Latest Odisha News

BREAKING NEWS

Yearly Archives

2019

ସୁନ୍ଦରଗଡ ଜିଲ୍ଲାପାଳଙ୍କ ନାଁଁରେ ନକଲି ଫେସବୁକ୍ ଆକାଉଣ୍ଟ, ଲାଞ୍ଚ ମାଗୁଛି ଦୁର୍ବୃତ୍ତ

ସୁନ୍ଦରଗଡ: କେହି ଦୁର୍ବୃତ୍ତ ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କ ନାମରେ ନକଲି ଫେସବୁକ୍ ଆକାଉଣ୍ଟ ଖୋଲି ଲୋକଙ୍କ ଠାରୁ ଲାଞ୍ଚ ନେଉଥିବା ନେଇ ଅଭିଯୋଗ ହୋଇଛି । ଏପରକି ସରକାରୀ କାମ ହାସଲ କରିବା ଲାଗି ଲୋକଙ୍କ ଠାରୁ ଲାଞ୍ଚ ମଧ୍ୟ ମଗାଯାଉଛି । ଆହୁରି ମଧ୍ୟ ଏଭଳି କଥାରେ ନପଡିବା…

ଚେନ୍ନାଇରେ ମୋଦୀ-ଜିନପିଙ୍ଗ ବୈଠକ: ଆତଙ୍କବାଦ ବିରୋଧରେ ଏକାଠି ଲଢିବାକୁ ସହମତି

ଚେନ୍ନାଇ: ଆତଙ୍କବାଦ ବିରୋଧରେ ଭାରତ ଓ ଚୀନ ମିଳିତ ଭାବେ ଲଢେଇ କରିବାକୁ ଦୁଇ ରାଷ୍ଟ୍ରମୁଖ୍ୟ ନରେନ୍ଦ୍ର ମୋଦୀ ଓ ଜି ଜିନପିଙ୍ଗ ଶନିବାର ଦିନ ଚେନ୍ନାଇଠାରେ ଏକ ଅନୌପଚାରିକ ବୈଠକରେ ସହମତି ପ୍ରକାଶ କରିଛନ୍ତି । Kovalam (Tamil Nadu): Delegation level talks begin between…

ଲୋକସେବା ଭବନରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଲୋକସେବା ଭବନ(ରାଜ୍ୟ ସଚିବାଳୟ)ରେ ଶନିବାର ଦିନ କୌଣସି କାରଣବଶତଃ ୯ଟା ବେଳେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପାଖାପାଖି ୪୫ ମି.ର ଅଦମ୍ୟ ପ୍ରୟାସ ପରେ ନିଆଁକୁ ଆୟତ୍ତ…

ଛତିଶଗଡରେ ଏନକାଉଣ୍ଟର, ଜଣେ ମାଓବାଦୀ ନିହତ

ବିଜାପୁର: ଛତିଶଗଡ଼ ଜିଲ୍ଲାର ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଛନ୍ତି। ଏନେଇ ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ବିଜାପୁର ଜିଲ୍ଲାର ଉସୋର ଥାନା ଅନ୍ତର୍ଗତ ଟେକମେଟାଲ ଜଙ୍ଗଲରେ ଜାରି ରହିଥିବା ସର୍ଚ୍ଚ ଅପରେସନ ବେଳେ…

ସାବେରୀ ନଦୀରେ ଡଙ୍ଗା ବୁଡ଼ିଯାଇ ୩ ନିଖୋଜ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକ ଅନ୍ତର୍ଗତ ନିଲିଗୁଡା ଘାଟ ନିକଟ ସାବେରୀ ନଦୀରେ ଶୁକ୍ରବାର ଦିନ ଡଙ୍ଗା ବୁଡିଯିବା ଘଟଣାରେ ୩ ଜଣ ନିଖୋଜ ହୋଇଯାଇଛନ୍ତି । ମିଳିଥିବା ସୂଚନାନୁଯାୟୀ ଗତକାଲି କିଛି ବ୍ୟକ୍ତି ଏକ ଦେଶୀ ଡଙ୍ଗା ସାହାର୍ଯ୍ୟରେ ନଦୀ ପାର ହୋଇ ଆସୁଥିବା ବେଳେ…

