କେନ୍ଦୁଝର: ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ କଦମଡ଼ିହିଠାରେ ହାତୀ ଆକ୍ରମଣରେ ସୋମବାର ଦିନ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି ।
ହାତୀ ଆକ୍ରମଣରେ ମୃତକ ଜଣକ ବୁଧୁରାମ ମୁଣ୍ଡା ବୋଲି ଚିହ୍ନିତ ହୋଇଛନ୍ତି ।
ପ୍ରାପ୍ତ ସୂଚନାନୁଯାୟୀ, ବୁଧୁରାମ ତାଙ୍କର ଧାନ ବିଲରେ କାମ…