Latest Odisha News

BREAKING NEWS

Yearly Archives

2019

ଅରୁଣ ଜେଟଲୀଙ୍କ ବାସଭବନରେ ନବୀନଙ୍କ ଅନ୍ତିମ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ତାଙ୍କ ବାସଭବନରେ ଶେଷ ଦର୍ଶନ କରି ଅନ୍ତିମ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ତାଙ୍କ ସହିତ ବିଜେଡ଼ି ସାଂସଦ ପିନାକୀ ମିଶ୍ର ରହିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସେଠାରେ…

ବଲିଉଡରେ ଏଣ୍ଟ୍ରି କଲେ ରେଳ ଷ୍ଟେସନରେ ଗୀତ ଗାଉଥିବା ରାନୁ ମଣ୍ଡଳ

ମୁମ୍ବାଇ: ରେଲୱେ ଷ୍ଟେସନରୁ ବଲିଉଡର ଷ୍ଟୁଡିଓ । କିଛି ଦିନ ତଳେ ଚର୍ଚ୍ଚାକୁ ଆସିଥିବା ରାନୁ ମଣ୍ଡଳ ଏବେ ସଙ୍ଗୀତ ଦୁନିଆର ସେନସେସନ ପାଲଟି ଯାଇଛନ୍ତି । ରେଲୱେ ଷ୍ଟେସନରେ ଭିକ୍ଷାବୃତ୍ତି କରୁଥିବା ରାନୁ ମଣ୍ଡଳ ଆଜି ବଲିଉଡରେ ପାଦ ଦେଇଛନ୍ତି । କିଛିଦିନ ତଳେ ଭିକ୍ଷାବୃତ୍ତି କରୁଥିବା…

ଅନୁଗୁଳରେ ବଜ୍ରପାତ ଯୋଗୁଁ ୨ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ବେଣ୍ଟପୁର ଗ୍ରାମରେ ଶନିବାର ଅପରାହ୍ନରେ ବଜ୍ରପାତ ଯୋଗୁଁ ୨ ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି । ଚାଷଜମିରେ କାର୍ଯ୍ୟ କରୁଥିବା ସମୟରେ ବଜ୍ରପାତ ଘଟିଥିବାର ସୂଚନା ମିଳିଛି ।

ବୁଲି ଯାଆନ୍ତୁ ମେଘାଳୟ, ପାଇବେ ନିଆରା ଅନୁଭୂତି

ସୁନ୍ଦର ବରଫାବୃତ ପାହାଡ଼, ମନମୁଗ୍ଧକର ଝରଣା , ବିଭିନ୍ନ ପ୍ରକାରର ଫୁଲ ପାଇଁ ପରିଚିତ ମେଘାଳୟ। ମେଘାଳୟକୁ ବାଦଲର ସହର ବୋଲି ମଧ୍ୟ କୁହାଯାଏ । ଏଠାକୁ ବୁଲିବା ପାଇଁ ଗଲେ ଆପଣ ଭିନ୍ନ ଓ ସ୍ମରଣୀୟ ଅନୁଭୂତି ନିଜ ସାଥିରେ ନେଇ ଫେରିବେ। ମେଘାଳୟର ଶିଲଙ୍ଗ ପାଖରେ ଥିବା ୱିଲିୟମସନ ସଙ୍ଗମା…

ପ୍ରେମର ଲଘୁଚାପ

ପ୍ରେମର ଲଘୁଚାପ ଲୋପାମୁଦ୍ରା ନାୟକ ତୁମ ପ୍ରେମ ମୋ ପାଇଁ ଏବେ ଲଘୁଚାପ ତୁହା ତୁହା ବର୍ଷା, ବିଜୁଳି, ଘଡଘଡିର କମ୍ପନ ବାଡି ପଛକଡ ଗାଡିଆର ପାଣି ଠେସି ହୋଇ ଏବେ ମୋ ଘର ଦୁଆରେ ଦୁଇ ବର୍ଷର ଚାଳ ଛପର ଛାତରେ ଏବେ କେତେଟା ବଡବଡ ରଂଧ୍ର ପଚିସାରିଛି ପ୍ରତିଟି ନଡାର ଜୀବକୋଷ ତଳ-ଉପର…

ଅରୁଣ ଜେଟଲୀଙ୍କ ବିୟୋଗରେ ଶୋକପ୍ରକାଶ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ପୂବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ୍ । ରାଜ୍ୟପାଳ ତାଙ୍କ ଶୋକବାର୍ତ୍ତାରେ ଦୁଃଖ ପ୍ରକାଶ କରି କହିଛନ୍ତି, ଅରୁଣ ଜେଟଲୀ ଥିଲେ ଜଣେ ଉତୁଙ୍ଗ ବ୍ୟକ୍ତିତ୍ୱ । ପୂର୍ବତନ…

ବିଶ୍ୱ ଚାମ୍ପିୟନସିପ୍ ବ୍ୟାଡ଼ମିଣ୍ଟନ: ଫାଇନାଲରେ ପିଭି ସିନ୍ଧୁ

ନୂଆଦିଲ୍ଲୀ: ବ୍ୟାଡ଼ମିଣ୍ଟନ୍ ସେନସେସନ୍ ପି ଭି ସିନ୍ଧୁ ବି ଡ଼ବ୍ଲୁ୍ୟଏଫ ବିଶ୍ୱ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପର ଫାଇନାଲରେ ପ୍ରବେଶ କରିଛନ୍ତି । ଏହି ସମ୍ମାନଜନକ ପ୍ରତିଯୋଗିତାର ସେମିଫାଇନାଲରେ ଭାରତୀୟ ମହିଳା ଖେଳାଳି ପି ଭି ସିନ୍ଧୁ ଚୀନ ତାରକା ଚେନ୍ ୟୁ ଫେଇଙ୍କୁ ୨୧-୭ ଏବଂ ୨୧-୧୪…

ବଦଳିଯିବ ଆପଣଙ୍କର ଭାଗ୍ୟ, ପିନ୍ଧନ୍ତୁ ଏହି ମୁଦି…

ଭୁବନେଶ୍ୱର: ହାତରେ ମୁଦି ତ ଅନେକ ଲୋକ ପିନ୍ଧୁଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ତମ୍ବା, କଇଁଚ୍ଛ, ଘୋଡ଼ା ନାଲ ଏବଂ ନବଗ୍ରହ ଇତ୍ୟାଦିର ମୁଦି ପିନ୍ଧିବା ଦ୍ୱାରା ଭାଗ୍ୟରେ ପରିର୍ତ୍ତନ ଆସେ ବୋଲି ଅନେକ ଲୋକ ବିଶ୍ୱାସ କରନ୍ତି। ଜାଣନ୍ତୁ କିଭଳି ମୁଦି ପିନ୍ଧିଲେ ଆପଣଙ୍କ ଭାଗ୍ୟ ବଦଳି…

ଅରୁଣ ଜେଟଲୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶ୍ରୀ ଅରୁଣ ଜେଟଲୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । Arun Jaitley Ji was a political giant, towering intellectual and legal luminary. He was an…

ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ୬୬ ବର୍ଷ ବୟସରେ ଆଜି ମଧ୍ୟାହ୍ନ ୧୨ଟା ୭ ମିନିଟରେ ଦେହାନ୍ତ ହୋଇଛି । ଗତସପ୍ତାହରେ ଶ୍ୱାସକ୍ରିଆରେ ସେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଶ୍ରୀ…