Latest Odisha News

BREAKING NEWS

Yearly Archives

2019

ବୁଲବୁଲ୍ ବାତ୍ୟାରେ ୬ଟି ଜିଲ୍ଲାର ଚାଷଜମି ନଷ୍ଟ ହୋଇଛି: ଏସଆରସି

ଭୁବନେଶ୍ୱର: ରାଜ୍ୟର ସ୍ୱତନ୍ତ୍ର ରିଲିଫ କମିନଶନର୍ (ଏସଆରସି) ପ୍ରଦୀପ ଜେନା ରବିବାର ଦିନ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଛନ୍ତି, ଓଡ଼ିଶାର ୬ଟି ଜିଲ୍ଲା ଯଥାକ୍ରମେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଏବଂ ଯାଜପୁର ଜିଲ୍ଲାରେ ଚାଷଜମି ନଷ୍ଟ ହେବା ସହିତ ଧାନଫସଲର…

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ବାତ୍ୟା ପ୍ରପୀଡ଼ିତ ଜିଲ୍ଲା ପରିଦର୍ଶନ କରିବେ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ସମସ୍ତ ବାତ୍ୟା ପ୍ରପୀଡ଼ିତ ଜିଲ୍ଲାଗୁଡ଼ିକୁ ଆକାଶମାର୍ଗରୁ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ବାତ୍ୟା ପ୍ରପୀଡ଼ିତ ଜିଲ୍ଲାଗୁଡ଼ିକ ପରିଦର୍ଶନ କରିବା ପରେ ସନ୍ଧ୍ୟା ସମୟରେ ରାଜଧାନୀସ୍ଥିତ ଲୋକସେବା ଭବନରେ ଏକ…

କଂଗ୍ରେସ କନ୍ଦଳ: ନିରଞ୍ଜନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା କର୍ମୀଙ୍କୁ ଜିତେନ୍ଦ୍ରଙ୍କ ତାଗିଦ୍

ଭୁବନେଶ୍ୱର: ଓଡ଼ିଶା ଦାୟିତ୍ୱରେ ଥିବା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ରବିବାର ଦିନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପଦରୁ ଅବ୍ୟାହତି ଦେବା କଥାକୁ ଅସ୍ୱୀକାର କରିବା ସହିତ ଦଳ ପରିସର ବାହାରେ ଏହାକୁ ନେଇ ଯେଉଁ କର୍ମୀ ଆଲୋଚନା କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ…

‘ବାଲିଯାତ୍ରା’ରେ ଜମିବ ସାଂସ୍କୃତିକ କାର୍ଯ୍ୟକ୍ରମ; ମତୁଆଲା କରିବେ ଦଲେର

କଟକ: ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ 'ବାଲିଯାତ୍ରା' ନଭେମ୍ବର ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ପ୍ରତିବର୍ଷ ଭଳି ଚଳିତଥର ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ରଙ୍ଗାରଙ୍ଗ ହେବ ବାଲିଯାତ୍ରା ସନ୍ଧ୍ୟା । ଏପରିକି ନିଜ ଯାଦୁରେ ଦର୍ଶକଙ୍କୁ ମତୁଆଲା କରିବାକୁ ଯାଉଛନ୍ତି ଲୋକପି୍ରୟ…

ଦୁର୍ବଳ ହେଉଛି ବୁଲବୁଲ୍, ଓଡିଶାର ବିଭିନ୍ନ ସ୍ଥାନରେ ପାଗ ଶୁଖିଲା

ଭୁବନେଶ୍ୱର: ଅତି ଭୟଙ୍କର ରୂପ ନେଇଥିବା ବାତ୍ୟା ବୁଲବୁଲ୍ ଧିରେଧିରେ ଦୁର୍ବଳ ହେବାରେ ଲାଗିଛି । ଏହା ବର୍ତ୍ତମାନ ସମୟରେ ବାଂଲାଦେଶର ଉତ୍ତର-ପୂର୍ବ ଖେପପୁରା ଠାରୁ ୧୬୦ କିମି. ଦୂରରେ ବାଂଲାଦେଶର ଉପକୂଳ ଅଞ୍ଚଳରେ ରହିଛି । ଯାହା ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହୋଇ…

