ଖୁବ ଶୀଘ୍ର ବିବାହ କରିବେ ସୁସ୍ମିତା ସେନ, ଜାଣି ରଖନ୍ତୁ ତାରିଖ
ମୁମ୍ବାଇ: ବିଶ୍ୱ ସୁନ୍ଦରୀ ସୁସ୍ମିତା ସେନଙ୍କ ଜୀବନ ନବାକୁ ଯାଉଛି ଏକ ନୂଆ ମୋଡ଼ । ଖୁବ ଶୀଘ୍ର ବିବାହ ଭଳି ଏକ ପବିତ୍ର ବନ୍ଧନରେ ବାନ୍ଧି ହେବେ ସୁସ୍ମିତା । ସେ ନିଜଠାରୁ ୧୫ ବର୍ଷ ସାନ ବୟଫ୍ରେଣ୍ଡ ରୋହମନକୁ ବିବାହ କରିବେ ।
ଦୀର୍ଘଦିନ ଧରି ଉଭୟଙ୍କ ସମ୍ପର୍କକୁ ନେଇ ଅନେକ ଖବର…