Latest Odisha News

BREAKING NEWS

Yearly Archives

2019

ଆଜି ରାଷ୍ଟ୍ରୀୟ କୃଷକ ଦିବସ: ଟ୍ୱିଟ କରି କୃଷକଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର: ଜୟ ଯବାନ, ଜୟ କିଷାନ । ଏହାର ଅର୍ଥ ଦେଶକୁ ସୁରକ୍ଷା ଦେଉଥିବା ଯବାନର ଜୟ ଓ ଦେଶର ଅନ୍ନଦାତା କୃଷକ କିଷାନର ଜୟ । ରାଷ୍ଟ୍ରୀୟ କୃଷକ ଦିବସରେ କୃଷକ ଭାଇଭଉଣୀଙ୍କୁ ମୋର ଶୁଭେଚ୍ଛା। ସମଗ୍ର ବିଶ୍ୱକୁ ଖାଦ୍ୟ ଯୋଗାଇ କ୍ଷୁଧାମୁକ୍ତ ସମାଜ ଗଠନରେ ସେମାନଙ୍କ ଅବଦାନ ଅତୁଳନୀୟ।…

ଧୋନିଙ୍କ କ୍ରିକେଟ୍ କ୍ୟାରିୟରକୁ ଆଜି ପୂରିଲା ୧୫ ବର୍ଷ

ଭାରତୀୟ କ୍ରିକେଟ ଦଳର ସବୁଠାରୁ ସଫଳ ଅଧିନାୟକ ଏବଂ ଭଲ ଫିନିଶର ଭାବେ ମହେନ୍ଦ୍ର ସିଂ ଧୋନୀ ପ୍ରଶଂସକଙ୍କ ପାଖରେ ବେଶ୍ ଜଣାଶୁଣା । ୨୩ ଡିସେମ୍ବର ୨୦୦୪ରେ ସେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ୧୫ ବର୍ଷ ସମ୍ପୂର୍ଣ୍ଣ କରିବା ପରେ ପ୍ରଶଂସକମାନେ ତାଙ୍କ ଖେଳ ଏବଂ ଦକ୍ଷତାକୁ…

ବର୍ଷଶେଷରେ ଲଜ୍ଜା ଜନକ ଖବର; ଚର୍ଚ୍ଚରେ ୧୭୫ ଶିଶୁ ଯୌନ ଶୋଷଣର ଶିକାର !

ମେକ୍ସିକୋ: ବଡ଼ଦିନ ପୂର୍ବରୁ ଆସିଛି ଏକ ଲଜ୍ଜା ଜନକ ଖବର । ମେକ୍ସିକୋ ସିଟିର ରୋମାନ୍‌ କ୍ୟାଥ୍‌ଲିକ ଚର୍ଚ୍ଚର ଜଣେ ପାଦ୍ରୀଙ୍କ ଦ୍ବାରା ୧୭୫ ଜଣ ଶିଶୁ ଯୌନ ନିର୍ଯା‌ତନାର ଶିକାର ହୋଇଥିବା ଜାତୀୟ ଗଣମାଧ୍ୟମ ' ଦ ହିନ୍ଦୁ'ର ଏକ ରିପୋର୍ଟରେ ପ୍ରକାଶ । ପ୍ରକାଶିତ ରିପୋର୍ଟ ଅନୁଯାୟୀ,…

‘ଯାଯାବର ମନମୋର’ ସହଜରେ ଆସିଗଲା କିନ୍ତୁ ପର ଲାଇନ୍ ଲେଖିବାକୁ ଦୁଇମାସ ଲାଗିଲା…

ସୂର୍ଯ୍ୟ ଦେଓଙ୍କ ଗୀତ ପଛର ଗପ... ଯାଯାବର ମନ ଯା’ର ଓଡ଼ିଆ ରକ୍ତରେ ଭେଦିଥିବା ଏହି ଗୀତ ପଛର ଗପ ଯେତେ ରୋମାଂଚିତ କରେ, ତାହାଠାରୁ ଅଧିକ ଏହି କଥାଟି ବିହ୍ୱଳ କରେ ଯେ ଯାହାଙ୍କ ମନ ଯାଯାବର, କେବଳ ସେ ହିଁ ରଚି ପାରନ୍ତି ଏମିତି ଇତିହାସ ଏବଂ କେବଳ ସେ ହିଁ କହିପାରନ୍ତି ଏମିତି ଠୋ ପଟାସ…

କଂଗ୍ରେସ ନେତା ସୁର ରାଉତରାୟଙ୍କ ଧମକ; ଦାବି ପୂରଣ ନ’ହେଲେ ଆତ୍ମାହୁତି ଦେବି !

