Latest Odisha News

BREAKING NEWS

Yearly Archives

2019

ଆଜି ନାଗପଞ୍ଚମୀ, ୧୨୫ ବର୍ଷ ପରେ ଶ୍ରାବଣ ସୋମବାରର ପବିତ୍ର ଯୋଗ…

ଭୁବନେଶ୍ୱର: ଆଜି ହେଉଛି ଶ୍ରାବଣ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି । ଓଡ଼ିଶା ସମେତ ଆଜି ସମଗ୍ର ଭାରତରେ ପାଳିତ ହେଉଛି ନାଗପଞ୍ଚମୀ । ଜ୍ୟୋତିଷଙ୍କ ମତରେ ଏହି ଯୋଗ ୧୨୫ ବର୍ଷରେ ପଡୁଥିବାରୁ ଆଜିର ଦିନ ଅତ୍ୟନ୍ତ ପବିତ୍ର । ଆଜି ଶ୍ରାବଣ ମାସ ପ୍ରଥମ ସୋମବାର । ମହାଦେବ ଶିବଙ୍କୁ ଆଜି ଜଳାଭିଷେକ…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ଏହିସବୁ ଜିଲ୍ଲାରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ଦିନ ଆକଳନ କରାଯାଇଛି । ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା,…

ଟ୍ରେନ୍ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ମୃତ୍ୟୁମୁଖରୁ ବଞ୍ଚିଲେ ୩୦ ହାତୀ

ଆଠଗଡ: ଟ୍ରେନ୍ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତି ଯାଇଛି ୩୦ଟି ହାତୀଙ୍କ ଜୀବନ । ଏହି ଘଟଣା ଘଟିଛି କଟକ ସ୍ଥିତ ଆଠଗଡ ଅଞ୍ଚଳରେ । ମିଳିଥିବା ସୂଚନାନୁଯାୟୀ ରବିବାର ଅପରାହ୍ନରେ ଆଠଗଡ ବନଖଣ୍ଡ ଖୁଣ୍ଟୁଣୀ ଫରେଷ୍ଟ ରେଞ୍ଜ ଅଞ୍ଚଳର ମତ୍ସ୍ୟପୁର ରେଳ ଷ୍ଟେସନ ନିକଟରେ…

କଥାକୁହା ଫଟୋ: ସାଳନ୍ଦୀ ନଦୀରୁ ଜଳ ସଂଗ୍ରହ ପରେ ଆରଡ଼ି ପୀଠକୁ କାଉଡ଼ିଆଙ୍କ ଯାତ୍ରା…

ଭଦ୍ରକ: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଓଡ଼ିଶାର ସମସ୍ତ ପୁରାତନ ଶୈବପୀଠ ଗୁଡ଼ିକରେ ମହାଦେବଙ୍କୁ ପବିତ୍ର ଜଳାଭିଷେକ କରିବା ନିମନ୍ତେ କାଉଡ଼ିଆଙ୍କ ଭିଡ଼ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ଆସି…

୨୦୧୯-୨୦ ଆର୍ଥୀକ ବର୍ଷରେ ୪୫,୫୦୦ କୋଟି ରାଜସ୍ୱ ସଂଗ୍ରହ ଓଡିଶାର ଲକ୍ଷ୍ୟ

ଭୁବନେଶ୍ୱର: ଓଡିଶା ସରକାର ୨୦୧୯-୨୦ ଆର୍ଥୀକ ବର୍ଷରେ ପ୍ରାୟ ୪୫,୫୦୦ କୋଟି ରାଜସ୍ୱ ସଂଗ୍ରହ କରିବା ଲକ୍ଷ୍ୟ ରଖିଛନ୍ତି ବୋଲି ଅର୍ଥମନ୍ତ୍ରୀ ନରଞ୍ଜନ ପୁଜାରୀ ସୋମବାର ଦିନ ବିଧାନସଭାରେ କହିଛନ୍ତି । ଗୃହର ପ୍ରଶ୍ନକାଳ ସମୟରେ ମନ୍ତ୍ରୀ ପୂଜାରୀ କହିଛନ୍ତି ଯେ, ୨୦୧୯ ମସିହା ଜୁନ୍ ମାସ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ କନିଷ୍ଠ ଯନ୍ତ୍ରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସହରାପଡା ବ୍ଲକର କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଲାଞ୍ଚ ନେଇ ଧରାପଡିଥିବା ଏହି ବାବୁ ଜଣକ ହେଉଛନ୍ତି ବିଭୁତି ଭୂଷଣ ପ୍ରଧାନ । ପ୍ରାପ୍ତ ସୂଚନାନୁଯାୟୀ ଜଣେ ଠିକାଦାରଙ୍କ ଫାଇନାଲ ବିଲ୍ ପାସ୍ କରିବା ଲାଗି…

କଳାହାଣ୍ଡି: ପୁଣି ଜଣେ କଣ୍ଟ୍ରାକ୍ଟରଙ୍କୁ ହତ୍ୟା କଲେ ମାଓବାଦୀ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ୍ ସ୍ଥିତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ବାବୁପଦର ଗ୍ରାମ ନିକଟରେ ରବିବାର ବିଳମ୍ବିତ ରାତିରେ ମାଓବାଦୀମାନେ ପୁଣି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ କଣ୍ଟ୍ରାକ୍ଟରଙ୍କ ନାମ ଭୀମ ବୋରା ବୋଲି ଜଣାପଡ଼ିଛି।…

ଇତିହାସ ରଚିବା ଅପକ୍ଷାରେ ଇସ୍ରୋ, ଆଜି ମହାକାଶକୁ ଯିବ ଚନ୍ଦ୍ରଯାନ-୨

ଶ୍ରୀହରିକୋଟା : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଚନ୍ଦ୍ରାୟନ-୨ର ଉତକ୍ଷେପଣ ଲାଗି ପୁଣିଥରେ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି । ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ…

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ଚଳଚଞ୍ଚଳ ଶୈବପୀଠ

ଭୁବନେଶ୍ୱର : ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। ଏହି ଅବସରରେ ମହାଦେବଙ୍କ ପୂଜାର୍ଚ୍ଚନା ଲାଗି ସାରା ରାଜ୍ୟର ସମସ୍ତ ଶିବାଳୟ ମାନଙ୍କରେ ଶ୍ରଦ୍ଧାଳୁ ତଥା କାଉଡିଆମାନଙ୍କର ଭିଡ ଜମିବାରେ ଲାଗିଛି । ଏହି ଅବସରରେ ଆଜି ଭୋରରୁ ଧବେଳଶ୍ୱର, ଲୋକନାଥ, ଆଖଣ୍ଡଳମଣୀ, କପିଳାସ,…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା୨୨-୦୭-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୨୨ ରିଖ ସୋମବାର କର୍କଟ ୦୬ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ପୂର୍ବଭାଦ୍ରପଦ ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-: ମିଥୁନ ରାଶିର ଘାତ…