ଫିର୍ ଏକ ବାର୍ ମୋଦୀ ସରକାର: ବିଜେପି-୩୦୦ (ଏନଡ଼ିଏ-୩୫୦), କଂଗ୍ରେସ-୫୦ (ୟୁପିଏ-୯୧) ଆସନରେ ଆଗୁଆ
ନୂଆଦିଲ୍ଲୀ: ଦେଶରେ ଆଜି ଚାଲିଥିବା ୨୦୧୯ ସାଧାରଣ ନିର୍ବାଚନ ଭୋଟ ଗଣତିରେ ଏପର୍ଯ୍ୟନ୍ତ ବିଜେପିର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ ଏନଡ଼ିଏ ମୋଟ ୩୫୦ଟି ଆସନରେ ଆଗୁଆ ରହିଛି ।
ଲୋକସଭାରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ଲାଗି ୨୭୨ଟି ଆସନ ଆବଶ୍ୟକ ରହିଥିବା ବେଳେ ଏକାକୀ ବିଜେପି ୩୦୦ଟି ଆସନରେ…