Latest Odisha News

BREAKING NEWS

Yearly Archives

2019

‘ସାହିତ୍ୟ ଏକାଡେମୀ ପୁରସ୍କାର’ ପାଇବେ ସାନ୍ଥାଳୀ ଲେଖକ

ଭୁବନେଶ୍ୱର: ସାନ୍ଥାଳୀ ଲେଖକ କାଳି ଚରଣ ହେମ୍ବ୍ରମଙ୍କୁ ଚଳିତ ବର୍ଷର ‘କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର’ ଲାଗି ମନୋନୀତ କରାଯାଇଛି । ତାଙ୍କୁ କ୍ଷୁଦ୍ରଗଳ୍ପ ସଙ୍କଳନ ‘ଶିଶିରଜାଲି’ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ । ଓଡିଶାରୁ ଦ୍ୱିତୀୟ ଲେଖକ ଭାବେ ଶ୍ରୀ ହେମ୍ବ୍ରମଙ୍କୁ ଚଳିତ…

ହାଣ୍ଡିଶାଳରୁ ପିଆଜ ଉଭାନ; ବର୍ଷ ଶେଷରେ ଖାଉଟି ହେଲେ ହନ୍ତସନ୍ତ

ଭୁବନେଶ୍ୱର: ୨୦୧୯ ବର୍ଷରେ ଦେଶବ୍ୟାପୀ ପିଆଜର ଆକାଶଛୁଆଁ ଦରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କେବଳ ଓଡିଶା ନୁହେଁ ଦେଶର ସମସ୍ତ ରାଜ୍ୟରେ ହୁ ହୁ ହୋଇ ୨୦ ଟଙ୍କାରୁ ୨୦୦ ଟଙ୍କା କୁ ଛୁଇଁଥିଲା ପିଆଜ ଦର। ଖାଲି ସେତିକି ନୁହେଁ ଏହି ପିଆଜକୁ ନେଇ ବିଭିନ୍ନ ସୋସିଆଲ ମିଡିଆରେ କୌତୁକିଆ ଫୋଟୋ…

ଜେଏସଡବ୍ଲ୍ୟୁ କାରଖାନା ଲାଗି ଜଗତସିଂହପୁରରେ ଜନଶୁଣାଣି ଆରମ୍ଭ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ଢିଙ୍କିଆ ଚାରିଦେଶରେ ପ୍ରସ୍ତାବିତ ଜେଏସଡବ୍ଲ୍ୟୁ କାରଖାନା ପାଇଁ ଆରମ୍ଭ ହୋଇଛି ଜନଶୁଣାଣି। ଏହି କାରଖାନା ନୂଆଗାଁ, ଗୋବିନ୍ଦପୁର, ଢିଙ୍କିଆ, ଓ ଗଡକୁଜଙ୍ଗ ପଞ୍ଚାୟତ ଅଞ୍ଚଳରେ ପ୍ରତିଷ୍ଠା ହେବାନେଇ ସୂଚନା ମିଳିଛି। ଜେଏସଡବ୍ଲ୍ୟୁ…

ବିଦାୟ ୨୦୧୯: ସ୍ମୃତିରେ ରହିବ ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନଙ୍କ ବୀରତ୍ୱର କାହାଣୀ…

ଭୁବନେଶ୍ୱର: ଫେବ୍ରୁଆରୀ ମାସ ୧୪ ତାରିଖ ୨୦୧୯ ବର୍ଷର ଏହି ଦିନର ଚର୍ଚ୍ଚିତ ପୁଲୱାମା ଘଟଣା ଭାରତ ଓ ପାକିସ୍ତାନ ମଧ୍ୟରେ ଆଉ ଏକ ଯଦ୍ଧର ଘନଘଟାକୁ ଡାକି ଆଣିଥିଲା । ପାକିସ୍ତାନ ପ୍ରରୋଚିତ ଜୈଶ-ଇ-ମହମ୍ମଦ ଆତଙ୍କବାଦୀଙ୍କ ଦ୍ୱାରା କାଶ୍ମୀରର ପୁଲୱାମାଠାରେ ଏକ ବୋମା ବିସ୍ଫୋରଣରେ ୪୧ ଭାରତୀୟ…

