Latest Odisha News

BREAKING NEWS

Yearly Archives

2018

ଛତର ଯାତ୍ରାରେ ଚଳଚଞ୍ଚଳ ହେଲା ଭବାନୀପାଟଣା

ଭବାନୀପାଟଣା : ଶାରଦୀୟ ଦୁର୍ଗାପୂଜାକୁ ନେଇ ଏବେ ସାରା ରାଜ୍ୟ ଉତ୍ସବ ମୁଖର ହୋଇଉଠିଛି । ଏହି ପୂଜା ଅବସରରେ କଳାହାଣ୍ଡି ଜିଲ୍ଲାରେ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ମନ୍ଦିରରେ ଆଜି ଛତର ଯାତ୍ରା ଅନୁଷ୍ଠିତ…

ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ ପୁଣି କ୍ଷମା ମାଗିଲେ

ଭବାନୀପାଟଣା: ମହାପ୍ରଭୁ ଶ୍ରୀଜଗନ୍ନାଥ, ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ତଥା ଓଡ଼ିଶା ସମ୍ପର୍କରେ ଅରୁଚିକର ମନ୍ତବ୍ୟ ପ୍ରଦାନ କରିବା ପରେ ଓଡ଼ିଶା ବିଧାନସଭା ବାଚସ୍ପତିଙ୍କୁ ମେଲ୍ ଦ୍ୱାରା କ୍ଷମା ମାଗିଥିବା ସାମ୍ବାଦିକ ଅଭିଜିତ ଆୟାର ମିତ୍ର ଆଜି ପୁଣି ଓଡ଼ିଶାବାସୀଙ୍କୁ କ୍ଷମା ମାଗିଛନ୍ତି ।…

ବାତ୍ୟା ପ୍ରଭାବିତ ଚମ୍ପାପୁର ଗାଁରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ସହାୟତା ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି ଘୋଷଣା

ପାରଳାଖେମୁଣ୍ଡି/ଭୁବନେଶ୍ୱର : ବାତ୍ୟା ତିତଲି ପ୍ରଭାବରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୦ ଲକ୍ଷ ଟଙ୍କାଏଁ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳେ ଗଙ୍ଗବାଡ ପଞ୍ଚାୟତ…

# ‘ମି-ଠୁ’: ଯତୀନ ଦାସଙ୍କ ବିରୋଧରେ ଅଭିଯୋଗ, ମୁହଁ ଖୋଲିଲେ ଝିଅ ନନ୍ଦିତା

ମୁମ୍ବାଇ : ‘ମି-ଠୁ’ରେ ଯୋଡିହୋଇଯାଇଛି ପ୍ରସିଦ୍ଧ ଚିତ୍ରଶିଳ୍ପୀ ଯତୀନ ଦାସଙ୍କ ନାମ । ଏହି ଘଟଣାକୁ ନେଇ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ଝିଅ ନନ୍ଦିତା ଦାସ ମୁହଁ ଖୋଲିଛନ୍ତି । ନନ୍ଦିତା ଆଜି ନିଜ ଫେସବୁକ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ “‘ମି-ଠୁ’ ଅଭିଯାନ ଚାରିଆଡେ ଜୋର ଧରିଥିବା ବଳେ…

ଶ୍ରୀନଗରରେ ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ ଓ ଜଣେ ପୋଲିସ କର୍ମୀ ସହିଦ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ଶ୍ରୀନଗର ଅନ୍ତର୍ଗତ ଫତେହ କଦାଲରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଏକ ନ୍ୟୁଜ ଏଜେନ୍ସି ରିପୋର୍ଟ ଅନୁଯାୟୀ ଏହି ଗୁଳିବିନିମୟରେ ଜଣେ ପୋଲିସ କର୍ମୀ ମଧ୍ୟ ସହିଦ ହୋଇଥିବା ନେଇ ଜଣାପଡିଛି । ସୂଚନା…

ନୂଆପଡା: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଛତିଶଗଡର ୧୦ ତୀର୍ଥଯାତ୍ରୀ ମୃତ

