ଧଉଳି ଏକ୍ସପ୍ରେସ ବଗି ଲାଇନଚ୍ୟୁତ ଘଟଣା: ଓଡ଼ିଶା ଆସୁଥିବା ଯାତ୍ରୀଙ୍କ ଲାଗି ଅନ୍ୟ ଟ୍ରେନର ବ୍ୟବସ୍ଥା
ଭୁବନେଶ୍ୱର: ହାଓଡ଼ା-ପୁରୀ ଧଉଳି ଏକ୍ସପ୍ରେସ ମଙ୍ଗଳବାର ସକାଳେ ଖଡ଼କପୁର ଡ଼ିଭିଜନର ଭୋଗପୁର-ପାଂଶକୁରା ନିକଟରେ ଏକ ବଗି ଲାଇନଚ୍ୟୁତ ହୋଇଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା କଥା ପ୍ରକାଶ କରିଛନ୍ତି ରେଳବାଇ କର୍ତ୍ତୃପକ୍ଷ । ଘଟଣାସ୍ଥଳରୁ ଅପରାହ୍ନ ୧୨.୪୦ରେ ୧୫ଟି ବଗି ସହିତ ୧୨୮୨୧ ଧଉଳି…