Latest Odisha News

BREAKING NEWS

Yearly Archives

2018

ରାୟଗଡ଼ା: ସେଲ୍ଫି ନେବାବେଳେ ନାଗାବଳୀ ନଦୀରେ ଭାସିଗଲେ ଆନ୍ଧ୍ର ଯୁବକ

ରାୟଗଡ଼ା: ଆନ୍ଧ୍ରର ଜଣେ ଯୁବକ ସାଙ୍ଗମାନଙ୍କ ସହିତ ଶୁକ୍ରବାର ଦିନ ରାୟଗଡ଼ା ନାଗାବଳୀ ନଦୀରେ ମୋବାଇଲ୍ ଫୋନରେ ସେଲ୍ଫି ନେବା ବେଳେ ନଦୀର ପ୍ରଖର ଜଳରେ ଭାସି ଯାଇଥିଲେ । ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବାର ସୂଚନା ମିଳିଛି । ମୃତକ ଜଣକ ହେଲେ ଏଲ ସାଇରାମ ଏବଂ ତାଙ୍କ ଘର ପଡ଼ୋଶୀ…

କୃଷ୍ଣମୂର୍ତ୍ତି ସୁବ୍ରମଣିଅନ୍ ଦେଶର ନୂଆ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବେ ନିଯୁକ୍ତ

ନୂଆଦିଲ୍ଲୀ : ଇଣ୍ଡିଆନ୍ ସ୍କୁଲ ଅଫ୍ ବିଜନେସ୍(ଆଇଏସବି)ର କୃଷ୍ଣମୂର୍ତ୍ତି ସୁବ୍ରମଣିଅନ୍ଙ୍କୁ ଭାରତ ସରକାର ଶୁକ୍ରବାର ଦେଶର ନୂଆ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି । ଏନେଇ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ତାଙ୍କୁ…

ସୂଚନା ଓ ଲୋକସମ୍ପର୍କ ବିଭାଗ ଶାସନ ସଚିବ ଭାବେ ସଞ୍ଜୟ ସିଂହ ନିଯୁକ୍ତ ହେଲେ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ ଅଧିକାରୀ ସଞ୍ଜୟ ସିଂହ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଶାସନ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ତାଙ୍କର ନୂତନ ନିଯୁକ୍ତି ସହିତ ସେ ପୂର୍ବରୁ ଅବସ୍ଥାପିତ ଥିବା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ଓ କମିଶନର ଦାୟିତ୍ୱ ସହିତ ଇଡ଼କୋର…

ଓଡିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନ ଲଢିବ ଟିଡିପି

ଭୁବନେଶ୍ୱର : ଆସନ୍ତା ସାଧାରଣ ନିର୍ବାଚନରେ ତେଲଗୁ ଦେଶମ ପାର୍ଟି (ଟିଡିପି) ଓଡ଼ିଶା ରାଜନୀତିରେ ପ୍ରବେଶ କରିବା ସହ ଦଳୀୟ ପ୍ରାର୍ଥୀଙ୍କୁ ନିର୍ବାଚନୀ ମଇଦାନରେ ଓହ୍ଲାଇବ । ଏନେଇ ଟିଡିପିର ଓଡ଼ିଶା ପର୍ଯ୍ୟବେକ୍ଷକ ରାଜେଶ ପୁତ୍ର କହିଛନ୍ତି “ଦଳ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣ ପରେ…

ବିଶୃଙ୍ଖଳା ଲାଗି ଶ୍ରୀକାନ୍ତ ଜେନାଙ୍କୁ କଂଗ୍ରେସ ଇସ୍ତାହାର କମିଟିରୁ ହଟାଗଲା: ହେମାନନ୍ଦ ବିଶ୍ୱାଳ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ ଇସ୍ତାହାର କମିଟିରୁ ହଟାଯିବାର ଗୋଟିଏ ଦିନ ପରେ ପିସିସି ଶୃଙ୍ଖଳାଗତ କମିଟିର ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ ଶୁକ୍ରବାର ଦିନ କହିଛନ୍ତି, ତାଙ୍କର ବିଶୃଙ୍ଖଳିତ ଆଚରଣ ଯୋଗୁଁ ଏହି ପଦରୁ ତାଙ୍କୁ ହଟାଯାଇଛି ।…

ତାଳଚେର: ମାଟି ଦବିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ର କୋଇଲା ମନ୍ତ୍ରୀ

ତାଳଚେର: ତାଳଚେର ପୋଲିସ ଷ୍ଟେସନ ନିକଟରେ ଥିବା ୨ଟି ଘର ମଧ୍ୟରେ ମାଟି ଦବିବା ଘଟଣାକୁ ଗୁରୁତ୍ୱ ଦେଇ କେନ୍ଦ୍ର କୋଇଲା ମନ୍ତ୍ରୀ ପିୟୁଷ ଗୋଏଲ ଏହି ଘଟଣାର ବିଧିବଦ୍ଧ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏସମ୍ପର୍କରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର…

ଲିଙ୍ଗଗତ ହିଂସା ରୋକିବାକୁ ସୋଆ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପଥପ୍ରାନ୍ତ ନାଟକ ପରିବେଷଣ

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ବିଶ୍ୱରେ ବିତର୍କିତ ପ୍ରସଙ୍ଗ ଭାବେ ଲିଙ୍ଗଗତ ହିଂସା ରହିଥିବାବେଳେ ଏହାକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ଡିମଡ ୟୁନିଭର୍ସିଟି)ର ଛାତ୍ରଛାତ୍ରୀଙ୍କ ଦ୍ୱାରା ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱରର ପ୍ରାୟ ୧୦ଟି ସ୍ଥାନରେ ଏହି ପଥପ୍ରାନ୍ତ ନାଟକ…

ପୂର୍ବତନ କ୍ରିକେଟର ଅନୀଲ କୁମ୍ବଲେ ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ

ପୁରୀ/ଭୁବନେଶ୍ୱର : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଅନୀଲ କୁମ୍ବଲେ ଏବଂ ତାଙ୍କ ପତ୍ନୀ ଚେତନା ଶୁକ୍ରବାର ପୁରୀ ଗସ୍ତକରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ତାଙ୍କ ଝିଅର ଜନ୍ମଦିନ ଅବସରରେ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ…

ବାଲେଶ୍ୱରରେ ଏଟିଏମ୍ ଲୁଟିଲେ ଦୁବୃର୍ତ୍ତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ସନ୍ତରଗଡ଼ିଆ ତଳ ବଜାର ଚଣ୍ଡୀ ମାର୍କେଟ୍ କମ୍ପ୍ଲେକ୍ସରେ ଥିବା ଏକ ଆକ୍ସିସ୍ ବ୍ୟାଙ୍କ ଏଟିଏମରୁ ଗୁରୁବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଲୁଟ୍ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗ୍ୟାସ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିସେମ୍ବର ୧୭ରେ ସୁରଟ ଗସ୍ତ କରିବେ

ଭୁବନେଶ୍ୱର : ପ୍ରବାସୀ ଓଡିଆ ମାନଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିସେମ୍ବର ୧୭ ତାରିଖରେ ସୁରଟ ଗସ୍ତ କରିବେ । ମିଳିଥିବା ସୂଚନା ଅନୁଯାୟୀ ସୁରଟରେ ରହୁଥିବା ପ୍ରବାସୀ ଓଡିଆଙ୍କ ଏକ ପ୍ରତିନିଧି ମଣ୍ଡଳ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ସାକ୍ଷାତ କରିଥିଲେ…