Latest Odisha News

BREAKING NEWS

Yearly Archives

2018

ସୁଟିଂ ଚାଲିଛି ଏବର୍ଷର ସବୁଠୁ ବଡ଼ ଆକ୍ସନ ମୁଭି ‘ତାନାଜୀ’…

ମୁମ୍ବାଇ: ବଲିଉଡ୍ ଅଭିନେତା ଅଜୟ ଦେବଗନ୍ ତାଙ୍କର ଅପକମିଙ୍ଗ୍ ଫିଲ୍ମ ‘ତାନାଜୀ- ଦ ଅନସଙ୍ଗ୍ ୱାରିୟର’ର ସୁଟିଂ ଆରମ୍ଭ କରିଦେଇଥିବା ଖବର ମିଳିଛି । ଏକଥା ନିଜେ ଅଜୟ ଟ୍ୱିଟ୍ଟରରେ ଏକ ଫଟୋ ସହ ସେୟାର୍ କରିଛନ୍ତି । ଏହି ଫଟୋରେ ଅଜୟଙ୍କ ବ୍ୟତୀତ ନିର୍ଦ୍ଦେଶକ ଓମ୍ ରାୱତ୍ ‘ତାନାଜୀ’…

ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗ: ନ୍ୟାୟପାଳିକାରେ ଅଚଳାବସ୍ଥା ଦୂର ପାଇଁ ହସ୍ତକ୍ଷେପ କରନ୍ତୁ ନବୀନ –…

ନୂଆଦିଲ୍ଲୀ: ଗତ ଦେଢମାସ ହେଲା ପୋଲିସ ଓ ଓକିଲଙ୍କ ମଧ୍ୟରେ ଦେଖାଦେଇଥିବା ସ୍ଥିତାବସ୍ଥାର ଦୂର ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ କରିବାକୁ ଅପିଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସାମାଜିକ ଗଣମାଧ୍ୟମରେ ଭିଡିଓ ଜାରି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ।…

ପିପିପି ମୋଡରେ ଦେଶର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା ହେବ ଭାରତୀୟ କୌଶଳ ବିକାଶ ସଂସ୍ଥାନ

ନୂଆଦିଲ୍ଲୀ: ସରକାରୀ ଘରୋଇ ଭାଗିଦାରୀ (ପିପିପି) ମୋଡରେ ଦେଶର ବିଭିନ୍ନ ସ୍ଥାନରେ ଭାରତୀୟ କୌଶଳ ବିକାଶ ସଂସ୍ଥାନ (ଆଇଆଇଏସ) ପ୍ରତିଷ୍ଠା କରାଯିବ । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି…

ସଂଘର୍ଷପୂର୍ଣ୍ଣ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ୍ ଟାଇରେ ସମାପ୍ତ

ବିଶାଖାପାଟଣା: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ବିଶାଖାପାଟଣାଠାରେ ଖେଳାଯାଇଥିବା ୨ୟ ଦିନିକିଆ ଟାଇରେ ସମାପ୍ତ ହୋଇଛି । ନିର୍ଦ୍ଦାରିତ ୫୦ ଓଭରରେ ଭାରତର ୩୨୧/୬ ରନର ଜବାବରେ ୱେଷ୍ଟଇଣ୍ଡିଜ କଡ୍ଡା ମୁକାବିଲା କରି ୫୦ ଓଭର ଶେଷରେ ୭ୱିକେଟ ହରାଇ ୩୨୧ ରନ୍ କରିପାରିଛି । ଦଳୀୟ ସ୍କୋର…

ହକି ବିଶ୍ୱକପ ପରିଦର୍ଶକଙ୍କ ଲାଗି ‘ଦିନରେ ଓଡ଼ିଶା ରାତିରେ ହକି’ ସ୍ପେସାଲ୍ ଟୁର୍ ପ୍ୟାକେଜ୍

ଭୁବନେଶ୍ୱର: ବିଶ୍ୱକପ ହକିକୁ ଦୃଷ୍ଟିରେ ରଖି ‘ଓଡ଼ିଶା ପର୍ଯ୍ୟଟନ’ ବିଭାଗ ପକ୍ଷରୁ ଏକ ‘ଦିନରେ ଓଡ଼ିଶା ରାତିରେ ହକି’ ସ୍ପେସାଲ୍ ପ୍ୟାକେଜ୍ ଟୁର୍ ବ୍ୟବସ୍ଥା କରାଯାଇଛି । ଏହି ବିଶେଷ ପ୍ୟାକେଜ୍ ଟୁର ମାଧ୍ୟମରେ ବିଦେଶୀ ତଥା ବାହାର ରାଜ୍ୟରୁ ଆସିଥିବା ଦର୍ଶକମାନେ ବିଶ୍ୱକପ ହକିର ମଜ୍ଜା ନେବା…

