Latest Odisha News

BREAKING NEWS

Yearly Archives

2018

ମେକ୍ ଇନ୍ ଓଡ଼ିଶା କନକ୍ଲେଭ: ରାଜ୍ୟରେ ୪ ଲକ୍ଷ ୧୯ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସମ୍ଭାବନା

ଭୁବନେଶ୍ୱର: ରାଜଧାନୀରେ ଚାଲିଥିବା ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୧୮’ରେ ଭାରତର ପ୍ରମୁଖ ଶିଳ୍ପ ସଂସ୍ଥାର ଶିଳ୍ପପତିମାନେ ଓଡ଼ିଶାରେ ବଡ଼ ଧରଣର ପୁଞ୍ଜିନିବେଶ କରିବାକୁ ଆଗ୍ରହ ସୃଷ୍ଟି କରିଛନ୍ତି । ଏହି କନକ୍ଲେଭରେ ଶିଳ୍ପପତିମାନେ ୧୫ଟି ବିଭିନ୍ନ କ୍ଷେତ୍ରରେ ପ୍ରାୟ ୪ଲକ୍ଷ ୧୯ହଜାର କୋଟି…

କଳାହାଣ୍ଡିରେ ଗ୍ୟାସ୍ ସିଲିଣ୍ଡର ଫାଟି ୩ ମୃତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଥନଟ ଗାଁରେ ବୁଧବାର ସକାଳେ ଗ୍ୟାସ୍ ସିଲିଣ୍ଡର ଫାଟି ଗୋଟିଏ ପରିବାର ୩ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଚମ୍ପା ମେହେର ନାମକ ଜଣେ ମହିଳା ସକାଳେ ରୋଷେଇ କରିବା ବେଳେ ଅଚାନକ ଗ୍ୟାସ୍…

ଛତିଶଗଡ: ମାଓବାଦୀଙ୍କ ବିସ୍ଫୋରଣରେ ୬ ଆହତ

ରାୟପୁର: ଛତିଶଗଡ଼ ଜିଲ୍ଲାର ବିଜାପୁରରେ ମାଓବାଦୀମାନେ ଆଇଇଡି ବିସ୍ପୋରଣ କରିଛନ୍ତି। ଛତିଶଗଡ଼ରେ ବିଧାନସଭା ନିର୍ବାଚନ ଜାରି ରହିଥିବା ବେଳେ ପୁଣିଥରେ ନକ୍ସଲମାନେ ବିସ୍ଫୋରଣ ଘଟାଇଛନ୍ତି । ନକ୍ସଲ ପ୍ରଭାବିତ ଅଂଚଳରେ ପେଟ୍ରୋଲିଂ କରୁଥିବା ସମୟରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ…

ପ୍ରେମ-ପ୍ରଣୟ ପରେ ବିବାହ ବନ୍ଧନରେ ବାନ୍ଧିହେଲେ ରଣବୀର-ଦୀପିକା…

ମୁମ୍ବାଇ: ବଲିଉଡ଼ରେ ବିବାହ ଲାଗି ୨୦୧୮ ମସିହା ବେଶ୍ ସଫଳତମ ବର୍ଷ ଭାବେ ସାବ୍ୟସ୍ତ ହୋଇଛି । ଡ଼ିସେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ବଲିଉଡ଼ ବିୟୁଟି ପ୍ରିୟଙ୍କା ଚୋପ୍ରାଙ୍କ ବାହାଘର । ସେହିପରି ବଲିଉଡ଼ର ମୋଷ୍ଟ ସେନସେସନ ଆକ୍ଟ୍ରେସ୍ ଅନୁଷ୍କା ଶର୍ମା ଏବଂ ହ୍ୟାଣ୍ଡସମ୍ କ୍ରିକେଟର୍ ବିରାଟ…

ଶିଶୁଙ୍କ ପାଇଁ ଦିନଟିଏ, ପଣ୍ଡିତ ଜବାହାରଲାଲ ନେହେରୁଙ୍କ ୧୨୯ତମ ଜୟନ୍ତୀ

ଭୁବନେଶ୍ୱର: ନଭେମ୍ବର ୧୪ ତାରିଖ ଆଜିର ଦିନକୁ ସାରା ଦେଶରେ ‘ଶିଶୁ ଦିବସ’ ଭାବେ ପାଳନ କରାଯାଉଛି । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିବସକୁ ଦେଶବ୍ୟାପୀ ଶିଶୁ ଦିବସ ଭାବରେ ପାଳନ କରାଯାଇଥାଏ । ଆଜି ଏହି ମହାନ ବ୍ୟକ୍ତିତ୍ୱଙ୍କର ୧୨୯ତମ ଜୟନ୍ତୀ ।…

ଦେବ୍ରୀଗଡ଼ ବାଘ ମୃତ୍ୟୁ ଘଟଣା: ୪ଜଣ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଲେ

