Latest Odisha News

BREAKING NEWS

Yearly Archives

2019

ଭୁବନେଶ୍ୱରରେ ସ୍ଥାପିତ ହେବ ଆନ୍ତଃ ରାଜ୍ୟ ବସ୍ ଟର୍ମିନାଲ୍

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ବରମୁଣ୍ଡାରେ ଆନ୍ତଃ ରାଜ୍ୟ ବସ୍ ଟର୍ମିନାଲ୍ ସ୍ଥାପନ ଲାଗି ହୋଇଥିବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ନୂଆ ଅତ୍ୟାଧୁନିକ ଟର୍ମିନାଲରେ ବସ୍ ଓ ଯାତ୍ରୀମାନଙ୍କ ଲାଗି ସମସ୍ତ ଆବଶ୍ୟକୀୟ ସୁବିଧା…

ସରକାରୀ ହସ୍ପିଟାଲ୍ ନିକଟରୁ ୧୪ ଦଲାଲ୍ ଗିରଫ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶାନୁସାରେ ପୋଲିସ ରାଜ୍ୟର ୩ଟି ସରକାରୀ ହସ୍ପିଟାଲ ପରିସରରୁ ପାଖାପାଖି ୧୪ ଜଣ ଦଲାଲଙ୍କୁ ଗିରଫ କରିଛି । ଏହି ଦଲାଲମାନେ ରୋଗୀ ତଥା ତାଙ୍କ ସମ୍ପର୍କୀୟ ମାନଙ୍କୁ ଅନ୍ୟତ୍ର ଯାଇ ଚିକିତ୍ସିତ ହେବା ପାଇଁ ପ୍ରଲୋଭନ ଦେଖାଇଥାନ୍ତି ।…

ପୁଣେରେ ଭୟଙ୍କର ବର୍ଷା ବିତ୍ପାତ; ବନ୍ୟାରେ ୧୨ ମୃତ

ପୁଣେ: ପୁଣେରେ ଲଗାତର ଗୋଟିଏ ଦିନ ପ୍ରବଳ ବୃଷ୍ଟିପାତ ଯୋଗୁଁ ସହରର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡ଼ିଛି । ହଠାତ୍ ପାଣି ମାଡ଼ି ଆସିବା ଯୋଗୁଁ ବିଭିନ୍ନ ଯାଗାରେ କାନ୍ଥ ଖସି ଏବଂ ଦୁର୍ଘଟଣା ଯୋଗୁଁ ପ୍ରାୟ ୧୩ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି । #UPDATE: Death toll in Pune…

ଏକ ବିଚିତ୍ର ବିଚାରର କ୍ରୁଶବିଦ୍ଧ କଥା

ଏକ ବିଚିତ୍ର ବିଚାରର କ୍ରୁଶବିଦ୍ଧ କଥା ଜ୍ୟୋତି ନନ୍ଦ ସେଦିନ ଶୁକ୍ରବାର ଥିଲା । ତାରିଖ ହିସାବରେ ଦେଖିଲେ ଏପ୍ରିଲ୍ ମାସର ତିନି ତାରିଖ । କହିବାକୁ ଗଲେ ସେହି ଦୋଷୀ ଜଣକର ସେଦିନ ପ୍ରାୟ ଅପରାହ୍ନ ତିନିଟା ବେଳକୁ ପ୍ରାଣହାନୀ ହୋଇ ସାରିଥିଲା । ସେଦିନ ଦିନଟି ସାରା ଆକାଶରେ ଅଳ୍ପକିଛି ମେଘ…

‘ମାଲାବାର ଯୁଦ୍ଧାଭ୍ୟାସ’ରେ ଭାଗନେବେ ଭାରତ, ଜାପାନ ଓ ଆମେରିକା ନୈାସେନା

ନୂଆଦିଲ୍ଲୀ: ଭାରତ, ଜାପାନ ଓ ଆମେରିକା ମଧ୍ୟରେ ତ୍ରିପାକ୍ଷିକ ମାଲାବାର ସାମୁଦ୍ରିକ ଅଭ୍ୟାସର ୨୩ତମ ସଂସ୍କରଣ ଜାପାନ ଉପକୂଳରେ ୨୦୧୯ ସେପ୍ଟେମ୍ବର ୨୬ରୁ ଅକ୍ଟୋବର ୪ ମଧ୍ୟରେ ଅନୁଷ୍ଠିତ ହେବ । ଏହି ଯୁଦ୍ଧାଭ୍ୟାସରେ ଭାଗନେବା ପାଇଁ କମାଣ୍ଡିଂ ଇଷ୍ଟର୍ଣ୍ଣ ଫ୍ଲିଟର ଫ୍ଲାଗ ଅଫିସର ରିଅର ଆଡମିରାଲ…

ରାଜଧାନୀରେ ଚାଞ୍ଚଲ୍ୟ: ରେଲୱେ ଷ୍ଟେସନ ନିକଟସ୍ଥ ଅଟୋରୁ ମିଳିଲା ମୃତଦେହ !

