ପୁରୀ ଲାଗି ୫୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ପୁରୀରେ ଭିତ୍ତିଭୂମିର ବିକାଶ ତଥା ପୁଷ୍କରିଣୀ ଗୁଡିକର ପୁନଃରୁଦ୍ଧାର ଲାଗି ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୦ କୋଟି ଟଙ୍କାର ପ୍ୟାକେଜ ଅର୍ଥରାଶି ଘୋଷଣା କରିଛନ୍ତି ।
ଲୋକସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ଏହି ଘୋଷଣା…