Latest Odisha News

BREAKING NEWS

Yearly Archives

2018

ଆଡ଼ିଲେଡ୍ ଟେଷ୍ଟର ୨ୟ ଦିବସରେ ଭାରତୀୟ ବୋଲରଙ୍କ କମାଲ୍ , ଅଷ୍ଟ୍ରେଲିଆ ୧୯୧/୭

ଆଡ଼ିଲେଡ: ନାଟକୀୟ ସ୍ଥିତିରେ ଚାଲିଛି ବହୁ ପରୀକ୍ଷିତ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ । ମ୍ୟାଚର ୨ୟ ଦିବସରେ ଭାରତୀୟ ବୋଲରଙ୍କୁ ସମ୍ମୁଖୀନ ହୋଇନପାରି କଙ୍ଗାରୁ ଦଳ ବ୍ୟାଟି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି । ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା…

ଝାରସୁଗୁଡା: ମେସିନରେ ଚାପି ହୋଇ ଶିଶୁ ମୃତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ନିକଟସ୍ଥ ବରଙ୍ଗାମାଲ ଗ୍ରାମରେ ଶୁକ୍ରବାର ମେସିନରେ ଚାପି ହୋଇ ଏକ ଶିଶୁର ମୃତ୍ୟୁ ଭଳି ଦୁଃଖଦ ଘଟଣା ନଜରକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର ଜଣେ ବ୍ୟକ୍ତି ଧାନ ମଡ଼ା ମେସିନରେ କାମ କରୁଥିବାବେଳେ ନିକଟରେ ଖେଳୁଥିବା ୪ ବର୍ଷୀୟ…

ତେଲେଙ୍ଗାନା ଓ ରାଜସ୍ଥାନ ବିଧାନସଭା ନିର୍ବାଚନ: କଡା ସୁରକ୍ଷା ମଧ୍ୟରେ ମତଦାନ ଜାରି

ନୂଆଦିଲ୍ଲୀ: ରାଜସ୍ଥାନ ଓ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର କଡା ସୁରକ୍ଷା ବଳୟ ମଧ୍ୟରେ ମତଦାନ ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ରାଜସ୍ଥାନର ୧୯୯ ଆସନ ପାଇଁ ମତଦାନ ଆରମ୍ଭ ହୋଇଥିବାବେଳେ ତେଲେଙ୍ଗାନାର ୧୧୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ…

ଆଜି ରିଲିଜ୍ ହେଲା ସାରା ଓ ସୁଶାନ୍ତଙ୍କ ଅଭିନୀତ ‘କେଦାରନାଥ’

ମୁମ୍ବାଇ: ବହୁ ବାଦ ବିବାଦ ପରେ ଆଜି ରିଲିଜ୍ ହୋଇଛି ସୁଶାନ୍ତ ରାଜପୁତ ଓ ସାରା ଅଲ୍ଲୀ ଖାନଙ୍କ ଅଭିନୀତ ଫିଲ୍ମ ‘କେଦାରନାଥ’ । ୨୦୧୩ ମସିହାରେ କେଦାରନାଥରେ ହୋଇଥିବା ପ୍ରାକୃତିକ ଦୁର୍ବିପାକର ଘଟଣାବଳୀକୁ ଆଧାର କରି ଏହି ଫିଲ୍ମଟି ଗଢି ଉଠିଛି । ଫିଲ୍ମଟି ନିର୍ମାଣାଧିନ ଅବସ୍ଥାରୁ ହିଁ…

ଏବେ ଆହାର କେନ୍ଦ୍ରରେ ମିଳିବ ରାତ୍ରିଭୋଜନ

ଭୁବନେଶ୍ୱର: ଏବେ ଓଡ଼ିଶାର ୭୬ଟି ପୌରାଞ୍ଚଳରେ ଆହାରକେନ୍ଦ୍ର ଥିବାବେଳେ ଆସନ୍ତା ଜାନୁଆରୀ ୨୬ ତାରିଖଠାରୁ ଏହି ସୁବିଧା ସାରା ରାଜ୍ୟର ଅବଶିଷ୍ଟ ୩୨ଟି ପୌରାଞ୍ଚଳରେ ଉପଲବ୍ଧ ହେବ । କେବଳ ଦିନରେ ଆହାର କେନ୍ଦ୍ରରୁ ଭୋଜନ ମିଳୁଥିବା ବେଳେ ଏବେ ଆହାର କେନ୍ଦ୍ରରୁ ରାତ୍ରିଭୋଜନ ମଧ୍ୟ ମିଳିପାରିବ ।…