ହାଇୱା ଧକ୍କାରେ ଜଣେ ମୃତ, ୨ ଗୁରୁତର

ପାରାଦୀପ: ପାରାଦୀପ ସ୍ଥିତ ଫୁଲବେଲାରୀ ନିକଟରେ ଶନିବାର ଦିନ ଘଟିଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ଛାତ୍ରଙ୍କ ପରିଚୟ ଏଯାବତ୍ ମିଳିପାରିନାହିଁ । ପ୍ରାପ୍ତ ସୂଚନାନୁଯାୟୀ ଉକ୍ତ ଛାତ୍ରମାନେ ଆଜି…

ଭୁବନେଶ୍ୱରରେ ଆଜିଠୁ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ଭୁବନେଶ୍ୱରରେ ଶନିବାର ଠାରୁ ୯ ଦିନିଆ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ମଣ୍ଡଳ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ଉକ୍ତ ବୈଠକରେ ଯୋଗଦେବା ନେଇ ସୂଚନା ମିଳିଛି । ପ୍ରଥମଥର ଲାଗି ଏହି ବୈଠକ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା୧୨-୧୦-୨୦୧୯ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା୧୨ ରିଖ ଶନିବାର କନ୍ୟା ୨୬ଦିନ ଆଶ୍ବିନ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି ଉତ୍ତର ଭାଦ୍ର ପଦ ନକ୍ଷତ୍ର ମୀନ ଚନ୍ଦ୍ର…

ନାୟିକା

ବହୁ ଗୀତପ୍ରେମୀଙ୍କୁ ଜଣାନଥିବ ଯେ ବିଖ୍ୟାତ ସଂଗୀତଜ୍ଞ, ଓଡ଼ିଶାର କଲ୍‍ଟ ଫିଗର ଅକ୍ଷୟ ମହାନ୍ତି ବି କିଛି କମ ବଡ ଲେଖକ ନଥିଲେ ! ଶତାଧିକ ଗଳ୍ପ, କବିତା, ଗୀତ, ଉପନ୍ୟାସ, ଆତ୍ମଜୀବନୀର ସେ ଥିଲେ ସଫଳ ସ୍ରଷ୍ଟା ! କିନ୍ତୁ ଆମର ଦୁର୍ଭାଗ୍ୟ, ଓଡ଼ିଶାରେ ଆପଣଙ୍କର ଗୋଟିଏ ପ୍ରତିଭା ଉପରେ ହିଁ ଆଲୁଅ…

ଜାଣନ୍ତୁ, ଭାରପ୍ରାପ୍ତ ସଚିବ ଭାବେ ୧୦ଟି ଜିଲ୍ଲା ଲାଗି ନିଯୁକ୍ତ ହେଲେ ଏହି ଆଇଏଏସ ଅଧିକାରୀ

ଭୁବନେଶ୍ୱର: ରାଜ୍ୟର ୧୦ଟି ଜିଲ୍ଲା ଲାଗି ଓଡ଼ିଶା ସରକାର ଶୁକ୍ରବାର ଦିନ ୧୦ ଜଣ ଆଇଏଏସ ଅଧିକାରୀଙ୍କୁ ଭାରପ୍ରାପ୍ତ ସଚିବ ଭାବେ ନିଯୁକ୍ତ କରିଛନ୍ତି । ୧୦ଟି ଜିଲ୍ଲା ଲାଗି ନିଯୁକ୍ତ ହୋଇଥିବା ଆଇଏଏସ ଅଧିକାରୀ: ଢେଙ୍କାନାଳ: ପି କେ ମହାପାତ୍ର ରାୟଗଡ଼ା: ଅନୁ ଗର୍ଗ କଳାହାଣ୍ଡି: ଡ଼: ସୌରଭ…