ଛତିଶଗଡ଼ରେ ଡିଆରଜି ଓ ଏସଟିଏଫ ଟିମର ମିଳିତ ଅପରେସନ; ଉଦ୍ଧାର ହେଲା ୨ ମାଓବାଦୀଙ୍କ ମୃତଦେହ
ରାୟପୁର: ଛତିଶଗଡ଼ର ସୁକମାର ଜିଲ୍ଲାରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳିବିନିମୟ ଘଟିଛି । ଗୁରୁବାର ଦିନ ଡିଆରଜି/ ଏସଟିଏଫ ଟିମର ମିଳିତ ଅପରେସନରେ ଜଙ୍ଗଲ ମଧ୍ୟରୁ ୨ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ଛତିଶଗଡ଼ର ସୁକୁମା ଜିଲ୍ଳା ଅନ୍ତର୍ଗତ ଚିନ୍ତାଲନାଲ ସ୍ଥିତ…