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ଥିବା ଡମ୍ପିଂୟାର୍ଡକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ଲାଗି କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ସୋମବାର ଦିନ ଦାବି କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ କଂଗ୍ରେସର ଏହି ବରିଷ୍ଠ ନେତା ଜଣକ କହିଛନ୍ତି,…

ଆପଣଙ୍କ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିବ ପାନ ପତ୍ର !

ଭୁବନେଶ୍ୱର: ପାନ ପାତ୍ରକୁ ସାଧାରଣତଃ ସୁପରି ତଥା ଚୂନ ଆଦି ଦେଇ ଖିଆଯାଇଥାଏ । ନିୟମିତ ପାନ ଖାଇଲେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ତେବେ କଣ ଆପଣ ଜାଣନ୍ତି ଏହି ପାନ ଆମ ଶରୀର ଅନେକ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିବ । ଆଜି ଆମେ ଆପଣଙ୍କୁ…

ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ଵରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରର ଚାରିପାଖରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପରେ ଏବେ ଓଡିଶା ସରକାରଙ୍କ ପକ୍ଷରୁ ଏହାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଭୁବନେଶ୍ୱର ମହାନଗର ନିଗମ(ବିଏମସି) କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ସହ ରବିବାର ଦିନ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକ ପରେ…

ତୋଷାଳି ମେଳାର ୮ମ ସନ୍ଧ୍ୟା; ହସ୍ତତନ୍ତର ବିଶ୍ୱାଦୃତି ନିମନ୍ତେ ‘ବୟନିକା’ ପକ୍ଷରୁ ‘ଫେସନ୍‌ ସୋ’

ଭୁବନେଶ୍ୱର: ସାରା ଦେଶର ହସ୍ତଶିଳ୍ପ କାରିଗର, ବୁଣାକାର ଓ ସ୍ଥପତିକାରମାନଙ୍କୁ ପ୍ରୋତ୍ସାହନ ଦେବା ସହ ସେମାନଙ୍କ କଳା-କାରିଗରୀର ପ୍ରଦର୍ଶନ ନିମନ୍ତେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ୨୦୧୯ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଡିସେମ୍ବର ୧୫…

ବାରବାଟୀରେ ରୋହିତଙ୍କ ନୂଆ ବିଶ୍ୱ କୀର୍ତ୍ତିମାନ ବ୍ୟତୀତ ସମସ୍ତ ପୂର୍ବ ରେକର୍ଡ଼ ଜାଣନ୍ତୁ…

ଓଡ଼ିଶା କ୍ରୀଡ଼ାଜଗତର ଗର୍ବ ଓ ଗୌରବ ହେଉଛି କଟକସ୍ଥିତ ବାରବାଟୀ ଷ୍ଟାଡିୟମ । ଡ଼ିସେମ୍ବର ୨୨ ତାରିଖରେ ଅନୁଷ୍ଠିତ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚରେ ରୋହିତ ଶର୍ମା ଏକ ନୂଆ କୀର୍ତ୍ତିମାନ କରିଛନ୍ତି । ସେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ବିଶ୍ୱର ସର୍ବାଧିକ ରନ ସଂଗ୍ରହକାରୀ ଭାବେ ଘୋଷିତ ହୋଇଛନ୍ତି ।…

ବିଏସଏନଏଲ ଗ୍ରାହକଙ୍କ ପାଇଁ ଖୁସି ଖବର; ଏହି ପ୍ଲାନରେ ମିଳିବ ୩ ଜିବି ଡାଟା ସହ ଅନଲିମିଟେଡ଼ କଲିଂ

ଭୁବନେଶ୍ୱର: ରିଲାଏନ୍ସ ଜିଓ, ଏୟାରଟେଲ ଭଳି ଆଗଧାଡ଼ିର ଟେଲିକମ ସେବାକୁ ଟକ୍କର ଦେବାକୁ ନୂଆ ପ୍ଲାନ ସହ ବଜାରକୁ ଆସୁଛି ସରକାରୀ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍‌(ବିଏସଏନଏଲ) । ପ୍ରାପ୍ତ ସୂଚନା ଅନୁଯାୟୀ, ବିଏସଏନଏଲ ଏହାର ୬୬୬ ଟଙ୍କିଆ ପ୍ରିପେଡ୍‌ ପ୍ଲାନ୍‌କୁ ଅପଡେଟ୍‌…