ବରଗଡ଼: ଓଡ଼ିଶାର ବରଗଡ଼ ଜିଲ୍ଲା ଅନ୍ତର୍ଗତ ଦେବ୍ରୀଗଡ଼ ଅଭୟାରଣ୍ୟରେ ବାଘ ମୃତ୍ୟୁ ଘଟଣାରେ ମଙ୍ଗଳବାର ଦିନ କ୍ରାଇମବ୍ରାଞ୍ଚ୪ଜଣଙ୍କୁ ଗିରଫ କରି ଅଭିଯୁକ୍ତମାନଙ୍କୁ ୨ଦିନିଆ ରିମାଣ୍ଡରେ ନେଇଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଥିବା ୪ଜଣ ଅଭିଯୁକ୍ତ ଗିରଫ ହେବାପରେ ବରଗଡ଼ ଏସଡ଼ିଜିଏମ କୋର୍ଟ…

ଗଞ୍ଜାମ: ଥାନା ଭିତରେ ଓକିଲଙ୍କୁ ପୋଲିସର ଆକ୍ରମଣ ଅଭିଯୋଗ

ବ୍ରହ୍ମପୁର: କଟକରେ ହାଇକୋର୍ଟ ଓକିଲଙ୍କୁ ପୋଲିସ ଆକ୍ରମଣ ଘଟଣା ସମଗ୍ର ଓଡ଼ିଶାରେ ଏବେ ଚର୍ଚ୍ଚାରେ ରହିଥିବା ବେଳେ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଥାନା ମଧ୍ୟରେ ଜଣେ ଆଇନଜୀବୀଙ୍କୁ ପୋଲିସ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବୁଗୁଡ଼ା ଥାନା ମଧ୍ୟରେ ପୋଲିସ ହର ପ୍ରସାଦ ଦାଶ ନାମକ ଜଣେ ଓକିଲଙ୍କୁ…

ଢେଙ୍କାନାଳ ହାତୀ ମୃତ୍ୟୁ ଘଟଣା: ତଦନ୍ତ ଲାଗି ପହଞ୍ଚିଲେ ଏନଜିଟି ଟିମ୍

ଢେଙ୍କାନାଳ : ଅକ୍ଟୋବର ୨୬ ତାରିଖରେ ଢେଙ୍କାନାଳ ଜିଲ୍ଳା ସଦର ରେଞ୍ଜରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୭ଟି ହାତୀ ମୃତ୍ୟୁ ଘଟଣାରେ ତଦନ୍ତ ଆରମ୍ଭ କରିଛି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନଜିଟି)। ମଙ୍ଗଳବାର ଦିନ ନୂଆଦିଲ୍ଲୀରୁ ଆସିଥିବା ଟ୍ରିବ୍ୟୁନାଲର ୪ ଜଣିଆ ସଦସ୍ୟ କମଳାଙ୍ଗ ଗ୍ରାମରେ…

‘କେଦାରନାଥ‘ ଟ୍ରେଲର ରିଲିଜ, ଦମଦାର ଲୁକରେ ସୁନ୍ଦରୀ ସାରା ଅଲ୍ଲୀ ଖାନ

ଭୁବନେଶ୍ୱର : ସୁନ୍ଦରୀ ସାରା ଅଲ୍ଲୀ ଖାନଙ୍କ ଡେବ୍ୟୁ ଫିଲ୍ମ ‘କେଦାରନାଥ‘ର ଟ୍ରେଲର ରିଲିଜ ପରେ ସୋସିଆଲ ମିଡିଆରେ ଧମାଲ କରୁଛି । ଏହି ଫିଲ୍ମରେ ସାରାଙ୍କ ସହ ସୁଶାନ୍ତ ସିଂହ ରାଜପୁତ ମଧ୍ୟ ନଜର ଆସୁଛନ୍ତି । ମାତ୍ର କେଇ ମିନିଟର ଟ୍ରେଲରର ଏକ ଦୃଶ୍ୟରେ ପ୍ରକୃତିର ଧ୍ୱଂସ ଲୀଳା…

ନୂଆପଡା: ପୋଲିସ ନିକଟରେ ମହିଳା କ୍ୟାଡର୍ ମାଓବାଦୀଙ୍କ ଆତ୍ମସମର୍ପଣ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ମଙ୍ଗଳବାର ଦିନ ପୋଲିସ ନିକଟରେ ଜଣେ ମହିଳା କ୍ୟାଡର୍ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଅନ୍ୟପକ୍ଷରେ ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀଙ୍କ ନାମ ଡାଲମତି ପହଁରିଆ ବୋଲି ଜଣାପଡିଛି । ଗଣମାଧ୍ୟମକୁ ସୂଚନା ଦେଇ ନୂଆପଡା ଏସପି ପରମାର ସ୍ମିତ କହିଛନ୍ତି “…