ବିରଳ ବନ୍ୟପ୍ରାଣୀଙ୍କ ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ସମାହାର: ବିହାରର କୈମୁର୍ ଅଭୟାରଣ୍ୟ
ବିହାରର କୈମୁର୍ ଜିଲ୍ଲାରେ ରହିଛି କୈମୁର୍ ବନ୍ୟପ୍ରାଣୀ ଅଭୟାରଣ୍ୟ । ଏହା ବିହାର ରାଜ୍ୟର ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ । ପାଖାପାଖି ୧୩୪୨ ବର୍ଗ କି.ମି. ପରିବ୍ୟାପ୍ତ ଅଞ୍ଚଳ ଉପରେ ଗଢି ଉଠିଥିବା ଏହି ଅଭୟାରଣ୍ୟଟି ବିହାରର ଏକ ବଡ଼ ଅଭୟାରଣ୍ୟ ଭାବେ ଜଣାଯାଇଥାଏ।
ଏହି ଅଭୟାରଣ୍ୟରେ…