Latest Odisha News

BREAKING NEWS

Yearly Archives

2019

ଋଷି ପ୍ରତୀମ ଗାୟନାଚାର୍ଯ୍ୟ: ଗାୟକ ଦକ୍ଷିଣ କେଶରୀ ରାମଚନ୍ଦ୍ର କର

ଭୁବନେଶ୍ୱର: ପୂରାତନ ଶୈଳୀର ପାଲା ପରମ୍ପରାକୁ ଯେଉଁକେତେ ଜଣ ବରିଷ୍ଠ ଗାୟକ ବଜାୟ ରଖିଛନ୍ତି ସେମାନଙ୍କ ମଧ୍ୟରେ ଅନ୍ୟତମ ଋଷି ପ୍ରତିମ ଗାୟନାଚାର୍ଯ୍ୟ ଗାୟକ ଦକ୍ଷିଣ କେଶରୀ ରାମଚନ୍ଦ୍ର କର । ୧୯୪୩ ମସିହାରେ ତକ୍ରାଳୀନ ପୁରୀ ଜିଲ୍ଲା ଗଙ୍ଗାଧରପୁର ନିକଟସ୍ଥ ହରିପୁରଶାସନରେ ଜନ୍ମଗ୍ରହଣ କରିଥିଲେ…

ମୌସୁମୀର ଘର

ମୌସୁମୀର ଘର ସଂପଦ ମହାପାତ୍ର ମୌସୁମୀର ଜନ୍ମ କୋଉଠି? କାହିଁକି ପ୍ରତିବର୍ଷ ଠିକଣା ବେଳେ ଆସୁଛି? କେବେଠୁ ଏମିତି ଆସୁଛି? କେମିତି ଆସୁଛି? ମୌସୁମୀର ଶେଷ ଠିକଣାା କୋଉଠି? ଜୁନ ଆସିଲା ମାତ୍ରେ ସମସ୍ତଙ୍କର ଅପେକ୍ଷା, କେବେ ଆସିବ ମୌସୁମୀ । ସାଧାରଣତଃ ଜୁନ ପ୍ରଥମ ସପ୍ତାହରେ କେରଳକୁ…

ଚର୍ଚ୍ଚିତ କାଠୁଆ ଗଣ ଦୁଷ୍କର୍ମ ମାମଲା: ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଆଜୀବନ କାରାଦଣ୍ଡ

ପଠାଣକୋଟ: ଜମ୍ମୁ ଓ କାଶ୍ମୀରରେ ୨୦୧୮ରେ ଘଟିତ ଚର୍ଚ୍ଚିତ କାଠୁଆ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ପରିଶେଷରେ ଦଣ୍ଡାଦେଶ ମିଳିଛି । ଏହି ଅମାନୁଷିକ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା ସେତେବେଳେ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ଆଜି ଏହି ଘଟଣାରେ…

ଯାତ୍ରା ଦୁଇପାଦ

ଯାତ୍ରା ଦୁଇପାଦ ବିଜୟ ପ୍ରଧାନ ପାଦେ ଆଗେଇଲେ ଦି'ପାଦ ଘୁଞ୍ଚୁଛି ପଛକୁ କେଜାଣି ସମୟ କୁଆଡ଼େ ନଉଛି ଟାଣି, କୂଳ ଜଗିଥିବା ଲୋକର ଆୟୁଷ ବିତେ ଢେଉ ଗଣିଗଣି, ଉପରେ ବିଶାଳ ଆକାଶ ଅନନ୍ତ ସମୁଦ୍ରକୁ ଚାହିଁ ଚାହିଁ ବିଶାଳତା ସାଥେ ଏକାକାର ସିନା କ୍ଷୁଦ୍ରପଣରୁ ନାହିଁ ଯେ ମୁକ୍ତି…

ପରଦାକୁ ଆସୁଛି, ବାବୁସାନ-ତମନ୍ନାଙ୍କ ‘ଗୋଲମାଲ୍ ଲଭ୍’

ଭୁବନେଶ୍ୱର : ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ‘ଗୋଲମାଲ୍ ଲଭ୍’ ଖୁବଶୀଘ୍ର ପ୍ରେକ୍ଷାଳୟରେ ରିଲିଜ ହେବାକୁ ଯାଉଛି । ବାବୁସାନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ରଜ ଅବସରରେ ପରଦାରେ ମୁକ୍ତିଲାଭ କରୁଥିବା ନେଇ ସମ୍ୟକ୍ ସୂଚନା ମିଳିଛି । ‘ଗୋଲମାଲ୍ ଲଭ୍’ରେ ଷ୍ଟାର କିଡ୍…

ଭାରତୀୟ ଉପକୂଳରେ ପୁଣି ମାଡ଼ି ଆସୁଛି ବାତ୍ୟା…

ମୁମ୍ବାଇ: କିଛିଦିନ ପୂର୍ବରୁ ଭାରତୀୟ ଉପକୂଳରେ ଫନୀ ବାତ୍ୟା ରଚିଥିବା ତାଣ୍ଡବ ଲୀଳାର ବିପର୍ଯ୍ୟସ୍ତ ଚିତ୍ର ନ’ଲିଭୁଣୁ ପୁଣି ଏକ ବାତ୍ୟା ଭାରତୀୟ ପଶ୍ଚିମ ଉପକୂଳରେ ଆଶଙ୍କା ସୃଷ୍ଟି କରିଛି । ବାତ୍ୟା ‘ବାୟୁ’ ଆରବସାଗରରେ କ୍ରମଶଃ ଉଗ୍ରରୂପ ଧାରଣ କରୁଥିବା ବେଳେ ଦକ୍ଷିଣ-ପୂର୍ବ ଆରବ ସାଗରରେ…

ଘଡଘଡି ସହ ବର୍ଷା ଆଶଙ୍କା: ରାଜ୍ୟର ୧୧ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୧୧ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ରାତି ୮ଟା ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ଏହି ସବୁ…

୨୦୧୧ ବିଶ୍ୱକପ ହିରୋ ଯୁବରାଜ ସିଂହଙ୍କ କ୍ରିକେଟରୁ ଅବସର ଘୋଷଣା

ମୁମ୍ବାଇ: ୨୦୧୯ ଆଇସିସି ବିଶ୍ୱକପ କ୍ରିକେଟ ପ୍ରତିଯୋଗିତାରେ ରବିବାର ଦିନ ଦୁର୍ଦ୍ଦଶ ଭାରତୀୟ ଦଳ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଟିମକୁ ପରାସ୍ତ କରିଥିବା ବେଳେ ସୋମବାର ଦିନ ୨୦୧୧ ବିଶ୍ୱକପର ହିରୋ ଯୁବରାଜ ସିଂହ ଆନ୍ତର୍ଜାତୀୟ କ୍ରିକେଟରୁ ସବୁଦିନ ଲାଗି ଅବ୍ୟାହତି ଘୋଷଣା କରିଛନ୍ତି । ଏହି ୩୭…

ଚୋରା ପକେଟ

 କଥାଟିଏ କହୁଁ  ଚୋରା ପକେଟ ପରଂବ୍ରହ୍ମ ତ୍ରିପାଠୀ ଯେ ଯାଏଁ ସଞ୍ଚୟ କରିବା ଶିଖିନ, ମାସକୁ ଦଶ ଲକ୍ଷ ରୋଜଗାର କଲେ ବି ସିଏ କେଉଁ କାମକୁ ନୁହେଁ। ଗୋଟିଏ ଟଙ୍କା ସଞ୍ଚୟ ଗୋଟିଏ ଟଙ୍କା ଅଧିକ ରୋଜଗାର ଠାରୁ ଅଧିକ ମୂଲ୍ୟବାନ ଓ ମହତ୍ୱପୂର୍ଣ୍ଣ। କଥାଟି ମୋର ନୁହେଁ, ବରଂ କୃପାସିନ୍ଧୁ…

ଜୁନ ୨୮ରେ ବିଧାନସଭାରେ ବାର୍ଷିକ ବଜେଟ ଉପସ୍ଥାପନ କରିବେ ସରକାର

ଭୁବନେଶ୍ୱର : ରାଜ୍ୟ ସରକାର ୨୦୧୯-୨୦୨୦ ଆର୍ଥିକ ବର୍ଷ ଲାଗି ଜୁନ୍ ୨୮ ତାରିଖରେ ବଜେଟ୍ ଉପସ୍ଥାପନ କରିବେ। ଏନେଇ ସୋମବାର ଦିନ ରାଜ୍ୟ ବିଧାନସଭା ସେକ୍ରେଟାରୀଏଟ୍ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ଅଧିସୂଚନାନୁଯାୟୀ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଉପସ୍ଥାପନା କରିବେ…