ବିଶ୍ୱ ବକ୍ସିଂ ଚାମ୍ପିୟନସିପ: ରୌପ୍ୟ ପଦକ ଜିତିଲେ ଅମିତ୍ ପୋଂଘଲ୍
ନୂଆଦିଲ୍ଲୀ: ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ଭାରତ ଲାଗି ରୌପ୍ୟ ପଦକ ଜିତି ଐତିହାସିକ ସଫଳତା ହାସଲ କରିଛନ୍ତି ଭାରତୀୟ ବକ୍ସର୍ ଅମିତ୍ ପୋଂଘଲ୍ ।
A well-deserved silver?for our #TOPSAthlete @Boxerpanghal as he went down to Uzbekistan’s Shakhobidin Zoirov in the…