ନୂଆପଡା : ଓଡିଶା-ଛତିଶଗଡ ସୀମା ନିକଟବର୍ତ୍ତୀ ସିଲଦାରେ ସୋମବାର ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଏକ ପରିବାରର ୪ଜଣ ସଦସ୍ୟଙ୍କ ସମେତ ୧୦ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି । ପୋଲିସର କହିବା ଅନୁଯାୟୀ ବୈଷ୍ଣୋବ ଦେବୀ ଦର୍ଶନ ପାଇଁ ଛତିଶଗଡର ପିଥୋରୀ ଅଞ୍ଚଳର ୪ ଜଣ ମହିଳାଙ୍କ…

ତ୍ରିପୁରା ସୁନ୍ଦରୀ ମା’ ଭଟ୍ଟାରିକା…

ଶାରଦୀୟ ଦୁର୍ଗାପୂଜାର ପାର୍ବଣ ଋତୁରେ ଓଡ଼ିଶାରେ ଥିବା ସମସ୍ତ ଶକ୍ତିପୀଠରେ ଚାଲିଛି ପୂଜାର୍ଚ୍ଚନା । କେତେକ ପୀଠରେ ନବରାତ୍ରୀରୁ ପୂଜା ଆରମ୍ଭ ହୋଇଥିବା ବେଳେ ଅନେକ ଶକ୍ତିପୀଠରେ ସପ୍ତମୀରୁ ଆରମ୍ଭ ହୋଇଛି ବିଶେଷ ପୂଜା ଉପାସନା । ଶରତର ସାୟାହ୍ନ ସଞ୍ଜରେ ପ୍ରତ୍ୟେକ ପୀଠରେ ମା’ଙ୍କର ବନ୍ଦାପନା…

ଏବେ ମି-ଠୁ ଜାଲରେ ଓଡ଼ିଆ ଚିତ୍ରଶିଳ୍ପୀ ଯତୀନ ଦାସ !

ଭୁବନେଶ୍ୱର: ବଲିଉଡ଼ ଅଭିନେତା ନାନା ପାଟେକର ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କୁ ଅନୈତିକ ଆଚରଣ ପ୍ରଦର୍ଶନରୁ ଆରମ୍ଭ ହୋଇଥିଲା ବହୁ ଚର୍ଚ୍ଚିତ ମି-ଠୁ ଆନ୍ଦୋଳନ । କିନ୍ତୁ ପ୍ରସିଦ୍ଧ ଓଡ଼ିଆ ଚିତ୍ରଶିଳ୍ପୀ ଯତିନ୍ ଦାସ ଜଣେ ଆଗଧାଡ଼ିର ସେଲେବ୍ରିଟି ଭାବେ ମି-ଠୁ ଜାଲରେ ପଡ଼ିବା ଏବେ ଏହା ଏକ ଆଲୋଚନାର…

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ସୋସିଆଲ ମିଡ଼ିଆରେ ଶୁଭେଚ୍ଛାର ସୂଅ ଛୁଟିଲା

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୨ ବର୍ଷ ବୟସରେ ଉପନୀତ ହେଲେ । ଭୟଙ୍କର ବାତ୍ୟା ତିତଲି ଏବଂ ବନ୍ୟାରେ ପ୍ରଭାବିତ ଦକ୍ଷିଣ ଓଡ଼ିଶାରେ କ୍ଷୟକ୍ଷତି ଘଟି ୩ଟି ଜିଲ୍ଲାକୁ ପ୍ରଭାବିତ କରିଥିଲା । ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ମଧ୍ୟ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ…

ଆତ୍ମଘୋଷିତ ବାବା ରାମପାଲଙ୍କୁ ଆଜୀବନ କାରା ଦଣ୍ଡାଦେଶ, ୨ଟି ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଆତ୍ମଘୋଷିତ ଭଗବାନ ବାବା ରାମପାଲଙ୍କୁ ହିସାର କୋର୍ଟ ମଙ୍ଗଳବାର ଦିନ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଜଣେ ଶିଶୁ ସମେତ ୫ଜଣଙ୍କୁ ହତ୍ୟା କରିବା ଅଭିଯୋଗରେ କୋର୍ଟ ଦୋଷୀ ସାବ୍ୟସ୍ତ କରି ଏହି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ସୂଚନା ଅନୁଯାୟୀ ହିସାରର…