Latest Odisha News

BREAKING NEWS

Yearly Archives

2018

ବଲିଉଡ ଗାୟକ ଶାନଙ୍କ ଧୁନରେ ମତୁଆଲା ହେଲା ଡଟ୍ ଫେଷ୍ଟ ସନ୍ଧ୍ୟା

ଭୁବନେଶ୍ୱର : ଡଟ୍ ଫେଷ୍ଟର ଧୁନରେ ରାଜଧାନୀବାସୀ ମତୁଆଲା ହେଉଥିବାବେଳେ ରବିବାର ମ୍ୟୁଜିକାଲ ନାଇଟରେ ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡର ଲୋକପ୍ରିୟ ଗାୟକ ଶାନ୍ । ଶାନଙ୍କ ରୋମାଣ୍ଟିକ ଗୀତ ଗୁଡିକ ଶୀତୁଆ ରାତିକୁ ପୂରା ଗରମାଗରମ ମାହୋଲରେ ପରିଣତ କରିଥିଲା । ରୋମାଞ୍ଚିତ ଦର୍ଶକମାନେ…

ଗଜପତି: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ’ର ଶୋଚନୀୟ ମୃତ୍ୟୁ

ଗଜପତି: ଗଜପତିରେ ସୋମବାର ସକାଳେ ଏକ ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଖିରସିଂ ଗ୍ରାମରେ ଜଣେ ବ୍ୟକ୍ତି ଟାଙ୍ଗିଆ ଦ୍ୱାରା କ୍ରୋଧବଶତଃ ନିଜ ସ୍ତ୍ରୀ’କୁ ହତ୍ୟା କରିଛି । ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି…

ଢେଙ୍କାନାଳରେ ପିକନିକ୍ ବସ ଓଲଟି ୧୫ ଯାତ୍ରୀ ଆହତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଥାନା ଅନ୍ତର୍ଗତ ପରଜଙ୍ଗ ଖଇରମୁଣ୍ଡା ଛକ ନିକଟରେ ଏକ ପିକନିକ୍ ବସ ରାସ୍ତା କଡ଼କୁ ଓଲଟି ପଡ଼ିବା ଫଳରେ ୧୫ ଯାତ୍ରୀ ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ଅନୁଗୁଳରୁ ଏକ ଘରୋଇ ଯାତ୍ରୀବାହୀ ବସ ପିକନିକ୍ ନିମନ୍ତେ ୪୫ ଜଣ ଯାତ୍ରୀଙ୍କୁ ନେଇ ବାଲେଶ୍ୱର…

ଅଷ୍ଟ୍ରେଲିଆ ଧରାଶାୟୀ, ଭାରତର ଐତିହାସିକ ବିଜୟ

ଆଡ଼ିଲେଡ୍: ଅଷ୍ଟ୍ରେଲିଆକୁ ତା’ ନିଜ ମାଟିରେ ପରାସ୍ତ କରି ଭାରତ ଏକ ଐତିହାସିକ ବିଜୟ ହାସଲ କରିପାରିଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଡ଼ିଲେଡ଼ରେ ଚାଲିଥଇବା ୧ମ ଟେଷ୍ଟ ମ୍ୟାଚରେ ଭାରତ କଙ୍ଗାରୁ ଦଳକୁ ୩୧ ରନରେ ପରାସ୍ତ କରି ଟେଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ଲାଭ କରିପାରିଛି । ପ୍ରାୟ…

ପାଲା ଜଗତର ଅଦ୍ୱିତୀୟ ସାଧକ: ଗାୟକ ଭୂଷଣ କରୁଣା ସିନ୍ଧୁ ନାୟକ

ଭୁବନେଶ୍ୱର: ଓଡିଶାର ଜଣେ ସୁପ୍ରତିଷ୍ଠିତ ପାଲା ଗାୟକ ଭାବେ ଜଣାଶୁଣା ସାହିତ୍ୟାଚାର୍ଯ୍ୟ, ଗାୟକ ଭୂଷଣ କରୁଣା ସିନ୍ଧୁ ନାୟକ । ସେ ଏକା ଧାରାରେ ଜଣେ ସଂସ୍କୃତ ଶିକ୍ଷକ, କବି ଓ ଦୃଢ ସଂଗଠକ ଭାବେ ପରିଚିତ । ୧୯୩୦ ମସିହା ମେ ମାସ ୨୫ ତାରିଖରେ ଭଦ୍ରକ ଜିଲ୍ଲା ଧୂଷୁରୀ ନିକଟସ୍ଥ ବ୍ରାହ୍ମଣପାଳ,…

