Latest Odisha News

BREAKING NEWS

Yearly Archives

2018

ଦାମ ଗଢୁଛନ୍ତି ନୂଆ ଦଳ !

ଭୁବନେଶ୍ୱର: ପୂର୍ବତନ ବିଜେଡ଼ି ନେତା ତଥା ପ୍ରାକ୍ତନ ମନ୍ତ୍ରୀ ଦାମୋଦର ରାଉତ ଏକ ନୂଆ ଆଞ୍ଚଳିକ ଦଳ ଗଠନ କରିବା ନେଇ ବୁଧବାର ଦିନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବରିଷ୍ଠ ନେତା ଦାମୋଦର ରାଉତ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ନୂଆ ଦଳ ଗଠନ ହେବା ପରେ ଏହା ବିଜେଡ଼ି ସରକାରର…

ଆଲୋକର ପର୍ବ ଦୀପାବଳିରେ ଉତ୍ସବମୁଖର ସାରା ଦେଶ

ଭୁବନେଶ୍ୱର : ପବିତ୍ର ଦୀପାବଳି ଉପଲକ୍ଷେ ଓଡିଶା ସମେତ ସମଗ୍ର ଦେଶରେ ଉତ୍ସବମୁଖର ହୋଇଉଠିଛି । କେହିକେହି ଘରେ ରଙ୍ଗୋଲି ସହିତ ଦୀପ ଜଳାଇ ତ ଆଉ କେହିକେହି ବାଣ ଫୁଟାଇ ଏହି ଦୀପାବଳି ଉତ୍ସବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି । ଶାସ୍ତ୍ରାନୁଯାୟୀ ଅନ୍ଧକାର ଉପରେ ଆଲୋକ ଏବଂ…

କାଳୀପୂଜାରେ ଭଦ୍ରକାଳୀ ପୀଠ ସମେତ ସମଗ୍ର ଭଦ୍ରକ ଜିଲ୍ଲା ଉତ୍ସବମୁଖର

ଭଦ୍ରକ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ପରମ ବୈଷ୍ଣବୀ ମା’ ଭଦ୍ରକାଳୀଙ୍କର ମଙ୍ଗଳବାର ରାତିରୁ ପୂଜା ଆରମ୍ଭ ହୋଇଛି । ଭଦ୍ରକ ଜିଲ୍ଲାର ଆହାରପଦାସ୍ଥିତ ଭଦ୍ରକାଳୀସାହିରେ ଥିବା ମା’ଭଦ୍ରକାଳୀପୀଠ ଉତ୍ସବମୁଖର ହୋଇ ଉଠିଛି । ମଙ୍ଗଳବାରଦିନ ବେଦମାତା ବେଶରେ ପୂଜା ପାଇଛନ୍ତି ଓଡ଼ିଶାର ଏହି ତନ୍ତ୍ରପୀଠର…

ଅଡୁଆରେ ଅଭିଜିତ, ବଢିଲା ଆଉ ୧୪ ଦିନ ଜେଲ ଅବଧି

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବିଶ୍ୱପ୍ରସିଦ୍ଧ କୋଣାର୍କର ଭାସ୍କର୍ଯ୍ୟ, ଓଡ଼ିଶାର ବିଧାୟକ ତଥା ସାମ୍ବାଦିକଙ୍କ ସମ୍ପର୍କରେ କଟୁ ମନ୍ତବ୍ୟ ପ୍ରଦାନ କରି ହଟହଟା ହୋଇଥିବା ରିସର୍ଚ୍ଚ ସ୍କଲାର୍ ଅଭିଜିତ ଆୟାର୍ ମିତ୍ରଙ୍କ ଅଡୁଆ କ୍ରମେ ବଢି ବଢି ଯାଉଛି । ସ୍ଥାନୀୟ ଝାରପଡ଼ା ଜେଲରେ…

