କୋଲକାତା ଟେଷ୍ଟ: ବାଂଲାଦଳର ସଂଘର୍ଷ ଜାରି, ପ୍ରଥମ ଦିବା-ରାତ୍ରୀ ଟେଷ୍ଟ ବିଜୟ ଲକ୍ଷ୍ୟରେ ଭାରତ
କୋଲକାତା: କୋଲକାତାର ଇଡ଼େନ ଗାର୍ଡ଼େନ ଷ୍ଟାଡ଼ିୟମରେ ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ଖେଳୁଥିବା ପ୍ରଥମ ଦିବା-ରାତ୍ର ମ୍ୟାଚର ଦ୍ୱାରଦେଶରେ ପହଞ୍ଚିଛି । ଭାରତୀୟ ଦଳର ପ୍ରଥମ ଇନିଂସ ସ୍କୋର ୩୪୭/୯ କୁ ପିଛା କରି ବାଂଲାଦେଶ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ଦ୍ୱିତୀୟ ଇନିଂସରେ ବାଂଲାଦଳ ୬ ଟି…