ଦିପିକା-ରଣବୀର ଯୋଡ଼ିଙ୍କ ବିବାହ ତାରିଖ ଘୋଷଣା !
ନୂଆଦିଲ୍ଲୀ: ସବୁ ଆଲୋଚନାକୁ ପଛରେ ପକାଇ ଶେଷରେ ବଲିଉଡ଼ର ଚର୍ଚ୍ଚିତ ପ୍ରେମୀ ଯୋଡ଼ି ଦିପିକା ପାଦୁକୋନ ଓ ରଣବୀର ସିଂହ ସେମାନଙ୍କର ବାହାଘର ତାରିଖ ଘୋଷଣା କରିଛନ୍ତି ।
ଏହି ବହୁଚର୍ଚ୍ଚିତ ବଲିଉଡ଼ ପ୍ରେମୀଙ୍କ ବିବାହ ଆସନ୍ତା ନଭେମ୍ବର ୧୪ ଓ ୧୫ ତାରିଖକୁ ଧାର୍ଯ୍ୟ ହୋଇଛି ।…