Latest Odisha News

BREAKING NEWS

Yearly Archives

2019

ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଲାଗି ସରକାରଙ୍କ ଅଭିନବ ପ୍ରୟାସ; ଆରମ୍ଭ ହେଲା ଏସକର୍ଟ୍ସ ବ୍ୟବସ୍ଥା

ଭୁବନେଶ୍ୱର: ଓଡ଼ିଶା ସରକାର ୫-ଟି ଯୋଜନାକୁ ଶାସନ ପଦ୍ଧତିରେ ଉପଯୋଗ କରିବା ପରଠାରୁ ବିଭିନ୍ନ ବିଭାଗରେ ଉନ୍ନତ ଜ୍ଞାନ କୌଶଳ ଉପଯୋଗ କରିଛନ୍ତି । ଏପରିକି ସ୍ୱସ୍ଥ୍ୟ ବିଭାଗ ଏବଂ ଶିକ୍ଷାର ବିକାଶ ଲାଗି ଏହି ବିଭାଗରେ ମଧ୍ୟ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ରାଜ୍ୟର ଉପାନ୍ତ ଅଞ୍ଚଳ ତଥା ଘଞ୍ଚ…

ଲାଞ୍ଚ ନେଇ ଧରାପଡ଼ିଲେ ଆଇଏଏସ୍ ଅଧିକାରୀ; ଚାକିରୀରୁ ହେଲେ ନିଲମ୍ବିତ !

ଭୁବନେଶ୍ୱର: ଓଡିଶା ସରକାରଙ୍କ ହର୍ଟିକଲଚର ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ୨୦୦୯ ବ୍ୟାଚର୍ ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ଲାଞ୍ଚ ନେବା ଅଭିଯୋଗରେ ସୋମବାର ଦିନ ଚାକିରୀରୁ ନିଲମ୍ବନ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଆଜି…

ଚନ୍ଦ୍ର ନଥିଲେ କ’ଣ ହୁଅନ୍ତା ପୃଥିବୀର ଅବସ୍ଥା, ଜାଣନ୍ତୁ…

ଭୁବନେଶ୍ୱର: ବିଭିନ୍ନ ଗ୍ରହ ତଥା ଉପଗ୍ରହ ମାନଙ୍କୁ ନେଇ ଗଠିତ ଆମ ସୌରଜଗତ । ଏଥିରେ ଲକ୍ଷାଧିକ ନକ୍ଷତ୍ର, ୯ ଟି ଗ୍ରହ ଓ ଉପଗ୍ରହ ଚନ୍ଦ୍ର ଅବସ୍ଥାପନ କରନ୍ତିବ। ତେବେ କଣ ଆପଣଙ୍କ ମନକୁ କେବେ ପ୍ରଶ୍ନ ଆସିଛି ଯେ, ସୌରଜଗତରେ ଚନ୍ଦ୍ର ଅନୁପସ୍ଥିତ ରହିଥିଲେ ଆମର କଣ ଅସୁବିଧା ହୋଇଥାଆନ୍ତା? ତବେ…

ରାଜ୍ୟ ଦୌଡ଼କୁଦ: ଦୂତିଙ୍କୁ ମିଳିଲା ୧୦୦ ଓ ୨୦୦ ମିଟର ଦୌଡ଼ ସ୍ୱର୍ଣ୍ଣ ପଦକ !

କଟକ: ଭାରତର ଦ୍ରୁତତମ ମହିଳା ଦୂତୀ ଚାନ୍ଦ କଟକରେ ଚାଲିଥିବା ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୧୦୦ ମିଟର ଏବଂ ୨୦୦ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର କରି ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । All Odisha opene athletic championships…

ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ ସହ ନୂଆବର୍ଷ ପାଳନ କରିବ ବ୍ରହ୍ମପୁର !

ବ୍ରହ୍ମପୁର: ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ ସହ ଚଳିତ ଥର ନୂଆବର୍ଷକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଓଡ଼ିଶାର ରେଶମୀ ସହର ବ୍ରହ୍ମପୁର। ଗଞ୍ଜାମର କଳାପରିଷଦ ପରିସରରେ ୨ ଦିନ ଧରି ଏହି ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ ଚାଲିବ ବୋଲି ସୂଚନା ମିଳିଛି। 'ଲକ୍ଷ୍ୟ ଆଉଟଫିଟ' ଦ୍ୱାରା ଆୟୋଜିତ…

ମ୍ୟାଟ୍ରିକ୍ ପାସହାର ବୃଦ୍ଧି ଲାଗି ସରକାରଙ୍କ ବ୍ଲୁପ୍ରିଣ୍ଟ୍; ୧୭ ହଜାର ଶିକ୍ଷକ ନେବେ ଅତ୍ୟାଧୁନିକ ତାଲିମ୍ !