ଶିଶୁ ମୃତ୍ୟୁକୁ ନେଇ କଟକ ଏସସିବି ପରିସରରେ ଉତ୍ତେଜନା

କଟକ: ଚିକିତ୍ସାରେ ଅବହେଳା ଯୋଗୁଁ କଟକ ବଡ ମେଡିକାଲରେ ଜଣେ ୮ ବର୍ଷୀୟ ଶିଶୁର ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଛି । ଯାହାଫଳରେ ରବିବାର ସକାଳେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଯାଇଛି । ଏପରିକି ସମ୍ପୃକ୍ତ ଶିଶୁର ପରିବାର ବର୍ଗ ହସ୍ପିଟାଲର କାଜୁଆଲିଟି ବିଭାଗରେ ତାଲା ପକାଇ…

ଭଦ୍ରକରେ ଜଳିଗଲା ଅନେକ ଘର, ଲକ୍ଷାଧିକ ସମ୍ପତ୍ତି ନଷ୍ଟ

ଭଦ୍ରକ: ଭଦ୍ରକ ଜିଲ୍ଲାର ଧାମନଗର ଏନଏସି ଅନ୍ତର୍ଗତ କାଙ୍କରା ଗ୍ରାମରେ ଶନିବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ପାଖାପଖି ୭ ବଖରା ଘର ଜଳି ଧୂଳିସାତ ହୋଇପଡିଛି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କୌଣସି କାରଣବଶତଃ ଏହି ଗାଁରେ ଅଚାନକ ନିଆଁ ଲାଗିଯାଇଥିଲା ।…

କ୍ୟାମେରା ଲେନସରେ ବାତ୍ୟା ‘ବୁଲବୁଲ୍’ର ବିପର୍ଯ୍ୟସ୍ତ ଚିତ୍ର…

ଭୁବନେଶ୍ୱର: ବାତ୍ୟା ‘ବୁଲବୁଲ୍’ ପ୍ରଭାବରେ ଉପକୂଳବର୍ତ୍ତୀ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ଏହି ବାତ୍ୟା ରାଜ୍ୟର ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ପୁରୀ ଏବଂ ଯାଜପୁର ଜିଲ୍ଲାରେ ଅଧିକ ପ୍ରଭାବିତ ହୋଇଛି । ତେବେ ଭଦ୍ରକ, କେନ୍ଦ୍ରାପଡ଼ା,…

ପ୍ରତାପ ଜେନାଙ୍କୁ ମିଳିଲା ଭାରତର ‘ଶ୍ରେଷ୍ଠ ମନ୍ତ୍ରୀ’ ପୁରସ୍କାର

ଭୁବନେଶ୍ୱର: ପାଞ୍ଚଥର ବିଧାୟକ ଥିବା ତଥା ଓଡ଼ିଶାର ପଞ୍ଚାୟତିରାଜ, ଗୃହ ଓ ନଗର ଉନ୍ନୟନ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ୨୦୧୯ ବର୍ଷ ଲାଗି ଭାରତର ଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ମିଳିଛି । ଏହି ପୁରସ୍କାର ହାସଲ କରି ଓଡ଼ିଶାକୁ ଗୌରବାନ୍ୱିତ କରିଥିବା ମନ୍ତ୍ରୀ ଶ୍ରୀ ଜେନା…

ଜାଣନ୍ତୁ, କିପରି ନେବେ ଆଖିର ଯତ୍ନ…

ଭୁବନେଶ୍ୱର: ଆଖି ମନୁଷ୍ୟ ଶରୀରର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏହା ଏତେ ସୂକ୍ଷ୍ମ ଯେ ଠିକ ଭାବରେ ଯତ୍ନ ନ ନେଲେ ଆମକୁ ଭବିଷ୍ୟତରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଆଜିର ବ୍ୟସ୍ତବହୁଳ ସମୟରେ ଲୋକମାନେ କମ୍ପ୍ୟୁଟର ଓ ମୋବାଇଲର ବହୁଳ ଭାବରେ ବ୍ୟବହାର କରୁଛନ୍ତି । ଫଳରେ ଏଥିପାଇଁ ଅନେକ…