ିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବାକୁ ପୂର୍ବରୁ…

ପରିଚୟ ଫାଉଣ୍ଡେସନ ପକ୍ଷରୁ ‘ଶ୍ରୀ ଆୱାର୍ଡ଼’ ପୁରସ୍କାର ପ୍ରଦାନ ଉତ୍ସବ

ଭୁବନେଶ୍ୱର : ଫାଦର୍ସଡେ’ ଉପଲକ୍ଷେ ଆଜି କ୍ରାଉନ୍ ହୋଟେଲଠାରେ ପରିଚୟ ପାଉଣ୍ଡେସନ୍ ଫକ୍ଷରୁ ଶ୍ରୀ ଆୱାର୍ଡର ତୃତୀୟ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି ।ପ୍ରସିଦ୍ଧ ସାମ୍ବାଦିକ ପଦ୍ମଭୂଷଣ ପ୍ରଭୂ ଚାୱଲା ଏହି ଅବସରରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରୁ ବଛା ହୋଇଥିବା ପୁରୁଷ…

ବାଲୁକା କଳାକୃତିରେ ସୁଦର୍ଶନ ପଟ୍ଟନାୟକ ‘ଫାଦର୍ସ ଡ଼େ’ ପାଳନ କଲେ

ଭୁବନେଶ୍ୱର : ପୁରୀ ବେଳାଭୂମୀରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ପ୍ରଦର୍ଶନ କରି ‘ଫାଦର୍ସ ଡ଼େ’ ପାଳନ କରିଛନ୍ତି । ସେ ଏନେଇ ଟ୍ୱିଟ୍ ମାଧ୍ୟମରେ ତାଙ୍କ ପ୍ରଶଂସକମାନଙ୍କୁ ଶୁଭେଛା ଜ୍ଞାପନ କରିଛନ୍ତି । “ହାପି ଫାଦର୍ସ ଡ଼େ, ମୋ…