ଭୁବନେଶ୍ୱର: ଭୁବନେଶ୍ବର ରେଲୱେ ଷ୍ଟେସନ ନିକଟରେ ଥିବା ଏକ ଅଟୋରୁ ବୁଧବାର ରାତିରେ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତିଙ୍କ ନାମ କବି ଚନ୍ଦ୍ର ନାୟକ(୫୦), ଏବଂ ସେ ଜଣେ ଅଟୋ ଡ୍ରାଇଭର ବୋଲି ସୂଚନା ଦେଇଛି ରେଳବାଇ ପୋଲିସ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା…

ଜଙ୍ଗଲରୁ ଅସୁସ୍ଥ ହାତୀ ଉଦ୍ଧାର

କଟକ: କଟକ ଜିଲ୍ଲା ନିକଟସ୍ଥ ଜଙ୍ଗଲରୁ ଗୁରୁବାର ଦିନ ଏକ ଅସୁସ୍ଥ ହାତୀକୁ ବନବିଭାଗ ଦ୍ୱାରା ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଆଜି ସକାଳେ ବାଆଁରା ନିକଟରେ ଏକ ହାତୀ ପଡିଥିବା ନେଇ ସ୍ଥାନୀୟ ବାସିନ୍ଦା ଦେଖିବାକୁ ପାଇଥିଲେ । ପରେ ସେମାନେ ଏନେଇ ବନବିଭାଗକୁ ସୂଚନା ଦେଇଥିଲେ ।…

ଜାଣନ୍ତୁ, ଓଡ଼ିଶାର ପ୍ରସିଦ୍ଧ ମିଠା ‘ଛେନାପୋଡ଼’ର ଇତିହାସ ଓ ଏହାକୁ ତିଆରି କରିବା ପ୍ରଣାଳୀ

ଭୁବନେଶ୍ୱର: 'ଛେନାପୋଡ଼' ନାଁ ଶୁଣିଲେ ପାଟିରେ ପାଣି ଆସିଯାଏ । ପିଲାଠୁ ବୁଢ଼ା ସମସ୍ତେ ଏହାକୁ ଖାଇବାକୁ ବେଶ୍ ପସନ୍ଦ କରନ୍ତି । ଏପରି ନାମକରଣର ଅର୍ଥ: ଏହି ସୁଆଦିଆ ମିଠାର ଜନ୍ମସ୍ଥଳି ଆମ ରାଜ୍ୟ ଓଡିଶା ଅଟେ । ଛେନାପୋଡ଼ର ଆକ୍ଷରିକମାନେ ହେଉଛି ପୋଡ଼ା ଜାଇଥିବା ଛେନା ବା ପୋଡ଼ିକରି…

ରାଉରକେଲା ସ୍ମାର୍ଟସିଟି ପ୍ରକଳ୍ପ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଉରକେଲା ସ୍ମାର୍ଟସିଟି ପ୍ରକଳ୍ପରେ ମଞ୍ଜୁର ହୋଇଥିବା ଅର୍ଥ ଖର୍ଚ୍ଚ ନହୋଇ ପଡିରହିଥିବା ଯୋଗୁଁ ଗଭୀର ଚିନ୍ତାବ୍ୟକ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସହରର ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ଉଭୟ…

ନନ୍ଦନକାନନରେ ଧଳା ବାଘ ‘ଶୁଭ୍ରାଂଶୁ’ ଅସୁସ୍ଥ

ଭୁବନେଶ୍ୱର: ସହରର ଉପକଣ୍ଠରେ ଅବସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗତ କିଛି ଦିନ ଧରି ଏକ ଧଳା ବାଘ ‘ଶୁଭ୍ରାଂଶୁ’ ଅସୁସ୍ଥ ଅଛି । ବର୍ତ୍ତମାନ ସମୟରେ ତା’ର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଥିବା ନେଇ ପ୍ରାଣୀ ଉଦ୍ୟାନ ସୁତ୍ରରୁ ପ୍ରକାଶ। ଗତ ୨୦୧୪ ମସିହାରେ ଜନ୍ମଗ୍ରହଣ କରିଥିବା…