ଓଡ଼ିଶା ବୋଲର ପପୁ ରାୟଙ୍କ କମାଲ୍ , ଦେଓଧର ଟ୍ରଫିରେ ହାସଲ କଲେ ୩ଟି ୱିକେଟ

ଭୁବନେଶ୍ୱର: ଇଣ୍ଡିଆ ବି ଏବଂ ଇଣ୍ଡିଆ ସି ମଧ୍ୟରେ ଦିଲ୍ଲୀଠାରେ ବୁଧବାର ଦିନ ଖେଳାଯାଇଥିବା ଦେଓଧର ଟ୍ରଫିର ଏକ ମ୍ୟାଚରେ ବାମହାତୀ ଓଡ଼ିଶା  ବୋଲର୍ ପପୁ ରାୟ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି । ଇଣ୍ଡିଆ ସି ପକ୍ଷରୁ ଖେଳୁଥିବା ପପୁ ଦଳ ପକ୍ଷରୁ ୩ଟି ମୂଲ୍ୟବାନ ୱିକେଟ ହାସଲ କରି…

ଭାରତର ଲଢୁଆ ୩୨୧/୬ ରନ, ଶତକ ସହ ବିରାଟଙ୍କ ଦ୍ରୁତତମ ୧୦ ହଜାର ରନ ପୂରଣ

ବିଶାଖାପାଟଣା : ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଜାରି ରହିଥିବା ଦିନିକିଆ ମ୍ୟାଚ ଖେଳି ଏକ ରେକର୍ଡ ହାତେଇବା ସହ ନିଜ ତଥା ଦେଶ ପାଇଁ ଗୌରବ ଆଣି ଦେଇପାରିଛନ୍ତି । ନିଜ କ୍ୟାରିୟରରେ ଖେଳିଥିବା ଦିନିକିଆ ମ୍ୟାଚରେ ସେ ୧୦ ହଜାର ରନ୍ କରି ନିଜ ନାମ…

ତିତଲି ବାତ୍ୟା ଜନିତ ମୃତ୍ୟୁ ସଂଖ୍ୟା ୭୭କୁ ବୃଦ୍ଧି

ଭୁବନେଶ୍ୱର : ବାତ୍ୟା ତିତଲିର ପ୍ରଭାବରେ ଅନେକ କ୍ଷୟକ୍ଷତି ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୭୭କୁ ବୃଦ୍ଧି ହୋଇଛି । ଗଣମାଧ୍ୟମକୁ ସୂଚନା ଦେଇ ଯୁଗ୍ମ ରିଲିଫ୍ କମିଶନର ପ୍ରଭାତ ମହାପାତ୍ର କହିଛନ୍ତି ଯେ ପୁର୍ବରୁ ୫୮ ଜଣଙ୍କର ମୃତ୍ୟୁ ପ୍ରମାଣିତ ହୋଇସାରିଛି ଏବଂ ଅନ୍ୟ ୧୯ ଜଣଙ୍କର ମୃତ୍ୟୁ…

ଯୌନ ଶୋଷଣର ଶୀକାର ହୋଇଥିବା ପୀଡ଼ିତାଙ୍କ ଲାଗି ଓଡ଼ିଶା ସରକାର ସହାୟତା ରାଶି ବୃଦ୍ଧି କଲେ

ଭୁବନେଶ୍ୱର: ଓଡ଼ିଶା ସରକାର ବୁଧବାର ଦିନ ଯୌନ ଶୋଷଣର ପୀଡ଼ିତା ତଥା ସେହି ଧରଣଣ ଯୌନ ଅପରାଧର ଶୀକାର ହୋଇଥିବା ପୀଡ଼ିତାଙ୍କ ଲାଗି ସହାୟତା ରାଶି ବୃଦ୍ଧି କରିଛନ୍ତି । ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ହୋଇଥିବା ଏକ ବିଜ୍ଞପ୍ତି ଅନୁସାରେ, ଦୁଷ୍କର୍ମ ବା ଯୌନ ଶୋଷଣର ଶୀକାର ହୋଇ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ସିଓଲ ଶାନ୍ତି ପୁରସ୍କାର’ ଘୋଷଣା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୨୦୧୮ ‘ସିଓଲ ଶାନ୍ତି ପୁରସ୍କାର’ରେ ସମ୍ମାନିତ କରାଯିବା ନେଇ ସିଓଲ ଶାନ୍ତି ପୁରସ୍କାର କମିଟି ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି । ଅନ୍ତର୍ଜାତୀୟ ସହଯୋଗ ଓ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ତାଙ୍କ ଯୋଗଦାନ, ଦ୍ରୁତ…