ମାଓବାଦୀ ବିରୋଧି ଅଭିଯାନକୁ ତୀବ୍ର କରିବ ଓଡିଶା ପୋଲିସ: ଡିଜିପି

ମାଲକାନଗିରି : ମାଲକାନଗିରି ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ (ଡିଜିପି) ଆର୍ ପି ଶର୍ମା ଯୋଗଦେଇ ସ୍ଥିତି ସମୀକ୍ଷା କରିଛନ୍ତି । ଏହି ବୈଠକ ପରେ ଡିଜିପି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି “ମାଓବାଦୀ ବିରୋଧି ଅଭିଯାନକୁ ଜୋରଦାର କରାଯିବ”…

ନିୟମଗିରି: ଗ୍ରାମବାସୀଙ୍କ ବିନା ସହମତିରେ ଉନ୍ନୟନ କାମକୁ ବିରୋଧ କଲେ ଡ଼ଙ୍ଗରିଆ

ରାୟଗଡ଼ା: ପଲ୍ଲିସଭା କିମ୍ବା ଗ୍ରାମସଭାରେ ବିନା ଆଲୋଚନାରେ ଜିଲ୍ଲାପ୍ରଶାସନ କିଛି ବ୍ୟକ୍ତିଙ୍କୁ ଅନାବଶ୍ୟକ ଉନ୍ନୟନ କାମକୁ ବିରୋଧ କରିବା ସହିତ ଅଭିଯୋଗ କରିଛନ୍ତି ନିୟମଗିରିର ଡ଼ଙ୍ଗରିଆ । ସୋମବାର ଦିନ କଲ୍ୟାଣସିଂହପୁର ବ୍ଲକ ପାରସାଲି ଏବଂ ସୁନାଖଣ୍ଡି ପଚାଂୟତ ଅନ୍ତର୍ଗତ ୩୨ ଖଣ୍ଡ…

ସେଲ୍ଫି ନେଲା ଜୀବନ, ନଦୀକୁ ଖସି ଯୁବକଙ୍କ ମୃତ୍ୟୁ

ରାୟଗଡା : ରାୟଗଡା ଜିଲ୍ଲାର ଚେକାଗୁଡା ଝୁଲା ପୋଲ ନିକଟରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ଜଣେ ଯୁବକ ସେଲ୍ଫି ନେଇ ନଦୀକୁ ଖସି ପଡିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଆନ୍ଧ୍ରପ୍ରଦେଶ କତାବାଲସାରୁ ୩ ଜଣ ଯୁବକ ମା…

ଇସ୍ତଫା ଦେଲେ କଂଗ୍ରେସ ବିଧାୟକ କୃଷ୍ଣ ସଗରିଆ

ଭୁବନେଶ୍ୱର: କୋରାପୁଟ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ମଙ୍ଗଳବାର ଦିନ ଆନୁଷ୍ଠାନିକ ଭାବେ ତାଙ୍କ ବିଧାୟକ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । “ ବିଧାୟକ ପଦରୁ ଇସ୍ତଫା ପ୍ରଦାନ ନେଇ ମୁଁ ଅକ୍ଟୋବର ୩୦ ତାରିଖ ଦିନ ଗଣମାଧ୍ୟମ ଆଗରେ ଘୋଷଣା କରିଥିଲି ।…

କୃଷି ଉତ୍ପାଦନ କ୍ଲଷ୍ଟର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସଚିବାଳୟରେ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷି ଉତ୍ପାଦନ କ୍ଲଷ୍ଟର ଯୋଜନାର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ଜନଜାତି ବହୁଳ ଅଞ୍ଚଳରେ ସ୍ୱତନ୍ତ୍ର ଭାବେ କୃଷି ଉତ୍ପାଦନ କ୍ଲଷ୍ଟର ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନୂତନ ଯୋଜନା ଆରମ୍ଭ…

‘ମୋ ବସ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦର ଠାରେ ‘ମୋ ବସ ସେବା’ ର ଶୁଭ ଉଦଘାଟନ କରିଛନ୍ତି । କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ସଂସ୍ଥା ଦ୍ୱାରା ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ବସ ସେବା କାର୍ଯ୍ୟକ୍ରମ ଆରମ୍ଭ…