ଭୁବନେଶ୍ୱର: ସରକାରୀ ସ୍କୁଲରେ ଶିକ୍ଷାଦାନ କରୁଥିବା ଶିକ୍ଷକଙ୍କ ଦକ୍ଷତା ଯାଞ୍ଚ କରାଯିବ । ବିଷୟ ଭିତ୍ତିକ ଶିକ୍ଷକଙ୍କ ବରିଷ୍ଠତା, ଶିକ୍ଷାଗତଯୋଗ୍ୟତା ସାଙ୍ଗକୁ ଶିକ୍ଷାଦାନ ଶୈଳୀକୁ ଅନୁଧ୍ୟାନ କରାଯିବ । ରାଜ୍ୟରେ ସ୍କୁଲ ଶିକ୍ଷାଦାନରେ ସୁଧାର ଆଣିବା ସହ ଗୁଣାତ୍ମକ ଶିକ୍ଷା ଏବଂ ମାଟ୍ରିକରେ…

ଆରମ୍ଭ ହେଲା ଏକକ ପରୀକ୍ଷା ଲାଗି ତ୍ରୁଟି ସମୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଏକକ ପରୀକ୍ଷାର ତ୍ରୁଟି ସମୀକ୍ଷା କରାଯିବ । ଏକକ ପରୀକ୍ଷାର ଆସନ୍ତାବର୍ଷ ଯେପରି ସେହି ତ୍ରୁଟି ନରହେ ସେଥିଲାଗି ଗୁରୁତ୍ୱ ଦେବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆଗକୁ ହେବାକୁ ଥିବା ବାର୍ଷିକ…

ନୂଆବର୍ଷ ପାଳନ କରିବାକୁ ଯାଆନ୍ତୁ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି, ପାଇବେ ନିଆରା ଅନୁଭୁତି

ଭୁବନେଶ୍ୱର: ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ଅବସ୍ଥିତ ଏକ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳ ଅଟେ ଦାରିଙ୍ଗବାଡି । ଦାରିଙ୍ଗବାଡ଼ି, ଓଡ଼ିଶାର ଏକ ମାତ୍ର ପର୍ବତୀୟ ସ୍ଥାନ, ଯେଉଁଠାରେ ଶୀତ ଦିନରେ ବରଫପାତ ହୋଇଥାଏ। ଏଥି ପାଇଁ ଦାରିଙ୍ଗବାଡ଼ିକୁ ଓଡ଼ିଶାର କାଶ୍ମୀର ମଧ୍ୟ କୁହାଯାଏ । ଘନ ଝାଉଁ…

ଦ୍ୱିତୀୟ ଥର ଲାଗି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହେଲେ ଅଜିତ ପାୱାର

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଭାବେ ମଙ୍ଗଳବାର ଦିନ ଶପଥ ଗ୍ରହଣ କରିଛନ୍ତି ଅଜିତ ପାୱାର । ଏଥିସହିତ ସେ ମାତ୍ର ୩୮ ଦିନ ଭିତରେ ଦ୍ୱିତୀୟ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଅକ୍ତିଆର କରିଛନ୍ତି । ଏନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟର ସୂଚନା ମିଳିଛି ।…

ଶୀତଦିନରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଓଡ଼ିଶାର ଏହିସବୁ ହ୍ରଦ !

ଭୁବନେଶ୍ୱର: ରାତି ପାହିଲେ ନୂଆବର୍ଷ । ନୂଆବର୍ଷକୁ ନୂଆ ଆଶା ତଥା ଉତ୍ସାହ ସହ ପାଳନ କରୁବାକୁ ପ୍ରାୟତଃ ସମସ୍ତେ ନୂଆ ନୂଆ ସ୍ଥାନକୁ ଯିବାକୁ ପସନ୍ଦ କରନ୍ତି । ଯଦି ଆପଣଙ୍କୁ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଜଳାଶୟ ପସନ୍ଦ ହୋଇଥାଏ ତେବେ ଆପଣଙ୍କ ପାଇଁ ଓଡ଼ିଶାରେ ରହିଛି ସୌନ୍ଦର୍ଯ୍ୟରେ ଭରପୁର…