ଜେଲରୁ ଖଲାସ ହେଲେ ଅଭିଜିତ ଆୟାର ମିତ୍ର

ଭୁବନେଶ୍ୱର: ଶେଷରେ ଜେଲରୁ ଖଲାସ ହେଲେ ରିସର୍ଚ୍ଚ ସ୍କଲାର୍ ଅଭିଜିତ ଆୟାର ମିତ୍ର । ଗତ ଅକ୍ଟୋବର ୨୩ ତାରିଖରୁ ଦୀର୍ଘ ୪୫ ଦିନ ଧରି ଝାରପଡ଼ା ଜେଲରେ ରହିବା ପରେ ଗୁରୁବାର ସନ୍ଧ୍ୟାରେ ଅଭିଜିତ ଖଲାସ ହୋଇଛନ୍ତି । ତାଙ୍କୁ ଗୁରୁବାର ଦିନ ସକାଳେ କୋଣାର୍କର ପ୍ରଥମଶ୍ରେଣୀ ଜୁଡ଼ିସିଆଲ ମାଜିଷ୍ଟ୍ରେଟ…

ବିଜେଡିରେ ସାମିଲ ହେଲେ ପୂର୍ବତନ କଂଗ୍ରେସ ନେତା ଚକ୍ରଧର ପାଇକ

ଭୁବନେଶ୍ୱର : କଂଗ୍ରେସର ପୂର୍ବତନ ବିଧାୟକ ଚକ୍ରଧର ପାଇକ ଗୁରୁବାର ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ଗୁରୁବାର ଦିନ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଶତାଧିକ ସମର୍ଥକଙ୍କ ଉପସ୍ଥିତିରେ ଏହି କଂଗ୍ରେସର ପୂର୍ବତନ ବିଧାୟକ ଚକ୍ରଧର ବିଜେଡିରେ ସାମିଲ ହୋଇଛନ୍ତି…

ବିଜେପିରେ ବହୁତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି: ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର: ଓଡ଼ିଶାରେ ମ୍ୟୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ବିଜେପି ପାର୍ଲାମେଣ୍ଟାରୀ ବୋର୍ଡ଼ ସ୍ଥିର କରିବ ବୋଲି ବରିଷ୍ଠ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ ଗୁରୁବାର ଦିନ କହିଛନ୍ତି । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ଲାଗି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱ ସମ୍ପର୍କରେ…

ଡିସେମ୍ବର ୭ରୁ ଏୟାର ଏସିଆର ଭୁବନେଶ୍ୱର-ବ୍ୟାଙ୍କକ୍ ସିଧାସଳଖ ବିମାନ ଚଳାଚଳ ଆରମ୍ଭ

ଭୁବନେଶ୍ୱର : ଭୁବନେଶ୍ୱରରୁ ବ୍ୟାଙ୍କକକୁ ଡିସେମ୍ବର ୭ତାରିଖରୁ ସିଧାସଳଖ ବିମାନ ଉଡାଣ ସେବା ଆରମ୍ଭ ନେଇ ‘ଏୟାର ଏସିଆ’ ପକ୍ଷରୁ ନିଷ୍ପତ୍ତି ହୋଇଛି । ଏହି ସେବା ସପ୍ତାହକୁ ୩ଦିନ ଉପଲବ୍ଧ ହେଉଥିବାବେଳେ ଭୁବନେଶ୍ୱରରୁ ବ୍ୟାଙ୍କକ୍ ବିମାନ ସେବା ଟିକେଟ୍ ମୂଲ୍ୟ ୨ହଜାର ୯୯୯ ଟଙ୍କାରେ ଆରମ୍ଭ…

ବିଜେଡି ସଂସଦ ଅଧିବେଶନରେ ମହିଳାଙ୍କ ଲାଗି ୩୩% ସଂରକ୍ଷଣ ପ୍ରସ୍ତାବ ଆଗତ କରିବ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ଦ୍ୱିତୀୟ ସପ୍ତାହରେ ପାର୍ଲିଆମେଣ୍ଟରେ ଅନୁଷ୍ଠିତ ହେବାକୁ ଥିବା ଶୀତକାଳୀନ ଅଧିବେଶନରେ ବିଜେଡି ପକ୍ଷରୁ ସଂସଦ ଏବଂ ବିଧାନସଭାରେ ମହିଳା ସଂରକ୍ଷଣ ବିଲ୍ ପ୍ରସ୍ତାବ ଆଣିବାର ନିଷ୍ପତ୍ତି ନେଇଛି । ଏହି ପରିପ୍ରେକ୍ଷୀରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ…