Latest Odisha News

BREAKING NEWS

Yearly Archives

2019

କାଜୁ ପିସ୍ତାବାଦାମ କୁଲଫି

ପ୍ରାୟ ସମସ୍ତେ ଆଇସକ୍ରିମ୍ ଖାଇବାକୁ ବେଶ୍ ପସନ୍ଦ କରନ୍ତି । ତେବେ ଜାଣନ୍ତୁ ଘରେ ଅତି ସହଜରେ କିପରି ପ୍ରସ୍ତୁତ କରିବେ କାଜୁ ପିସ୍ତାବାଦାମ କୁଲଫି ଆବଶ୍ୟକୀୟ ସାମଗ୍ରୀ : ପିସ୍ତା ବାଦାମ : ୫୦ଗ୍ରାମ ଚିନି : ମିଠା ଅନୁସାରେ କ୍ଷୀର : ୧/୨କପ କଣ୍ଡେନସଡ଼ ମିଲ୍କ: ୩ଚାମଚ ଅଳେଇଚ : ୩ଟି…

ସୋନାକ୍ଷୀଙ୍କ ଘରେ ପୋଲିସ, ଜାଣନ୍ତୁ କାହିଁକି !

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ ହୋଇଥିବା ଠକେଇ ମାମଲାରେ ତଦନ୍ତ ଲାଗି ଉତ୍ତରପ୍ରଦେଶ ପୋଲିସ ଗୁରୁବାର ଦିନ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ପହଞ୍ଚିଥିଲା । ସୋନାକ୍ଷୀଙ୍କ ସମେତ ୪ ଜଣଙ୍କ ବିରୋଧରେ ଏହି ମାମଲା ଫେବୃଆରୀ ମାସରେ ରୁଜୁ ହୋଇଥିବା ଜଣାପଡିଛି ।…

ବାହୁଡ଼ା ଯାତ୍ରା: ଗଡ଼ିଲା ଶ୍ରୀବଳଭଦ୍ରଙ୍କର ତାଳଧ୍ୱଜ ରଥ

ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ସହ ଶ୍ରୀବଳଭଦ୍ର ଦେବଙ୍କ ତାଳଧ୍ୱଜ ରଥ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରାରମ୍ଭ କରିଛି । ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁ ଶ୍ରୀବଳଭଦ୍ର ଦେବଙ୍କ ତାଳଧ୍ୱଜ ରଥକୁ ଜୟ ଜୟକାର ଧ୍ୱନୀ ସହିତ…

କେନ୍ଦୁଝର: ହାତୀ ଆକ୍ରମଣରେ ଜଣେ ମୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଦୁଧିଆନାଳି ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଏକ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ଭରତ ନାୟକ (୫୦) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଭରତ…

କଥାକୁହା ଫଟୋ: ଥକାମନ ଚାଲ ଯିବା, ଚକାନୟନ ଦେଖିବାରେ…

ପୁରୀ: ଆଜି ପୁରୀରେ ମହାପ୍ରଭୁଙ୍କର ବାହୁଡ଼ାଯାତ୍ରା ଅନୁଷ୍ଠିତ ହେଉଛି । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଭିତରେ ତିନିରଥ ଆଜି ଶରଧାବାଲିର ଶ୍ରୀଗୁଣ୍ଡିଚା ମନ୍ଦିରରୁ ବଡ଼ଦାଣ୍ଡର ଶ୍ରୀମନ୍ଦିର ଆଡ଼କୁ ଗତି କରୁଛନ୍ତି । ଚତୁର୍ଦ୍ଧା ମୂର୍ତ୍ତି ଜନ୍ମବେଦୀରୁ ବାହାରି ରତ୍ନବେଦୀକୁ ଯାତ୍ରାରମ୍ଭ…

ବାହୁଡ଼ା ଯାତ୍ରା: ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହେଲା ପହଣ୍ଡି ବିଜେ

ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା । ମହାପ୍ରଭୁ ଶ୍ରୀଜଗନ୍ନାଥ ଜନ୍ମବେଦୀରୁ ୯ ଦିନପରେ ବାହୁଡୁଛନ୍ତି ରତ୍ନବେଦୀକୁ । ମାଉସୀଘରୁ ବଡ଼ଭାଇ ଶ୍ରୀବଳଭଦ୍ର, ସାନଭଉଣୀ ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ସହିତ ସମସ୍ତ ପାରମ୍ପରିକ ନୀତିକାନ୍ତି ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୧୨-୦୭-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ହେଉଛି ୨୦୧୯ ମସିହା ଜୁଲାଇ ମାସ ତା ୧୨ ରିଖ ଶୁକ୍ରବାର ମିଥୁନ ୨୮ ଦିନ ଆଷାଢ ମାସ ଶୁକ୍ଳ ପକ୍ଷ ଦଶମୀ ଭୁକ୍ତ ଏକାଦଶୀ ତିଥି ବିଶାଖା ନକ୍ଷତ୍ର ତୁଳା ଚନ୍ଦ୍ର ଘାତ ବାର :-ବିଛା ଧନୁ ଓ ମୀନ ରାଶିର…

ଅଷ୍ଟ୍ରେଲିଆକୁ ୮ ୱିକେଟରେ ପରାସ୍ତ କରି ଫାଇନାଲରେ ଆୟୋଜକ ଇଂଲଣ୍ଡ

ବର୍ମିଂହାମ୍: ବିଶ୍ୱକପ କ୍ରିକେଟ୍ ୨୦୧୯ ର ଦାବୀଦାର କୁହାଯାଉଥିବା ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ୮ ୱିକେଟର ଏକ ସହଜସାଧ୍ୟ ବିଜୟ ହାସଲ କରି ଆୟୋଜକ ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିପାରିଛି । କଙ୍ଗାରୁ ଦଳ ଧାର୍ଯ୍ୟ କରିଥିବା ୨୨୩ ରନର ବିଜୟ ଲକ୍ଷ୍ୟକୁ ମାତ୍ର ୩୨.୧ ଓଭରରେ ୨ଟି ୱିକେଟ୍…

ନନ୍ଦନକାନନ ପ୍ରାଣୀଉଦ୍ୟାନ: ସାଥୀହରାଙ୍କ ଲାଗି ଆସିବେ ୬ ନୂଆ ଅତିଥି

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସୁଛନ୍ତି ଛଅଟି ନୂଆ ସଦସ୍ୟ । ଯେଉଁଥିର ରିହିଛନ୍ତି ୨ଟି ଜିରାଫ ଓ ୨ଟି ହଳଦିଆ ଆନାକୋଣ୍ଡା । ଅନ୍ୟ ରାଜ୍ୟ ସହ ପ୍ରାଣୀ ଅଦଳ ବଦଳ ଯୋଜନା ଆଧାରରେ ନନ୍ଦନକାନନର କତ୍ତୃପକ୍ଷ ଏହି ପ୍ରାଣୀ ମାନଙ୍କୁ ଆଣୁଥିବା ସୂଚନା ମିଳିଛି । ମିଳିଥିବା ସୂଚନା…

ସୋସିଆଲ ମିଡିଆରେ ଭଲ କବିତା ବନାମ ଖରାପ କବିତା

ସୋସିଆଲ ମିଡିଆରେ ଭଲ କବିତା ବନାମ ଖରାପ କବିତା କେଦାର ମିଶ୍ର ଭଲ କବିତାକୁ ଖରାପ କବିତାର ଭିଡରୁ ରକ୍ଷା କରିବାକୁ ହେବ – ଆମ ସମୟର କେତେଜଣ ଅତ୍ୟନ୍ତ ସମ୍ବେଦନଶୀଳ କବି ଏ କଥା ଉଠେଇଛନ୍ତି। ସେମାନଙ୍କର ଭୟ ହେଉଛି, ଖରାପ କବିତାର ଭିଡ ଭିତରେ କାଳେ ଭଲ କବିତା ହଜିଯାଇପାରେ !! ସାମାଜିକ…