ନୂଆଁଖାଇ ପର୍ବ ସମସ୍ତଙ୍କୁ ସମ୍ମାନ ଓ ଏକାଠି କାମ କରିବାକୁ ପ୍ରେରଣା ଦିଏ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନୂଆଁଖାଇ ଆମ ସଂସ୍କୃତିର ଏକ ମହାନ ପର୍ବ ଏବଂ ଏହି ପର୍ବ ସମସ୍ତଙ୍କୁ ସମ୍ମାନର ସହିତ ଏକାଠି ହୋଇ କାମ କରିବାକୁ ପ୍ରେରଣାର ବାର୍ତ୍ତା ଦେଇଥାଏ । ଏହି ମହାନ ବାର୍ତ୍ତାକୁ ଅନୁସରଣ କଲେ ଆମେ ଏକ ଆଦର୍ଶ ସମାଜ ଓ ସମୃଦ୍ଧ ରାଜ୍ୟ ଗଠନ କରିପାରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।…

ଓପିସିସିର ସବୁ କମିଟିରୁ ଇସ୍ତଫା ଦେଲେ ଶ୍ରୀକାନ୍ତ ଜେନା

ଭୁବନେଶ୍ୱର : ଓଡିଶା ପ୍ରଦେଶ କଂଗ୍ରେସ ଇସ୍ତାହାର କମିଟିରୁ ହଟାଯିବାର ମାତ୍ର ୩ଦିନ ପରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ରବିବାର ଦଳର ସବୁ କମିଟି ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଡିସେମ୍ବର ୬ ତାରିଖରେ ଏଆଇସିସି କଂଗ୍ରେସ ଇସ୍ତାହାର କମିଟିର ଅଧ୍ୟକ୍ଷ ପଦରୁ ଶ୍ରୀକାନ୍ତଙ୍କୁ ବାଦ…

ଅଷ୍ଟ୍ରେଲିଆକୁ ୩୨୩ ରନର ଟାର୍ଗେଟ୍ ଦେଇ ମଜବୁତ୍ ସ୍ଥିତିରେ ଭାରତ

ଆଡିଲଡ୍ : ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ୭୧ ରନ୍ ଓ ଆଜିଙ୍କ୍ୟ ରାହାଣେ ୭୦ ରନର ଦମଦାର ପାଳି ସହ ରବିବାର ଦିନ ଭାରତ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ୩୦୭ ରନ କରିପାରିଛି । ଏଥିସହିତ ଅଷ୍ଟ୍ରେଲିଆ ପାଇଁ ୩୨୩ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଭ୍ରମଣକାରୀ ଦଳ। ଚତୁର୍ଥ ଦିନ…

ଅନୁଗୁଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୪ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ୫୫ନଂ ଜାତୀୟ ରାଜପଥ ଅନ୍ତର୍ଗତ କତଡ଼ା ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏକ ୱିଙ୍ଗର ଗାଡି ସହ ଟ୍ରକ୍ ଧକ୍କା ହୋଇଥିଲା । ଫଳରେ ଏହି ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିବାବେଳେ…

ଦମଦାର୍ ବିଜୟ ସହ ଭାରତ କ୍ୱାର୍ଟର୍ ଫାଇନାଲରେ, ଗୋଲ ଦେଲେ ଓଡ଼ିଆ ଖେଳାଳି ଅମିତ ରୋହିଦାସ

ଭୁବନେଶ୍ୱର: ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତ କାନାଡ଼ାକୁ ୫-୧ ଗୋଲରେ ପରାସ୍ତ କରି କ୍ୱାର୍ଟର୍ ଫାଇନାଲରେ ପ୍ରବେଶ କରିଛି । ଶନିବାର ଦିନ କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ୨ୟ ମ୍ୟାଚରେ ଭାରତ ଚିତାକର୍ଷକ ଖେଳ ପ୍ରଦର୍ଶନ କରି କାନାଡ଼ା ବିପକ୍ଷରେ ୫ଟି ଗୋଲ ସ୍କୋର…