ଅଙ୍ଗଦାନ କରି ୬ ଜଣଙ୍କୁ ନୂଆ ଜୀବନ ଦେଇଥିବା ସୂରଜ ସେଠୀଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା
ଭୁବନେଶ୍ୱର: କିଛିମାସ ତଳେ ସୁରଟରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ପୁଅ ସୂରଜ ସେଠୀ ଅଙ୍ଗଦାନ କରି ନିଜ ମୃତ୍ୟୁ ପରେ ମଧ୍ୟ ୬ ଜଣଙ୍କ ଜୀବନ ବଞ୍ଚାଇ ପାରିଥିଲେ ।
ପୁଅ ମରିଯାଇଥିଲେ ମଧ୍ୟ ୬ ଟି ଜୀବନରେ ନୂଆ ପ୍ରାଣ ଭରି ଦେଇଥିବାରୁ ତାଙ୍କୁ ନେଇ ବେଶ୍…