ଡିସେମ୍ବର ୨୩ରୁ ‘ଭୁବନେଶ୍ୱର ସିଟି ଫେଷ୍ଟିଭାଲ୍’ ଆରମ୍ଭ
ଭୁବନେଶ୍ୱର: ଭୁବନେଶ୍ୱର ସିଟି ଫେଷ୍ଟିଭାଲର ୨ୟ ସଂସ୍କରଣ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏହି ଫେଷ୍ଟିଭାଲ୍ ଡିସେମ୍ବର ୨୩ ତାରିଖରୁ ୨୦୨୦ ମସିହା ଜାନୁୟାରୀ ୧ ମଧ୍ୟରେ ଅନୁଷ୍ଠିତ ହେବ ।
ଏହାର ପ୍ରଥମ ସଂସ୍କରଣ ଡଟ୍ ଫେଷ୍ଟ ନାମରେ ପରିଚାଳିତ ହୋଇଥିବା ବେଳେ ଏଥିରେ ଆୟୋଜିତ ହୋଇଥିବା…