ବାରବାଟୀ ଦିନିକିଆ: ଜାଣନ୍ତୁ, ରବିବାର ମ୍ୟାଚ୍ ଲାଗି କେଉଁଠି ହୋଇଛି ପାର୍କିଂ ବ୍ୟବସ୍ଥା

କଟକ: ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ଲାଗି ଏବେଠୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ଏହି ପରିପ୍ରେକ୍ଷୀରେ କମିଶନରେଟ୍ ପୋଲିସ ପକ୍ଷରୁଯାନବାହନ ଚଳାଚଳ ଉପରେ ସାମାନ୍ୟ କଟକଣା ତଥା ପାର୍କିଂ ବ୍ୟବସ୍ଥା ନେଇ…

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଏନ.ଏସି.ର ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ନାୟକଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଶୁକ୍ରବାର ଦିନ ତାଙ୍କ ଘରେ ଚଢାଉ କରିଛି । ମିଳିଥିବା ସୂଚନା ଅନୁଯାୟୀ ଆର‌୍ୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ…

ଶୀତ ପ୍ରକୋପରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଓଡିଶାରେ ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଶୁକ୍ରବାର ସକାଳେ ରାଜ୍ୟର ଅନେକ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳକୁ ଖସିଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଓଡିଶାରେ ତାପମାତ୍ରା ୧ରୁ ୨ ଡିଗ୍ରି ହ୍ରାସ…

ଜାଣନ୍ତୁ, ଶ୍ରୀମନ୍ଦିର ନୀଳଚକ୍ରରେ ଚଢି ଚୂନେରା ସେବକ କିପରି ବାନ୍ଧନ୍ତି ବାନା !

ପୁରୀ: ଶ୍ରୀକ୍ଷେତ୍ରକୁ ଆସୁଥିବା ବେଳେ ଭକ୍ତ ଜାଣିଥାଏ ନୀଳଚକ୍ରର ଗୁରୁତ୍ୱ । ଶ୍ରୀମନ୍ଦିର ଉପରେ ଶୋଭା ପାଉଥିବା ଏହି ଚକ୍ର ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦୂରରୁ ଅନେକ ଆଶା ଓ ବିଶ୍ୱାସ ମନରେ ଜୁଟାଇ ଦେଇଥାଏ । ନୀଳଚକ୍ର ଦେଖାଗଲାଣି.... ଏଥର ଆଉ ବେଶି ଦୂର ନୁହେଁ ଶ୍ରୀଜଗନ୍ନାଥ ମନ୍ଦିର ।…

ତେଜିଲା ସିଏଏ ନିଆଁ; ଦେଶବ୍ୟାପୀ ବଢୁଛି ଜନଅସନ୍ତୋଷ, ଇଣ୍ଟରନେଟ୍ ସେବା ବନ୍ଦ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍ ନିକଟ ଅତୀତରେ ଆଇନରେ ପରିଣତ ହୋଇଥିବା ବେଳେ ଏହାକୁ ବିଭିନ୍ନ ମହଲରୁ ବିରୋଧ କରାଯାଉଛି । ଯାହାଫଳରେ ଦେଶବ୍ୟାପୀ ବିକ୍ଷୋଭ ଓ ଉତ୍ତେଜନା ଦେଖାଦେଇଛି । ଏହି ସିଏଏ ବିଧେୟକକୁ ନେଇ ଚାରିଆଡେ ହିଂସା ଭଳି ପରିସ୍ଥିତି ଦେଖାଯାଉଥିବା ବେଳେ ଦିଲ୍ଲୀରେ…

ଝାଡଖଣ୍ଡ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ: କଡ଼ା ସୁରକ୍ଷା ମଧ୍ୟରେ ୧୬ ଆସନ ଲାଗି ମତଦାନ ଜାରି

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ୫ମ ତଥା ଅନ୍ତିମ ପର୍ଯ୍ୟାୟରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ୫ମ ପର୍ଯ୍ୟାୟରେ ୧ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଡ଼ା ସୁରକ୍ଷା ବଳୟରେ ମତଦାନ ଜାରି ରହିଛି । ଏହି ନିର୍ବାଚନରେ ୧୬ଟି ବିଧାନସଭା ଆସନ ପାଇଁ ପ୍ରାୟ…