ଦୁବାଇ-ଭୁବନେଶ୍ୱର ସିଧା ବିମାନ ଚଳାଚଳ ନେଇ କେନ୍ଦ୍ର ସରକାରଙ୍କ ଇଙ୍ଗିତ !
ନୂଆଦିଲ୍ଲୀ: ଦୁବାଇ ଓ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ଚଳାଚଳର ସମ୍ଭାବନା ନେଇ କେନ୍ଦ୍ର ସରକାର ଇଙ୍ଗିତ ପ୍ରଦାନ କରିଛନ୍ତି । ଏହି ସିଧାସଳଖ ବିମାନ ଚଳାଚଳ ଲାଗି ଗତ ସପ୍ତାହରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଘରୋଇ ବିମାନ ଚଳାଚଳ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ…