ରାଜଧାନୀରେ ଚାଞ୍ଚଲ୍ୟ: ହତ୍ୟା ପରେ ପେଟିରୁ ମିିଳିଲା ମୃତଦେହ
ଭୁବନେଶ୍ୱର: ପୋଲିସ ରବିବାର ସକାଳେ ନୟାପଲ୍ଲୀର ଏକ କୃଷି ଫାର୍ମରୁ ମୃତଦେହ ଜବତ କରିବା ପରେ ଏହା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଦେଇଛି । କେହି ଦୁର୍ବୃତ୍ତ ବ୍ୟକ୍ତି ଜଣକଙ୍କୁ ହତ୍ୟା କରିବା ପରେ ଫାର୍ମର ଘଞ୍ଚ ବୁଦାମୁଳେ ଫିଙ୍ଗି ଦେଇ ଚାଲି ଯାଇଛି ।
ନୟାଗଡ଼ ଜିଲ୍ଲା କଣ୍ଟିଲୋ ଅଞ୍ଚଳର…